Browsing Tag

ଯୁଧିଷ୍ଟିର ମିଶ୍ର ମେମୋରିଆଲ କ୍ରକେଟ କପ୍‌ ଉଦ୍‌ଯାପିତ : ଶିକ୍ଷା ବିଭାଗ ହେଲା ଚମ୍ପିଆନ

ଯୁଧିଷ୍ଠିର ମିଶ୍ର ମେମୋରିଆଲ କ୍ରିକେଟ କପ୍‌ ଉଦ୍‌ଯାପିତ : ଶିକ୍ଷା ବିଭାଗ ହେଲା ଚମ୍ପିଆନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟଠାରେ ଅନୁଷ୍ଠିତ ଯୁଧିଷ୍ଠିର ମିଶ୍ର ମେମୋରିଆଲ କ୍ରିକେଟ କପ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଗତ ବୁଧବାର ଦିନରୁ ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ
Read More...