ବଲାଙ୍ଗିର ସହର ତାଲପାଲିପଡାରୁ ଦେଶୀ ମଦ ଜବତ, ୧ ଗିରଫ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ତାଲପାଲିପଡା ଠାରେ ବଲାଙ୍ଗିର ଅବକାରୀ ବିଭାଗ ଚଢାଉ କରି ୨୨ ଲିଟର ଦେଶୀ ମଦ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ରଂଜନ ବାଗ ବୋଲି ଜଣାପଡିଛି ।
Read More...
Read More...