oom

୭୫ ତମ ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ୟୁଥ୍‌ ଏକ୍ସନ ପକ୍ଷରୁ ବୃକ୍ଷ ରୋପଣ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ଝାଙ୍କରପାଲି ଠାରେ ବଲାଙ୍ଗିର ୟୁଥ୍‌ ଏକ୍ସନ ପକ୍ଷରୁ ବୃକ୍ଷ ରୋପାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମ ୟୁଥ୍‌ ଫର୍‌ ଏକ୍ସନ୍‌ର ଜିଲ୍ଲା ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ଉପସଭାପତି ପାର୍ଥ କର୍ଣ୍ଣ, ଟୁଲୁ ସାହୁ, ପ୍ରଦୀପ ଶତପଥୀ, ଅଜୟ ନାଗ, ଦେବରାଜ ନାଗ, ରବୀନ୍ଦ୍ର ପ୍ରଧାନ, ଅଂଶୁମାନ ସାଇ, କୁବେର ବସ୍ତିଆ, ଲିକନ ସେଠ, ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.