pakka

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ପହଞ୍ଚି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ପହଞ୍ଚି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ବଲାଙ୍ଗିରରେ ବେଶ୍‌ ଉତ୍ସାହ ପରିଲିକ୍ଷିତ ହେଉଛି । ବିଜେଡି କର୍ମକର୍ତ୍ତାମାନେ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ କରିଛନ୍ତି । ସେହିପରି ମହିଳା ମାନଙ୍କ ହୁଳହୁଳି ଶଦ୍ଦରେ ଉଛୁଳି ପଡିଛି ମଞ୍ଚ ।

Leave A Reply

Your email address will not be published.

9 − 1 =