ବଲାଙ୍ଗିର ଶାନ୍ତିପଡାର ଦୁର୍ଗାମଣ୍ଡପ ରୋଷେଇ ଘରର ଶୁଭାରମ୍ଭ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ମନ ଥିଲେ ଧନ ଆପେ ଆପେ ଆସେ । ବଲାଙ୍ଗିର ସହରର ଶାନ୍ତିପଡା ଦୁର୍ଗାମଣ୍ଡପ ଠାରେ ଟାଇଗର ୟୁଥ୍ କ୍ଲବ୍ ଶାନ୍ତିପଡାର ଯୁବକମାନେ ଏକ ରୋଷେଇ ଘରର ଶୁଭାରମ୍ଭ କରିଛନ୍ତି । ଦୁର୍ଗାମଣ୍ଡପ ରେ ସ୍ଥାୟୀ ରୋଷେଇସାଲ ନ ଥିବାରୁ କୌଣସି ପୂଜା ପର୍ବ ବେଳେ ନାହିଁ ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେଥିପାଇଁ ଶାନ୍ତିପଡାର ଯୁବକମାନେ ବହୁଦିନରୁ ରୋଷେଇ ଘରଟିଏ କରିବା ପାଇଁ ମନସ୍ଥ କରିଥିଲେ। ଏବେ ରୋଷେଇଶାଲର ଶୁଭାରମ୍ଭ କରିଥିବାବଳେ ପଡାରେ ଖୁସିର ମାହୋଲ ଦେଖିବାକୁ ମିଲିଥିଲା ।

Leave A Reply

Your email address will not be published.