ନର୍ଲାକୁ କଣ୍ଟେଟମେଂଟ ଯୋନ ସହ ସପ୍ତାହ ବ୍ୟାପି ସଟଡ଼ାଉନ ଘୋଷଣା କଲେ ସରପଞ୍ଚ ଚିରଞ୍ଜିବି ଗୌଡ଼ତିଆ

କଳାହାଣ୍ଡି, (ପି .କେ. ସାହୁ) : ୨୪ ଅପ୍ରେଲ ଶନିବାର କରୋନାର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ଲାକୁ ଅପ୍ରେଲ ୨୫ ତାରିଖରୁ ସପ୍ତାହ ବ୍ୟାପି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିତିଆ ଆସନ୍ତା କାଲି (ରବିବାର) ସାପ୍ତାହିକ ବଜାର ସହ ସମସ୍ତ ଦୋକାନ ବନ୍ଦ କରିବାକୁ ଘୋଷଣା କରିବା ସହ ଅତିଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.