jsm

ଭଗବାନ ବାମନ ଜୟନ୍ତୀ ପାଳିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନରସିଂହ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ଭଗବାନ ବାମନ ଜୟନ୍ତୀ ପାଳିତ ହୋଇଯାଇଛି । ସଂପାଦକ ବରିଷ୍ଠ ଆଇନଜିବୀ ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ତଥା କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସଂଗଠନ ସଂପାଦକ କିଶୋର କୁମାର ପୁରୋହିତ, ନଗର ସଭାପତି ନରେନ୍ଦ୍ର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବରିଷ୍ଠ ସଦସ୍ୟ ଧର୍ମସିଂ ମିଶ୍ର ଓ ଲୋକନାଥ ନେପାକଙ୍କ ଉପସ୍ଥିତିରେ ପଣ୍ଡିତ ସନ୍ତୋଷ କୁମାର ଶତପଥୀ, ଶିବ ଶଙ୍କର ଖୁଆସ, ଗୋକୁଳାନନ୍ଦ ମିଶ୍ର, କିଶୋର କୁମାର ମିଶ୍ର ପୂଜା କାର୍ଯ୍ୟ ତୁଳାଇଥିଲେ । ବରିଷ୍ଠ ସଭ୍ୟ ବିଘ୍ନରାଜ ମିଶ୍ର ସସ୍ତ୍ରିକ କର୍ତ୍ତା ରୂପେ ଦାୟିତ୍ୱ ତୁଳାଇଥିଲେ । ପର୍ଶୁରାମ ବାହିନି ସଭ୍ୟ ରାକେଶ ପଣ୍ଡା, ସର୍ଜନ ଆଚାର୍ଯ୍ୟ, ଗଙ୍ଗାଧର ଚାନ୍ଦ, ଆନନ୍ଦ ଖୁଆସଙ୍କ ସକ୍ରୀୟ ସହଯୋଗ ରେ ଇଂ.କିଶୋର ମୋହନ ମିଶ୍ର, ପ୍ରଦୀପ ଖମାରୀ, ଜଗଦୀଶ ପ୍ରସାଦ ନାଥ, ଜଗନ୍ନାଥ ଷଡଙ୍ଗୀ, ଆଦିକନ୍ଦ ଷଡଙ୍ଗୀ, ବନମାଳି ନନ୍ଦ, ଶ୍ୟାମ ସୁନ୍ଦର ଦାଶ, ଗୋପବନ୍ଧୁ ଶତପଥୀ, ଗୋପବନ୍ଧୁ ପୁରୋହିତ, ଅଶୋକ କୁମାର ପାଣ୍ଡିଆ, ରାଜଶ୍ରୀ ତ୍ରିପାଠୀ, ସୁଧୀର କୁମାର ତ୍ରିପାଠି, ରାମ ଶଙ୍କର ଶତପଥୀ, ଓଁକାର ନାୟକ, ଦିବାକର ହୋତା, ଆଶୁତୋଷ ମିଶ୍ର, ବିଶେଶ୍ୱର ପୂଜାରୀ, ଅର୍ଜୁନ ହୋତା, ରମେଶ ନାଥ, ସୁରେଶ ମିଶ୍ର, ପବିତ୍ର ଦାଶ, ସଂକିର୍ତ୍ତନ ତ୍ରିପାଠୀ, ଲକ୍ଷ୍ମୀଚାନ୍ଦ, ଗିରିଧାରୀ ଶତପଥୀ ଉପସ୍ଥିତ ରହି ଜନ୍ମଦିନ ପାଳନରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.