jayashree

ନକଲି ମେଡିସିନ୍ ଜବତ, ମାଲିକ ଅଟକ

କଟକ : ପୁରୀଘାଟ ଥାନା ଅଞ୍ଚଳ ଟାଉନ ହଲ ରୋଡରେ ଶ୍ରୀ ଡିଷ୍ଟ୍ରିବୁଟର ଉପରେ ଚଢାଉ କରି ୨ ଲକ୍ଷ ଟଙ୍କାର ନକଲି ମେଡିସିନ ଡ୍ରଗ୍ସ ବିଭାଗ ଓ ପୁରୀଘାଟ ପୋଲିସ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନକଲି ମେଡିସିନ୍ ବିକ୍ରି କରିବା ଅଭିଯୋଗରେ ଶ୍ରୀ ଡିଷ୍ଟ୍ରିବୁଟର ମାଲିକ ବିଜୟ ଅଗ୍ରୱାଲକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ପେଟରୋଗ ପାଇଁ ମିଳୁଥିବା ଓଟୁ ନକଲି ମେଡିସିନ ବିକ୍ରି କରୁଥିବା ନେଇ ଡ୍ରଗ୍ସ ବିଭାଗ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲା । ତେବେ ଏହି ନକଲି ମେଡିସିନ ରାଜ୍ୟ ବାହାରୁ ଆଣିଥିବା ପଚରାଉଚୁରା ସମୟରେ ଜଣାପଡିଛି ।

Leave A Reply

Your email address will not be published.