![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଉପରେ କଙ୍ଗନାଙ୍କ ଉତ୍ତେଜନାମୂଳକ ମନ୍ତବ୍ୟ : ଟ୍ୱିଟର କମ୍ପାନୀ ପକ୍ଷରୁ ଆକାଉଣ୍ଟକୁ ସସ୍ପେଣ୍ଡ୍
![jsm](https://koshalaprabahalive.com/wp-content/uploads/2024/05/jsm.jpg)
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନୌତଙ୍କ ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ତୃଣମୁଳ କଂଗ୍ରେସ୍ ବିଜୟକୁ ନେଇ ଉତ୍ତେଜନାମୂଳକ ମନ୍ତବ୍ୟ ଦେବା ପରେ ଟ୍ୱିଟର କମ୍ପାନୀ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ୍ କରି ଦିଆଯାଇଛି । ତେବେ ଏ ନେଇ ଟ୍ୱିଟର ପକ୍ଷରୁ କୁହାଯାଇଛି ଯେ ଯୋଉଁ ମାନେ କମ୍ପାନୀର ଗାଇଡଲାଇନକୁ ଭଙ୍ଗ କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ମୁକ୍ତ ଭାବରେ ନିଜର ଭାବ ଅଭିବ୍ୟକ୍ତି ପ୍ରକାଶ କରିବେ ସେମାନଙ୍କୁ ଆମେ ସ୍ୱାଗତ କରିବୁ ।