centurian jitm

ଡିଭାଇଡରରେ ପିଟିହୋଇ ଜଳିଗଲା ବସ୍ : ୬ ଆହତ, ଡ୍ରାଇଭର ଓ ହେଲପର୍ ଫେରାର୍

nschool

ନୟାଗଡ଼ : ଖୋର୍ଦ୍ଧା- ବଲାଙ୍ଗିର ଜାତୀୟ ରାଜପଥର ବାଣିଗୋଛା ଥାନା ଫାଲପାଜୁ ନିକଟରେ ରାସ୍ତାକଡ଼ରେ ଥିବା ଡିଭାଇଡରରେ ପିଟିହୋଇ ଜଳିଗଲା ସେବା ସଦନ ବସ୍ । ହୁତୁ ହୁତୁ ନିଆଁରେ ପୋଡି ପାଉଁଶ ହୋଇଗଲା ଘରୋଇ ବସ୍ । ବଡ଼ ଦୁର୍ଘଟଣା ୬ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ୧୦୮ ପହଞ୍ଚି ଏବଂ କିଛି ସ୍ଥାନୀୟ ଲୋକ ଓ ଡ୍ରାଇଭ୍ ସହଯୋଗରେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ମେଡିକାଲକୁ ପଠାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.