pr

ମୋଦୀଙ୍କ ଜନ୍ମ ଦିବସ ଅବସରରେ ବିଜେପି ପାଳୁଛି ସେବା ସପ୍ତାହ : ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

dr. purohit

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ଜନ୍ମଦିବସ ଅବସରରେ ସାରା ଦେଶ ପାଳୁଛି ସେବା ସପ୍ତାହ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନଗର ବିଜେପି ପକ୍ଷରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନାରୀନେତ୍ରୀ କଳ୍ପନା କହଁରଙ୍କ ସମେତ ଯୁବ ନେତା ଆଦିକନ୍ଦ ପଟ୍ଟନାୟକ, ରଞ୍ଜିତ ସାହୁ, ନଗର ସଭାପତି ଦିବାକର ସାହୁ, ସାଧାରଣ ସଂପାଦକ ସନ୍ତୋଷ ରେଡ୍ଡୀ, ମନୋଜ ରଥ, ସୁଷମା ସାହୁ, ସ୍ନେହଲତା ବେହେରା, ରେଖା ମଲ୍ଲିକ, ଅହଲ୍ୟା ବେହେରା, ଅମିୟ ବେହେରା, ରଞ୍ଜିତ ଚୌଧୁରୀ, ସଞ୍ଜୟ ଦାସ, ଟୁଲୁ ପଣ୍ଡା, ସୁମିତ ପାଢ଼ୀ ପ୍ରମୁଖ ସାମିଲ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରି ବେସ୍ ଆତ୍ମସନ୍ତୋଷ ଲାଭ କରିଛନ୍ତି ।

nrusinghnath
Leave A Reply

Your email address will not be published.