om academy

ନଦୀରୁ ବାଲି ଆଣୁଥିବା ସମୟରେ କୁଡ଼ାସିଂହା ଛକଠାରେ ବାଲି ଗାଡିକୁ ଧରିଲେ ଆର୍‌ଆଇ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ଛକଠାରେ ବାଲି ଭର୍ତ୍ତି ଗାଡି ଆଣୁଥିବା ସମୟରେ ପଦ୍ମପୁର ଆର୍‌ଆଇ ଚାର୍ଜରେ ଥିବା ସୁନା ବାବୁ ବାଲି ଗାଡି ଅଟକାଇ ଥିଲେ । ସୂଚନା ମୁତାବକ ବାଲି ଗାଡିଟି କଂସର ବାଲି ଘାଟରୁ ଆଣୁଥିବା ସୂଚନା ମିଳିଛି । ବାଲି ଗାଡିକୁ ପଦ୍ମପୁର ତହସିଲ ଅଫିସ ସାମ୍ନାରେ ଅଟକ ରଖି ପଚରା ଉଚରା ଚାଲିଛି ।

Leave A Reply

Your email address will not be published.

6 + 6 =