oom

ଉତ୍କଳ ସାମ୍ବାଦିକ ସଂଘର ଦୁଇ ଦ୍ବିଦିବସୀୟ ବାର୍ଷିକ ବୈଠକ ଅବସରରେ ବାଲିଅନ୍ତା ପ୍ରେସ କ୍ଲବ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

jsmm

ଭୁବନେଶ୍ୱର, (କେପିଏନ୍ଏସ୍) : ଉତ୍କଳ ସାମ୍ବାଦିକ ସଂଘର ଦୁଇ ଦ୍ବିଦିବସୀୟ ବାର୍ଷିକ ବୈଠକ ଅବସରରେ ବାଲିଅନ୍ତା ପ୍ରେସ କ୍ଲବ ପକ୍ଷରୁ ସମସ୍ତ ଜିଲ୍ଲାର ସଭାପତି ତଥା କର୍ମକର୍ତ୍ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ବାଲିଅନ୍ତାରେ ଆଜି ପୂର୍ବାହ୍ନ ୯ଟା ସମୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ ଯେ, ଆସନ୍ତା କାଲି କୋଣାର୍କରେ ବାର୍ଷିକ ବୈଠକ ଅନୁଷ୍ଠିତ ହେବ। ଆଜି କାକଟପୁର ଆଦି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି।

jittmm
Leave A Reply

Your email address will not be published.