pakka

ସରକାରୀ କାର୍ଯ୍ୟାଳୟରେ ବନ୍ଧୁକ ଦେଖାଇ ଫୋଟୋ ହେଲେ ଟିଏମସି ନେତ୍ରୀ : ସୋସିଆଲ ମିଡିଆରେ ଭାଇରାଲ, ରାଜନୈତିକ ଉତ୍ତେଜନା ସୃଷ୍ଟି

କୋଲକାତା : ସରକାରୀ କାର୍ଯ୍ୟାଳୟରେ ବନ୍ଧୁକ ଦେଖାଇ ଫୋଟ ହୋଇଛନ୍ତି ଟିଏମସି ନେତ୍ରୀ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇ ରାଜନୈତିକ ଉତ୍ତେଜନା ସୃଷ୍ଟି ସୃଷ୍ଟି କରିଛି । ତେବେ ଏହି ଟିଏମସିର ନେତ୍ରୀ ଜଣକ ହେଉଛନ୍ତି ମାଲଦା ପଂଚାୟତର ଏବଂ ଜିଲ୍ଲା ମହିଳା ୱିଙ୍ଗର ସଭାପତି ମୃଣାଳିନୀ ମୌତି । ସେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ଏକ ସରକାରୀ କାର୍ଯ୍ୟାଳୟରେ ହାତରେ ବନ୍ଧୁକ ଧରି ଫଟୋ ଉଠାଇଥିଲେ । ତେବେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଏବେ ଏ ନେଇ ରାଜନୈତିକ ଉତ୍ତେଜନା ସୃଷ୍ଟି ସୃଷ୍ଟି କରିଛି । ମାଲଦା ପଂଚାୟତର ଏବଂ ଜିଲ୍ଲା ମହିଳା ୱିଙ୍ଗର ସଭାପତି ମୃଣାଳିନୀଙ୍କ ଫଟୋକୁ ସେୟାର କରି ବିଜେପି କହିଛି ଯେ, ଟିଏମସି ରାଜ୍ୟକୁ ବିସ୍ଫୋରକ ସାମଗ୍ରୀର ଗୋଦାମରେ ପରିଣତ କରିଛି ।

Leave A Reply

Your email address will not be published.

five × three =