oum

ଦିଲ୍ଲୀ ଚିକିତ୍ସାଳୟ ଗୁଡ଼ିକରେ ଅକ୍ସିଜେନ୍‌ର ଅଭାବ

jsm

ନୂଆଦିଲ୍ଲୀ : ଦିଲ୍ଲୀ ଚିକିତ୍ସାଳୟ ଗୁଡ଼ିକରେ ଅକ୍ସିଜେନ୍‌ର ଅଭାବ ହେଉଥିବା ଭଳି ସ୍ଥିତି ଉପୁଜିଥିବା ସୂଚନା ମିଳିଛି । ଏ ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଅକ୍ସିଜେନ୍‌ର ଅଭାବ ନାହିଁ । କିନ୍ତୁ କିଛି ସପ୍ଲାଅର୍‌ଙ୍କୁ କୁହାଯାଇଛି ଯେ, ରାଜସ୍ଥାନକୁ ପ୍ରଥମେ ସପ୍ଲାଏ କର । ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ଚାଲିଛି । ଦିଲ୍ଲୀକୁ ଅକ୍ସିଜେନ୍ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରୁ ସପ୍ଲାଏ ହୁଏ । ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀ ସରକାରଙ୍କ ଚିକିତ୍ସାଳୟଗୁଡ଼ିକରେ୬ରୁ ୭ ଦିନ ପାଇଁ ଅକ୍ସିଜେନ୍‌ ଷ୍ଟକ୍‌ ରହିଛି । କିଛି ହସ୍‌ପିଟାଲ୍‌ରେ ୭ ଦିନଠାରୁ କମ୍‌ ଷ୍ଟକ୍‌ ବି ଅଛି ।

Leave A Reply

Your email address will not be published.