Browsing Category
ଓଡିଶା
ପଦ୍ମପୁର ପୋଲିସକୁ ବଡ ସଫଳତା : ଲକ୍ଷାଧିକ ଟଙ୍କାର କଫ ସିରପ ଜବତ, ଦୁଇ ଅଭିଯୁକ୍ତ ଗିରଫ
ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ପଦ୍ମପୁର ପୋଲିସକୁ ବିଳମ୍ବିତ ସନ୍ଧ୍ୟାରେ ନିଶା କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି । ପୋଲିସ ଗଡ଼ଭାଟି ଛକ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ବେଆଇନ କଫ ସିରପ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା!-->…
Read More...
Read More...
ରାସ୍ତା ପାର୍ଶ୍ଵରେ ଶୋଇଥିବା ମାନସିକ ଅନଗ୍ରସର ଯୁବକଙ୍କ ଉପରେ ଗାଡି ଚଢ଼ାଇ ଦୁବୃର୍ତ୍ତ ଫେରାର
ବଙ୍ଗୋମୁଣ୍ଡା, (କେପିଏଏଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା କଲୋନୀପଡା ଠାରେ ବିଳମ୍ବିତ ରାତି ପ୍ରାୟ ୨ଟାରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା କଲୋନୀପଡା ଚାରିଛକ ପାଖ ମେହେର ପନୀର ଦୋକାନ ପାଖରେ ରାତିରେ!-->…
Read More...
Read More...
ପୋଲିସ୍, ତହସିଲଦାର ଓ ମାଇନିଂ ଅଫିସରଙ୍କ ଉପସ୍ଥିତିରେ ବେଆଇନ୍ ବାଲି ଡିପୋରେ ଚଢ଼ାଉ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବେଆଇନ୍ ବାଲି ଡିପୋରେ ଚଢ଼ାଉ । ପୋଲିସ ଉପସ୍ଥିତିରେ ରେଭିନ୍ୟୁ ଓ ମାଇନିଂ ବିଭାଗ ପକ୍ଷରୁ ଶୁକ୍ରବାର ବାଲିଗୁଡ଼ାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ବାନ୍ଦାପାଙ୍ଗା ନିକଟସ୍ଥ ଏକ ବେଆଇନ୍ ବାଲି ଡିପୋରେ ଚଢ଼ାଉ କରି ବିପୁଳ ପରିମାଣର!-->…
Read More...
Read More...
ସହଯୋଗ ଫାଉଣ୍ଡେସନ ପକ୍ଷରୁ ପୁନଃ ଆରମ୍ଭ ହେଲା ‘ଶୀତଳ ଧାରା’ : ବର୍ଷସାରା ୨୪ ଘଣ୍ଟିଆ ଶୀତଳ ପାନୀୟ ଜଳ ସେବା
ବଲାଙ୍ଗିର, (କେପିଏନ୍ଏସ୍) : ଜନସେବା ଓ ସାମାଜିକ କଲ୍ୟାଣ ଉଦ୍ଦେଶ୍ୟରେ ସହଯୋଗ ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗିର ଏସ୍ପି କାର୍ଯ୍ୟଳୟ ସମ୍ମୁଖରେ ଅବସ୍ଥିତ ‘ଶୀତଳ ଧାରା’ ଶୀତଳ ପାନୀୟ ଜଳ କେନ୍ଦ୍ରର ପୁନଃ ଶୁଭାରମ୍ଭ କରାଯାଇଛି । ଏହି ସେବା ମାଧ୍ୟମରେ ସ୍ଥାନୀୟ ବାସିନ୍ଦା, ଯାତ୍ରୀ ଓ!-->…
Read More...
Read More...
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲକୁ ମିଳିଲା ପ୍ରକୃତି ମିତ୍ର ଏବଂ ପ୍ରକୃତି ବନ୍ଧୁ ପୁରସ୍କାର
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲାୟନ ଦୀପକ କୁମାର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ଟିଟିଲାଗଡ଼ ସହରର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିବିଏସ୍ଇ ଅନୁବନ୍ଧିତ ଆବାସିକ ବିଦ୍ୟାଳୟ, ଓମ୍ ଭ୍ୟାଲି ୫ /୬/ ୨୦୨୬ରେ ପରିବେଶ ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ଜିଲ୍ଲା ବନ!-->…
Read More...
Read More...
ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗିର ବନଖଣ୍ଡ ସମ୍ମିଳନୀ କକ୍ଷରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା । ବଲାଙ୍ଗିର ବନଖଣ୍ଡ ଓ ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ବଲାଙ୍ଗିର!-->…
Read More...
Read More...
ଓଡ଼ିଶା କଳିଙ୍ଗ ଉତ୍କଳ ହେମାଳୀ ମହାସଂଘର ସାମ୍ବାଦିକ ସମ୍ମିଳନୀ
ଅତାବିରା, (ମୋହନ ସାହୁ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗୋଡ଼ଭଗାରେ ଓଡ଼ିଶା କଳିଙ୍ଗ ଉତ୍କଳ ହେମାଳୀ ମହାସଂଘର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରମିକମାନଙ୍କୁ ସରକାରଙ୍କ ଦ୍ୱାରା ମିଳୁଥିବା ସୁବିଧାରୁ ବଞ୍ଚିତ ହେଉଥିବାର ଅଭିଯୋଗ, ଠିକାଦାରଙ୍କ ଦ୍ୱାରା ଶୋଷଣ ହେଉଥିବା ଏପରି!-->…
Read More...
Read More...
ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ, ପାଚେର ଗ୍ରାମରେ ଶୋକର ଛାୟା
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗୁରୁବାର ଅପରାହ୍ନରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ପଡ଼ିଆବାହାଲ ପଞ୍ଚାୟତର ପାଚେର ଗ୍ରାମରେ ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି । ବଜ୍ରାଘାତରେ ଜଣେ ମହିଳାଙ୍କ ଅକାଳ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ପାଚେର!-->…
Read More...
Read More...
ପାଣି ପାଇଁ ଆର୍ଡବ୍ଲ୍ୟୁଏସ୍ଏସ୍ କାର୍ଯ୍ୟାଳୟ ଘେରାଉ : ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ ଚେତାବନୀ
ଦେଓଗାଁ, (କେପିଏନ୍ଏସ୍) : ଦେଓଗାଁ ବ୍ଲକରେ ଦୀର୍ଘଦିନ ଧରି ଚାଲିଥିବା ଜଳ ସଙ୍କଟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଦେଓଗାଁ ବ୍ଲକବାସୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ!-->…
Read More...
Read More...
ଏସ୍ଆଇଆର୍-୨୦୨୬ ସଚେତନତା ଅଭିଯାନ : ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କଲେ ଉପଜିଲ୍ଲାପାଳ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମଗ୍ର ବାଲିଗୁଡ଼ା ଉପଖଣ୍ଡରେ ଚାଲିଥିବା ଏସ୍ଆଇଆର୍-୨୦୨୬ (Special Intensive Revision-2026) ସ୍ୱତନ୍ତ୍ର ସଂଘନ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବା ଲକ୍ଷ୍ୟରେ- ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏଇଇଆରଓ!-->…
Read More...
Read More...