Browsing Category
ଓଡିଶା
ପ୍ରସିଦ୍ଧ ଦୟଣାଚୋରି କୁଞ୍ଜ ମେଳଣ ପାଇଁ ସମନ୍ୱୟ ବୈଠକ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରି ପର୍ବ ଅନୁରୂପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀଶ୍ରୀ ରାଧାମୋହନ ଦେବଙ୍କ ଐତିହାସିକ ପ୍ରସିଦ୍ଧ ଦୟଣାଚୋରି କୁଞ୍ଜ!-->…
Read More...
Read More...
କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ଼ ସାଂସଦ
ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ରେଳ ସଂଯୋଗୀକରଣ, ଟ୍ରେନ ନିୟମିତକରଣ, ରହଣି, ଭିତ୍ତିଭୂମି ବିକାଶ ଏବଂ ଯାତ୍ରୀ ସୁବିଧା ପାଇଁ!-->…
Read More...
Read More...
ଜିଲ୍ଲା ସଂସ୍କୃତି ବିଭାଗ ମ୍ୟୁଜିୟମରେ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ତୈଳ ପଟ୍ଟଚିତ୍ର ସ୍ଥାନୀତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗ (ଛତ୍ରପୁର) କାର୍ଯ୍ୟାଳୟ ପରିସରରେ ଥିବା ସଂଗ୍ରାହାଳୟ (ମ୍ୟୁଜିୟମ୍)ରେ ଆନୁଷ୍ଠାନିକ ଭାବେ ଲୋକାର୍ପଣ ସହ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ତୈଳ-ପଟ୍ଟଚିତ୍ର ଉନ୍ମୋଚନ ହୋଇ ମ୍ୟୁଜିୟମ୍ରେ ସ୍ଥାନୀତ କରାଯାଇଛି ।!-->…
Read More...
Read More...
ପ୍ରଥମେ ଥଇଥାନ ତା ପରେ ଉଚ୍ଛେଦ : ଦାବି କଲେ ପଡାବାସୀ
ବରଗଡ, (ମୁନ୍ନା ସାହୁ) : ଜବର ଦଖଲ ଉଚ୍ଛେଦକୁ କଲେ ବିରୋଧ ୱାର୍ଡ ନମ୍ବର ୧୪ ବାସିନ୍ଦା । ବରଗଡ଼ ସହରର କେନାଲ ଡ଼ିହି ଅଞ୍ଚଳରେ ଥିବା ଜବର ଦଖଲ ଉଚ୍ଛେଦକୁ ବିରୋଧ କରିଛନ୍ତି ପଡାବାସୀ । ଥଇଥାନ ପରେ ଉଚ୍ଛେଦ କରିବାକୁ ଦାବି କଲେ ପଡବାସୀ । ଦୀର୍ଘ ବର୍ଷ ଧରି କେନାଲ ଡ଼ିହିରେ ପ୍ରାୟ ୫୦୦!-->…
Read More...
Read More...
ରେଲୱେ ଲାଇନରେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର
ବରଗଡ, (ମୁନ୍ନା ସାହୁ) : ବରଗଡ଼ ବରାହଗୁଡା କୁର୍ଲା ରାସ୍ତା ରେଳ ପଟ୍ରିରେ ଅଜଣା ବ୍ୟକ୍ତିଙ୍କ ଶବ ଦେଖିବାକୁ ମିଳିଥିଲା । ସୋମବାର ରେଳ ପଟ୍ରି ଠାରେ ଖଣ୍ଡ ବିଖଣ୍ଡିତ ହୋଇଥିବା ଅବସ୍ଥାରେ ଏକ ବ୍ୟକ୍ତିର ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଯୋଗାଯୋଗ କରିଥିଲେ । ତେବେ ଏହା!-->…
Read More...
Read More...
ଜାତୀୟ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟାର ନାଟକ “ମାୟାପୁରୀ” ମଞ୍ଚସ୍ଥ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ଉତ୍ସବ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ!-->…
Read More...
Read More...
ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ସ୍ୱାଗତ ସମାରୋହ ଓ ଗ୍ରାଜୁଏସନ ଦିବସ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ସ୍ୱାଗତ ସମାରୋହ ଓ ଗ୍ରାଜୁଏସନ ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍କୁଲ ପରିଚାଳନା କମିଟିର ଚେୟାରପର୍ସନ ଡ଼. ମିନାକ୍ଷୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବିବେକାନନ୍ଦ ଦାସ!-->…
Read More...
Read More...
ଜି.ପି.ଆର୍ କଲେଜର ବାର୍ଷିକୋତ୍ସବ
ସମ୍ବଲପୁର, (କେପିଏନ୍ଏସ୍) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଜି.ପି.ଆର୍ ମହାବିଦ୍ୟାଳୟ କୁନ୍ତରାର ୪୮ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରଂଜନ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର!-->…
Read More...
Read More...
ଜି.ପି.ଆର୍ କଲେଜ କୁନ୍ତରାର ରାଜନୀତି ବିଭାଗ ତରଫରୁ ପାଠଚକ୍ର
ସମ୍ବଲପୁର, (କେପିଏନ୍ଏସ୍) : ଜି.ପି.ଆର୍ କଲେଜ, କୁନ୍ତରା, ଜିଲ୍ଲା ସମ୍ବଲପୁର ଠାରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ "ଓଡ଼ିଶାରେ ଲୋକ ପ୍ରଶାସନର ଭୂମିକା" ବିଷୟବସ୍ତୁ ଉପରେ ଏକ ପାଠଚକ୍ର ତା. ୨୩-୦୩-୨୦୨୬ରେ ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ ଡ. ରଂଜନ କୁମାର ପାଣିଗ୍ରାହୀଙ୍କ!-->…
Read More...
Read More...
ସତ୍ୟନାରାୟଣପୁର ଗାଁ ସ୍କୁଲ ଘର ଜାଗା ଜବର ଦଖଲ
ଜିଲ୍ଲାପାଳଙ୍କ କଥାକୁ ବି ଖାତିର କରୁନାହାନ୍ତି ସ୍ଥାନୀୟ ତହସିଲଦାର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ତରଫରୁ ବ୍ରହ୍ମପୁର ଠାରେ ଏକ ପ୍ରେସ୍ମିଟ୍ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ,!-->!-->!-->…
Read More...
Read More...