Browsing Category
ଓଡିଶା
ଏଫ ଇଟୁ ଅରକେଡ଼ରେ ଚିତ୍ରକଳା ମହୋତ୍ସବ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଏଫ ଇ ଟୁ ଆରକେଡ଼ ଓ ଯଶପାଲ ସ୍ମୃତି ଚିତ୍ରାଳୟର କଳାସୃଜନୀର ମିଳିତ ସହଯୋଗରେ ଶିଳ୍ପୀ ଶିବିର ଓ ଚିତ୍ରକଳା ପ୍ରଦର୍ଶନୀ ଗତକାଲି ଠାରୁ ଆରମ୍ଭ ହୋଇଛି । ଶିଳ୍ପୀ ଶିବିରରେ ସମ୍ବଲପୁରରୁ ମନୋଜ କୁମାର ଚୌଧୁରୀ, ପୂର୍ଣ୍ଣଚନ୍ଦ୍ର ମେହେର,!-->…
Read More...
Read More...
ବାରହାତ ଖଡ୍ଗ ଶୋଭାଯାତ୍ରାରେ ଯୋଗଦେବା ପାଇଁ ଆହ୍ୱାନ
ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ୨୧ ତାରିଖ ଦିନ ଦିବା ୧୧ଘଟିକା ସମୟରେ ବାରହାତ ଖଡ୍ଗ ଶୋଭାଯାତ୍ରା ସେକ୍ଟର ୩ ସ୍ଥିତ ଖଡ୍ଗ ଭବନରୁ ବାହାରି ସହର ପରିକ୍ରମା କରିବ ବୋଲି ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ସାଧାରଣ ସମ୍ପାଦକ!-->…
Read More...
Read More...
ଟଙ୍କଧର ସାହୁ ରାଜ୍ୟ କଂଗ୍ରେସ ଓବିସି ସେଲ୍ର ଉପାଧ୍ୟକ୍ଷ ମନୋନୀତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁଙ୍କୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ଓବିସି ସେଲ୍ର ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ସେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ!-->…
Read More...
Read More...
ବୃନ୍ଦାବନର ପ୍ରେମ ମନ୍ଦିର ଢାଞ୍ଚାରେ ଝଲସୁଛି ନକଟିଗୁଡ଼ା ଦୁର୍ଗାପୂଜା ମଣ୍ଡପ
୭୫ ଫୁଟ ଉଚ୍ଚ ଓ ୬୫ ଫୁଟ ଓସାରର ଆକର୍ଷଣୀୟ ମଣ୍ଡପ, କଲିକତାର କାରିଗରଙ୍କ ହାତରେ ନେଇଛି ଭବ୍ୟ ରୂପ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଶାରଦୀୟ ଦୁର୍ଗାପୂଜାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ମା’ଙ୍କ ଆଗମନକୁ ସ୍ୱାଗତ କରିବା ପାଇଁ ଚାରିଆଡ଼େ ଚାଲିଛି ଜୋରଦାର!-->!-->!-->!-->!-->…
Read More...
Read More...
ନିଜ ପଦ ମର୍ଯ୍ୟାଦାର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ, ନଚେତ ଇସ୍ତାଫା ଦିଅନ୍ତୁ – ନରସିଂହ
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟପାଳ ପଦବୀ ଏକ ସାମ୍ବିଧାନିକ ପଦବୀ । ଏହି ପଦବୀର ମର୍ଯ୍ୟାଦା, ଗାରିମା କ୍ଷୂର୍ଣ୍ଣ ହେବା କଥା ନୁହେଁ, କିନ୍ତୁ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ତାଙ୍କ ନାମ ଘୋଷଣା ହେବା ପରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅତି ନିନ୍ଦନୀୟ ଓ!-->!-->!-->!-->!-->…
Read More...
Read More...
ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକ
ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ ବୈଠକ ଆଦର୍ଶପଡା ସ୍ଥିତ ଅଫିସରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସୋସାଇଟି ରେଜିଷ୍ଟ୍ରେସନର ନୂତନ ଆଇନ ଅନୁସାରେ ୫ବର୍ଷରେ ଥରେ!-->!-->!-->!-->!-->…
Read More...
Read More...
ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା
ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ଉତ୍ସବମୁଖର ଭବାନୀପାଟଣା ସହର
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାତି ପାହିଲେ ଭବାନୀପାଟଣାର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା । ଏହି ଐତିହାସିକ ଓ ପାରମ୍ପରିକ ଯାତ୍ରାକୁ ନେଇ ସାରା କଳାହାଣ୍ଡି!-->!-->!-->!-->!-->…
Read More...
Read More...
ଯାଦବ ସମାଜର ପୂର୍ବତନ ବ୍ଲକ ସଭାପତିଙ୍କ ପରଲୋକ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଯାଦବ ସମାଜ ସଦର ବ୍ଲକ ଅଞ୍ଚଳର ପୂର୍ବତନ ସଭାପତି ତଥା ସମାଜସେବୀ ଯୋଗେଶ ଚନ୍ଦ୍ର ବିଶିଙ୍କ ଗତ ଗୁରୁବାର ଦିନ ପରଲୋକ ଘଟିଛି । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।!-->…
Read More...
Read More...
ଚାଷୀର ଦୁଇ ଏକର କପା ଚାଷ ନଷ୍ଟ କଲେ ଦୁର୍ବୃତ୍ତ : ଥାନାରେ ଏତଲା
ବଲାଙ୍ଗିର, (କେପିଏନ୍ଏସ୍) : ଚାଷୀର ପରିଶ୍ରମ ଓ ଆଶା ଉପରେ ଦୁର୍ବୃତ୍ତଙ୍କ କୁଠାରଘାତ । ରାତିର ଅନ୍ଧାରରେ କପା ଗଛ କାଟି ନଷ୍ଟ କରିଦେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ତୁଳସୀଡୁଙ୍ଗୁରି ଗାଁରେ ।!-->…
Read More...
Read More...
ନଭେମ୍ବର ୧ରେ ବଲାଙ୍ଗିର୍ ଦିନ୍, ୨୪ରୁ ବିଭିନ୍ନ ପ୍ରତିଯୋଗିତା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ନଭେମ୍ବର ୧ ତାରିଖରେ ପାଳନ ହେବ ପଞ୍ଚମ ଥର ପାଇଁ ବଲାଙ୍ଗିର ଦିନ । ଏହାକୁ ନେଇ ସହରରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବଲାଙ୍ଗରିର କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ସହ ଜିଲ୍ଲାର ଗୌରବମୟ ଐତିହ୍ୟକୁ ଲୋକଙ୍କ ନିକଟରେ!-->…
Read More...
Read More...