Browsing Category
ଦେଶ ବିଦେଶ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ୧୧ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ
● ଦେଶର ୭୦ କୋଟି ଯୁବକଙ୍କୁ ସମ୍ପତ୍ତି ବୋଲି କହିବା ସହ ଜନସାଂଖ୍ୟିକ ଲାଭାଂଶକୁ ବିକାଶ ଲାଭାଂଶରେ ରୂପାନ୍ତରିତ କରିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ● ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ:!-->…
Read More...
Read More...
ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ
ପାରସ୍ୟ କ୍ଷେତ୍ରରେ ବାଣିଜ୍ୟ ଜାହାଜ ଆକ୍ରମଣ ଉପରେ ସରକାରଙ୍କ ଚିନ୍ତା ପ୍ରକାଶଏମ୍ଟି ଜଳବୀରରେ ଥିବା ସମସ୍ତ ୨୦ ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତଏମ୍ଟି ସେଟ୍ଟେବେଲୋ ଘଟଣା : ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତାଦେଶରେ ସମସ୍ତ ପ୍ରମୁଖ ସାରରେ!-->…
Read More...
Read More...
୧୨ ବର୍ଷରେ ୧୧ କୋଟିରୁ ଅଧିକ ନାଗରିକଙ୍କ ସଶକ୍ତୀକରଣ; ସାମାଜିକ ନ୍ୟାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା
ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ସାମାଜିକ ନ୍ୟାୟ କ୍ଷେତ୍ରରେ ୭୧ ହଜାର କୋଟି ଟଙ୍କାରୁ ଅଧିକ ସହାୟତାମର୍ଯ୍ୟାଦାପୂର୍ଣ୍ଣ ଜୀବନ ପାଇଁ ବିଭିନ୍ନ ଯୋଜନାର ରୂପାନ୍ତରଣ; ବଞ୍ଚିତ ବର୍ଗଙ୍କ ପାଇଁ ସୁଦୃଢ଼ ସହାୟତା ବ୍ୟବସ୍ଥା
ନୂଆଦିଲ୍ଲୀ, (ପିଆଇବି) : ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ!-->!-->!-->…
Read More...
Read More...
ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍ଏମ୍ ଟ୍ରାନ୍ସମିଟର ଲୋକାର୍ପିତ : ପ୍ରସାରଣ ସେବାକୁ ମିଳିବ ନୂଆ ଗତି
ଡିଜିଟାଲ୍ ଯୁଗରେ ରେଡିଓର ପ୍ରାସଙ୍ଗିକତା ବଜାୟ ରଖିବାକୁ ସ୍ଥାନୀୟ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଆବଶ୍ୟକ : ଅଶ୍ୱିନୀ ବୈଷ୍ଣବସୀମାନ୍ତ ଅଞ୍ଚଳରେ ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ଼ କରିବ ନୂଆ ଏଫ୍ଏମ୍ କେନ୍ଦ୍ର; ‘କାଶ୍ମୀରରୁ କଚ୍ଛ’ ସଂଯୋଗକୁ ମିଳିବ ଗତି
ନୂଆଦିଲ୍ଲୀ, (ପିଆଇବି) :!-->!-->!-->…
Read More...
Read More...
‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ
ଭୁବନେଶ୍ୱର, (ପିଆଇବି) : ରାଜ୍ୟକୁ ଏବେ ମୌସୁମୀ ଆସିବାର ସମୟ। ଏହି ସମୟରେ ବର୍ଷାଜଳ ଅମଳ କରି ଭୂତଳ ଜଳସ୍ତରକୁ ବଢ଼ାଇବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଭିନବ ପ୍ରୟାସ ଆରମ୍ଭ ହୋଇଛି।ଯାଜପୁରରେ ସ୍କୁଲ ଛାତ ହେଉ ବା କଟକରେ ବିଭିନ୍ନ ଗାଁର ପୋଖରୀ ଏବଂ ଗଞ୍ଜାମରେ ଅନେକ ରିଚାର୍ଜ କୂଅ!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଅବଧି ପର୍ଯ୍ୟନ୍ତ ଦେଶ ସେବା କରିବାର ଐତିହାସିକ ଅବସର
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏକ ଐତିହାସିକ ଏବଂ ପ୍ରେରଣାଦାୟକ ମାଇଲଖୁଣ୍ଟ । ନରେନ୍ଦ୍ର ମୋଦୀ ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଅବଧି ପର୍ଯ୍ୟନ୍ତ ନିରନ୍ତର କାର୍ଯ୍ୟକାଳ ପାଇଁ ଦେଶ ସେବା କରିଥିବା ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ଜଣେ!-->…
Read More...
Read More...
କ୍ରମାଗତ କାର୍ଯ୍ୟକାଳ ସହ ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଥିବାରୁ…
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କ୍ୟାବିନେଟ ଆଜି ଜୁନ୍ ୧୦, ୨୦୨୬କୁ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ ଭାବରେ ଗ୍ରହଣ କରି ଏକ ପ୍ରସ୍ତାବ ଗ୍ରହଣ କରିଛି, ଯେଉଁଥିରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ପାଇଁ!-->…
Read More...
Read More...
ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
ବିଷୟ : ବିକଶିତ ଭାରତ @୨୦୪୭ ପାଇଁ ସମାବେଶୀ ମାନବ ବିକାଶ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ଜୁନ୍ ୨୦୨୬ରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ।!-->!-->!-->…
Read More...
Read More...
ଭାରତର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିଥିବାରୁ ବିଶ୍ୱ ନେତାମାନଙ୍କଠାରୁ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠାରୁ ଦୀର୍ଘକାଳୀନ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିଥିବାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବଂ ସରକାର ମୁଖ୍ୟଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଲାଭ କରିଛନ୍ତି।ଭୁଟାନର ପ୍ରଧାନମନ୍ତ୍ରୀ!-->…
Read More...
Read More...
୧୨ ବର୍ଷରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗର ଉପଲବ୍ଧି
● ବିଶ୍ୱର ଏକ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର ରୂପେ ଉଭା ହୋଇଛି ଭାରତ : କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ● ଦେଶର ମୋଟ ରପ୍ତାନି ୮୬୩ ବିଲିୟନ ଆମେରିକୀୟ ଡଲାରର ଐତିହାସିକ ସ୍ତରରେ ପହଞ୍ଚିଛି● ୨୦୨୫-୨୬ରେ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି ୮.୪୫ ବିଲିୟନ ଡଲାର ଛୁଇଁଛି●!-->…
Read More...
Read More...