Browsing Category
ଦେଶ ବିଦେଶ
ପୁରୀର ୫୦ ମହିଳା ଏସଏଚଜିକୁ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ‘ମହିଳା ଅନୁକୂଳ ନଡ଼ିଆ କତା ଛଡ଼ାଇବା ଯନ୍ତ୍ର’…
ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରସ୍ଥିତ ଆଇସିଏଆର-କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ପକ୍ଷରୁ ୫୦ଟି ଏସ୍ଏଚଜି ସଦସ୍ୟଙ୍କୁ ଅଭିନବ ‘ମହିଳା ଅନୁକୂଳ ପେଡାଲ୍ ଚାଳିତ ନଡ଼ିଆ କତା ଛଡ଼ାଇବା ଯନ୍ତ୍ର’ ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲାର ୧୧ଟି ଗ୍ରାମ ପଞ୍ଚାୟତ ଅଧୀନ ୧୯ଟି ଗ୍ରାମକୁ ନେଇ ଏହି!-->…
Read More...
Read More...
‘ଏସ୍ଏମ୍ଇ ଗ୍ରୋଥ୍ ଫଣ୍ଡ’ ଗଠନ ପାଇଁ ₹୧୦,୦୦୦ କୋଟି ନିବେଶକୁ କ୍ୟାବିନେଟ୍ର ମଞ୍ଜୁରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ 'ଏସ୍ଏମ୍ଇ ଗ୍ରୋଥଫଣ୍ଡ’ (ଏସଜିଏଫ) ଗଠନ ପାଇଁ ୧୦,୦୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ପାଣ୍ଠିର ଲକ୍ଷ୍ୟ ହେଉଛି ଭାରତର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଅଭିବୃଦ୍ଧିମୂଳକ ପୁଞ୍ଜି!-->…
Read More...
Read More...
ସମନ୍ୱିତ ପରିବହନ ଓ ଲଜିଷ୍ଟିକ୍ସ ପ୍ରାଧିକରଣ ଗଠନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ସଂସ୍ଥା- ସମନ୍ୱିତ ପରିବହନ ଏବଂ ଲଜିଷ୍ଟିକ୍ସ ପ୍ରାଧିକରଣ - ଆଇଟିଏଲଏ ପ୍ରତିଷ୍ଠାକୁ ଅନୁମୋଦନ କରିଛି।ଏହାପରିବହନ ଏବଂ ଲଜିଷ୍ଟିକ୍ସର ବ୍ୟାପକ!-->…
Read More...
Read More...
ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତ୍ତି
ମାନ୍ୟବର ରାଷ୍ଟ୍ରପତି ମହୋଦୟ,ଉଭୟ ଦେଶର ପ୍ରତିନିଧିବୃନ୍ଦ,ଗଣମାଧ୍ୟମର ସଦସ୍ୟଗଣ,
ନମସ୍କାର!
ସ୍ୱିଜରଲ୍ୟାଣ୍ଡର ମାନ୍ୟବର ରାଷ୍ଟ୍ରପତି ମହୋଦୟଙ୍କୁ ଭାରତରେ ହାର୍ଦ୍ଦିକ ସ୍ୱାଗତ ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ।
ସର୍ବପ୍ରଥମେ, ଭାରତ-ସ୍ୱିଜରଲ୍ୟାଣ୍ଡ ସମ୍ପର୍କ ପ୍ରତି ତାଙ୍କର!-->!-->!-->!-->!-->!-->!-->…
Read More...
Read More...
ଫଳାଫଳ ତାଲିକା : ସ୍ୱିସ୍ ସଂଘୀୟ ପରିଷଦର ଅଧ୍ୟକ୍ଷଙ୍କ ଭାରତ ଗସ୍ତ
ନୂଆଦିଲ୍ଲୀ, (ପିଆଇବି) : (କ). ବୁଝାମଣାପତ୍ର / ଆଗ୍ରହ ପତ୍ର / ଚୁକ୍ତିନାମାକ୍ରମିକ ସଂଖ୍ୟା ଆଶା କରାଯାଉଥିବା ଫଳାଫଳବିବରଣୀ୧. ସ୍ଥାନାନ୍ତରଣ ଏବଂ ଗତିଶୀଳତା ଭାଗୀଦାରୀ ଉପରେ ବୁଝାମଣାପତ୍ର ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ସମାନ ବ୍ୟବହାର ନୀତି ଆଧାରରେ ସ୍ଥାନାନ୍ତରଣ ଓ ଗତିଶୀଳତା!-->…
Read More...
Read More...
ସ୍ୱଚ୍ଛ ଭାରତ ଦିବସ ୨୦୨୬ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନର ନେତୃତ୍ୱ ନେଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଗ୍ରାମସଭାରେ ଡିଡିଡବ୍ଲ୍ୟୁଏସ୍ର ବରିଷ୍ଠ ଅଧିକାରୀମାନଙ୍କ ଅଂଶଗ୍ରହଣ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରମନ୍ତ୍ରୀ ଶ୍ରୀ ସି. ଆର୍. ପାଟିଲ ୨ ଅକ୍ଟୋବର ୨୦୨୬ରେ ସ୍ୱଚ୍ଛ ଭାରତ ଦିବସ ଅବସରରେ ଗୁଜରାଟର ନବସାରୀ ଜିଲ୍ଲା ଚିଖଲି ବ୍ଲକ!-->!-->!-->…
Read More...
Read More...
ତୁର୍କୀରୁ କୁଖ୍ୟାତ ନିଶା ମାଫିଆ ନବପ୍ରୀତ ସିଂହର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର…
‘ନବାବ ବିର୍କ’ ନାମକ ଏକ ଜାଲ ପରିଚୟରେ ତୁର୍କୀର ନାଗରିକତା ହାସଲ କରିଥିଲା ନବପ୍ରୀତ ସିଂହସେ ଆଫଗାନିସ୍ତାନରୁ ଭାରତକୁ ହେରୋଇନ୍ ଓ ମେଥାମ୍ଫେଟାମିନ୍ ଚୋରାଚାଲାଣ ଜାରି ରଖିଥିଲାଭାରତକୁ ଅଣାଯିବା ସହ ନିଶାଦ୍ରବ୍ୟ ଚୋରାଚାଲାଣ ସମେତ ଅନ୍ୟାନ୍ୟ ଅପରାଧିକ ମାମଲାରେ ତାକୁ ଜେଲ୍ରେ!-->…
Read More...
Read More...
ପଞ୍ଚମ କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଉଦବୋଧନ ଦେଲେ ଡକ୍ଟର ପି.କେ. ମିଶ୍ର
ଭାରତର ଘରୋଇ କ୍ଷମତା, ବିବିଧତା ଏବଂ ଖୋଲାପଣ ଉପରେ ଦେଶର ଆର୍ଥିକ ଦୃଢ଼ତା ନିର୍ଭରଶୀଳ: ଡକ୍ଟର ପି.କେ. ମିଶ୍ରବିଶ୍ୱ କେବଳ ବିପଦ ନୁହେଁ, ବରଂ ଅନିଶ୍ଚିତତାର ସାମ୍ନା କରୁଛି: ପରିବର୍ତ୍ତିତ ବିଶ୍ୱ ଆର୍ଥିକ ପରିବେଶ ଉପରେ ମତ ରଖି କହିଲେ ଡକ୍ଟର ମିଶ୍ରବିଶ୍ୱ ଅସ୍ଥିରତା ବଢ଼ୁଥିବା ସମୟରେ ଭୌଗଳିକ!-->…
Read More...
Read More...
କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତାର ବିବରଣୀ
ପ୍ରଧାନମନ୍ତ୍ରୀ – ସ୍ମିତ, ନମସ୍କାର।କ୍ୟାପ୍ଟେନ ସ୍ମିତ – ଜୟ ହିନ୍ଦ ସାର୍। ନମସ୍କାର ସାର୍।ପ୍ରଧାନମନ୍ତ୍ରୀ – ଏବେ କେମିତି ଅଛ ? ଦେହ କେମିତି ଅଛି ?କ୍ୟାପ୍ଟେନ ସ୍ମିତ – ସାର୍, ସବୁ ଠିକ୍ ଅଛି। ସବୁ ଠିକ୍ ଅଛି।ପ୍ରଧାନମନ୍ତ୍ରୀ – ଦେଖ, ସାରା ଦେଶ ତୁମ ପାଇଁ ପ୍ରାର୍ଥନା କରୁଛି। କେତେକ!-->…
Read More...
Read More...
ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଫଳତା ହେଉଛି ଉତ୍କୃଷ୍ଟ କୌଶଳ ଏବଂ ଦଳଗତ କାର୍ଯ୍ୟର ପରିଣାମ,!-->…
Read More...
Read More...