Browsing Category

ଦେଶ ବିଦେଶ

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ

ସମୟୋଚିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ୧୧,୨୯୪ଟି ଟ୍ରେନ ଟ୍ରିପ ପୂର୍ବରୁ ସୂଚିତ ହୋଇସାରିଛିକେନ୍ଦ୍ରୀୟ ରେଳବାଇ (୩୦୮୨ ଟ୍ରିପସ୍), ପୂର୍ବ କେନ୍ଦ୍ରୀୟ ରେଳବାଇ (୨୭୧୧ ଟ୍ରିପସ୍) ଏବଂ ଉତ୍ତର ପଶ୍ଚିମ ରେଳବାଇ (୨୨୪୫ ଟ୍ରିପସ୍) ସର୍ବାଧିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସହିତ
Read More...

ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଗ୍ରାମୀଣ ଯୋଜନାକୁ ମଜବୁତ କରିଛି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ

ବିଶ୍ୱ ଅନିଶ୍ଚିତତା ସତ୍ତ୍ୱେ ନିରବଚ୍ଛିନ୍ନ ନିଯୁକ୍ତି, ପାଣ୍ଠି ପ୍ରବାହ, ଗୃହ ନିର୍ମାଣ, ଗ୍ରାମୀଣ ରାସ୍ତା ଏବଂ ଜୀବିକା ସୁରକ୍ଷା ଉପରେ ଗୁରୁତ୍ବଭାରତୀୟ ନାବିକଙ୍କ ସୁରକ୍ଷା ଭାରତ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତାଉପସାଗରୀୟ ଦେଶଗୁଡ଼ିକ ସହିତ ସମ୍ପର୍କକୁ ନିରନ୍ତର ମଜବୁତ କରୁଛି ବୈଦେଶିକ
Read More...

ଭାରତ ସାମୁଦ୍ରିକ ବୀମା ପୁଲ୍ ଗଠନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

• ନିରନ୍ତର ସାମୁଦ୍ରିକ ବୀମା ସୁରକ୍ଷା ଯୋଗାଇ ଦେବା ଲାଗି ୧୨,୯୮୦ କୋଟି ଟଙ୍କାର ସାର୍ବଭୌମ ଗ୍ୟାରେଣ୍ଟି ସହ ଗଠନ ହେବ ବିଏମଆଇ ପୁଲ୍• ଘରୋଇ ବୀମା ପୁଲ୍ ବିଶ୍ୱସ୍ତରୀୟ ଭୂରାଜନୈତିକ ଅସ୍ଥିରତାର ସମାଧାନ କରିବ ଏବଂ ବାହ୍ୟ ବୀମା ଉପରେ ଭାରତୀୟ ଜାହାଜଗୁଡ଼ିକର ନିର୍ଭରଶୀଳତାକୁ ହ୍ରାସ କରିବ•
Read More...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ଏବଂ ପେନସନଭୋଗୀଙ୍କ ଡିଆର ବୃଦ୍ଧିକୁ ମଞ୍ଜୁର କଲା କ୍ୟାବିନେଟ୍

ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲା ୨୦୨୬ରୁ ପିଛିଲା ଭାବେ ଲାଗୁ ହେବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କୁ ମହଙ୍ଗା
Read More...

ଖରିଫ ଫସଲ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ

କୃଷକଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସତର୍କକୃଷକ କଲ୍ୟାଣ ଆମ ପାଇଁ ସର୍ବୋପରି, ସମ୍ଭାବ୍ୟ ଏଲ୍ ନିନୋ ପ୍ରଭାବ ପାଇଁ ସରକାର ପ୍ରସ୍ତୁତ: କୃଷି ମନ୍ତ୍ରୀମୌସୁମୀ ପୂର୍ବାନୁମାନ ମଧ୍ୟରେ, କୃଷି ମନ୍ତ୍ରଣାଳୟର ପ୍ରସ୍ତୁତି: ଜଳ, ବିହନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ନିର୍ଦ୍ଦେଶନାମା
Read More...

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-III (ପିଏମଜିଏସଓ୍ବାଇ-III)କୁ ମାର୍ଚ୍ଚ ୨୦୨୫ରୁ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଜାରି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-III (ପିଏମଜିଏସଓ୍ବାଇ-III)କୁ ମାର୍ଚ୍ଚ ୨୦୨୫ ଅବଧିରୁ ଆଗକୁ ବଢାଇ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଜାରି ରଖିବାକୁ ଅନୁମୋଦନ କରିଛନ୍ତି।
Read More...

ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ

ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ : ଡକ୍ଟର ମନସୁଖ ମାଣ୍ଡଭୀୟୱାଡ଼ା ଜିଏଆଇଆଇଏନ୍ ଚୂଡ଼ାନ୍ତ ସମ୍ମିଳନୀରେ ଭାରତ ବିଶ୍ୱ ଡୋପିଂ ନିରୋଧୀ ସହଯୋଗକୁ ମଜବୁତ କରିଛି“ଆଜି ଡୋପିଂ ଆଉ ଏକ ବ୍ୟକ୍ତିଗତ କାର୍ଯ୍ୟ ନୁହେଁ, ବରଂ ଏକ ସଂଗଠିତ
Read More...

ଲୋକସଭାରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆମର ନାରୀ ଶକ୍ତିକୁ ସଶକ୍ତ କରିବାର ଏହା ଏକ ଐତିହାସିକ ସୁଯୋଗ : ପ୍ରଧାନମନ୍ତ୍ରୀନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ନାରୀ ଶକ୍ତିକୁ ସାମିଲ କରିବା ବିକଶିତ ଭାରତ ଗଠନ ପାଇଁ ଅତ୍ୟନ୍ତ ଜରୁରୀ : ପ୍ରଧାନମନ୍ତ୍ରୀତୃଣମୂଳ ସ୍ତରରେ ଅଧିକରୁ ଅଧିକ ମହିଳା ନେତା ହେଉଛନ୍ତି : ପ୍ରଧାନମନ୍ତ୍ରୀଆମେ ନାରୀ
Read More...

ଲୋକସଭାରେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ୨୦୨୬

ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍ ୨୦୨୬ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ୨୦୨୬ ଉପରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି : ଅମିତ ଶାହକୌଣସି ରାଜ୍ୟ ପ୍ରତି, ବିଶେଷ କରି ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ପ୍ରତି କୌଣସି ଅନ୍ୟାୟ ହେବ ନାହିଁସୀମା ନିର୍ଦ୍ଧାରଣ ବିଲ୍ ୨୦୨୬
Read More...

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି : ଖଣି ଓ ଶିଳ୍ପ ଆବଶ୍ୟକତା ପୂରଣ କରିବାକୁ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର

ଖଣି ମନ୍ତ୍ରଣାଳୟ ଶିଳ୍ପ ସଂଘ ସମେତ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନାଘରୋଇ ଗ୍ରାହକମାନଙ୍କୁ ଏଲପିଜି ଯୋଗାଣକୁ ପ୍ରାଥମିକତା; ବିତରକ କେନ୍ଦ୍ରଗୁଡ଼ିକରେ କୌଣସି ଅଭାବ ପରିଲକ୍ଷିତ ହୋଇନାହିଁସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ଏପ୍ରିଲ ୩ ରୁ ୫ କିଲୋଗ୍ରାମ ବିଶିଷ୍ଟ ଏଫଟିଏଲ ସିଲିଣ୍ଡର
Read More...