ରାଞ୍ଚିରେ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନର ନୂତନ ଆଞ୍ଚଳିକ କେନ୍ଦ୍ର ଉଦଘାଟିତ

● ଜଣେ ମହିଳା ସଶକ୍ତ ହେଲେ, ପରିବାର ସଶକ୍ତ ହୁଏ । ଗୋଟିଏ ଶିଶୁର ସଠିକ ଲାଳନ ପାଳନ ହେଲେ, ସମଗ୍ର ସମାଜ ସୁରକ୍ଷିତ ରହିଥାଏ : ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ● ରାଞ୍ଚି କେନ୍ଦ୍ର ହଜାର ହଜାର ପ୍ରଶିକ୍ଷକ, ଗବେଷକ, ନୀତି ନିର୍ଦ୍ଧାରକ ଏବଂ ସାମାଜିକ କର୍ମୀ ସୃଷ୍ଟି କରିବ ଯେଉଁମାନେ ଏହି
Read More...

ମହାରାଷ୍ଟ୍ରର ପୁନେଠାରେ ଥିବା ଜାତୀୟ ପ୍ରତିରକ୍ଷା ଏକାଡେମୀରେ ଶ୍ରୀମନ୍ତ ବାଜିରାଓ ପେଶ୍ୱା ପ୍ରଥମଙ୍କ ପ୍ରତିମୂର୍ତ୍ତି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ବିକାଶ ବି, ବୀରାସତ୍ ବି' ମନ୍ତ୍ର ମାଧ୍ୟମରେ ହଜାର ହଜାର ବର୍ଷର ଯୋଦ୍ଧାଙ୍କ ଇତିହାସକୁ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଉଛନ୍ତି ।ବାଜିରାଓ ପେଶ୍ୱାଙ୍କ ପରି ଜଣେ ବୀର ଯୋଦ୍ଧାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ ହେଉଛି
Read More...

ସମ୍ବଲପୁରରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ସାମୂହିକ ପ୍ରଚେଷ୍ଟାରେ ସମ୍ବଲପୁରକୁ…

• ସମ୍ବଲପୁର ଆରଡ଼ିସି କାର୍ଯ୍ୟାଳୟରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ• ଆରଡ଼ିସି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ‘ସ୍ୱଭାବ କବି ଗଙ୍ଗାଧର ମେହେର କକ୍ଷ’ରେ ନାମିତ• କଣ୍ଟାପାଲିଠାରେ ବରଗଡ଼ ପାର୍ଶ୍ୱ ଏବଂ ପରଢିଆପାଲୀ ଝାରସୁଗୁଡ଼ା ପାର୍ଶ୍ୱ “ଐହିତ୍ୟ ସ୍ୱାଗତମ୍ ସମ୍ବଲପୁର
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବୋଚ୍ଚ ଜାତୀୟ ପୁରସ୍କାର ‘ଅର୍ଡର୍ ଅଫ୍ ଦ ରିପବ୍ଲିକ୍ ଅଫ୍ ତ୍ରିନିଦାଦ୍ ଆଣ୍ଡ…

ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଅର୍ଡର୍ ଅଫ୍ ଦ ରିପବ୍ଲିକ୍ ଅଫ୍ ତ୍ରିନିଦାଦ୍ ଆଣ୍ଡ ଟୋବାଗୋ’ରେ ସମ୍ମାନିତ କରିବା ଲାଗି ମୁଁ ଆପଣଙ୍କୁ, ଆପଣଙ୍କ ସରକାରଙ୍କୁ ଏବଂ ଲୋକମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି; ଏହି ସମ୍ମାନ ଆମ ଦୁଇ ଦେଶ ମଧ୍ୟରେ ଶାଶ୍ୱତ ଏବଂ ଗଭୀର ବନ୍ଧୁତାର ପ୍ରତୀକ; ମୁଁ
Read More...

ଅନ୍ତର୍ଜାତୀୟ ସମବାୟ ଦିବସ ୨୦୨୫ : ମିଳିତ ଉଦ୍ୟମ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧିକୁ ଆଗେଇ ନେବା

ନୂଆଦିଲ୍ଲୀ, (ପିଆଇବି) : ଭାରତ, ଯେଉଁଠାରେ ବିକାଶର ଧ୍ୱନି କ୍ଷେତ, ଗ୍ରାମ ଏବଂ ସହର ସବୁଠି ପ୍ରତିଧ୍ୱନିତ ହୋଇଥାଏ, ସମବାୟ ରୂପରେ ଏକ ନୀରବ କିନ୍ତୁ ଶକ୍ତିଶାଳୀ ଶକ୍ତିର ସନ୍ଧାନ ପଇଛି । ଚାଷୀମାନଙ୍କୁ ଉଚିତ ମୂଲ୍ୟ ସୁନିଶ୍ଚିତ କରିବାଠାରୁ ଆରମ୍ଭ କରି ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ
Read More...

ଆସନ୍ତା ୬ରୁ ୧୦ ଯାଏଁ ବେଦବ୍ୟାସରେ ତ୍ରିତାପ ହରଣ ଶାନ୍ତି ମହାଯଜ୍ଞ ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆସନ୍ତା ୬ ତାରିଖଠାରୁ ୧୦ ତାରିଖ ପର୍ଯ୍ୟନ୍ତ ତ୍ରିବେଣୀ ସଙ୍ଗମ ସ୍ଥଳୀ, ବେଦବ୍ୟାସ ପୀଠ, ରାଉରକେଲା ଠାରେ ତ୍ରିତାପ ହରଣ ଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହେବାକୁ ଯାଉଛି । ମହାଯଜ୍ଞ ଆୟୋଜନ କମିଟିର ସଭାପତି କଳ୍ପତରୁ ବିଶ୍ୱାଳ, ଉପସଭାପତି ସୁଶାନ୍ତ
Read More...

ଭାରପ୍ରାପ୍ତ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ଗଜପତି ଜିଲ୍ଲାକୁ ବଦଳି ହୋଇଥିବା ରାଜେଶ ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଗୃହ ବିଭାଗର ନିର୍ଦ୍ଦେଶରେ କ୍ୟାଡ଼ର ଏପିପି ଭାବେ ଛତ୍ରପୁର ଏସଡ଼ିଜେଏମ କୋର୍ଟରେ କାର୍ଯ୍ୟରତ ଥିବା ରାଜେଶ କୁମାର ମିଶ୍ରଙ୍କର ଇତି ମଧ୍ୟରେ ପଦୋନ୍ନତି ହୋଇଛି । ଏହି ଖବର ଛତ୍ରପୁରରେ ଏକ ଖୁସିର ବାତାବରଣ
Read More...

୨୫୦ କିଲୋ ଲୁହା ସାମଗ୍ରୀ ଚୋରି ଘଟଣାରେ ୫ ଜଣକୁ କୋର୍ଟ ଚାଲାଣ

କେସିଙ୍ଗା, (ପ୍ରୀତେଶ ପଟେଲ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ପିନିଂ ମିଲ୍‌ରୁ ଗୁରୁବାର ମଧ୍ୟାହ୍ନରେ ଅତି ମୂଲ୍ୟବାନ ଲୁହା ଜିନିଷପତ୍ର ଚୋରି ହୋଇଥିଲା । ଏ ନେଇ ସ୍ପିନିଂ ମିଲ୍‌ କର୍ତ୍ତୃପକ୍ଷ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି କେସିଙ୍ଗା ଆଇଆଇସି
Read More...

ବନମହାଉତ୍ସବ ଓ ଉଦଘାଟନୀ କାର୍ଯ୍ୟକ୍ରମ କେସିଙ୍ଗା ମହାବିଦ୍ୟାଳୟରେ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ସାରା ଦେଶରେ ବନ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ କେସିଙ୍ଗା ମହାବିଦ୍ୟାଳୟ ପରିସରରେ ଅନେକ ଉଦଘାଟନୀ କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗର ଆର୍ଥିକ ଅନୁଦାନରେ ନିର୍ମିତ ବାଳକ ସାଧାରଣ ପ୍ରକୋଷ୍ଠ, ଲୋକସଭା ସଦସ୍ୟଙ୍କ
Read More...

ଇଣ୍ଡୋନେସିଆନ ବ୍ୟାଡ଼ମିଣ୍ଟନ ଗ୍ରାଣ୍ଡ ପିକ୍ସ ଦେଶକୁ ପ୍ରତିନିଧିତ୍ୱ କରିବେ ବଲାଙ୍ଗିର ପୁଅ ଦିବ୍ୟମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ପୁଅ ଦିବ୍ୟମ କେଲ୍ରିୱାଲ ଆସନ୍ତା ୮ ରୁ ୧୩ ଜୁଲାଇ ମଧ୍ୟରେ ସୁଦୂର ଇଣ୍ଡୋନେସିଆରେ ଅନୁଷ୍ଠିତ ଯୁନେକ୍ସ ସନରାଇଜ ପେମ୍ବନ ଗୁନାନ ଜୟା ରୟା ଜୁନିଅର ଆନ୍ତର୍ଜାତିକ ଗ୍ରାଣ୍ଡ ପୀକ୍ସ ୨୦୨୫ରେ ଅଣ୍ଡର ୧୯ ଏକକ ବର୍ଗରେ ଭାରତର ପ୍ରତିନଧିତ୍ୱ କରିବେ । ସେ
Read More...