ଭୀମ ଭୋଇ ମେଡିକାଲକୁ ୩୦ଟି ହ୍ୱିଲ୍ ଚେଆର ଓ ୩୦ଟି ଷ୍ଟ୍ରେଚର ପ୍ରଦାନ କଲା ବ୍ୟାଙ୍କ ଅଫ୍ ଇଣ୍ଡିଆ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଏକ ସିଏସଆର କାର୍ଯ୍ୟକ୍ରମରେ ଭୀମ ଭୋଇ ମେଡିକାଲକୁ ୩୦ ଗୋଟି ହ୍ୱିଲ୍ ଚେଆର ଓ ୩୦ ଗୋଟି ଷ୍ଟ୍ରେଚର୍ ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଇଛି । ସ୍ଥାନୀୟ ଭୀମ ଭୋଇ ମେଡିକାଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର!-->…
Read More...
Read More...