ଇନ୍ଦ୍ରାବତୀ ପାୱାର ଚ୍ୟାନେଲରେ ନିଖୋଜ ଥିବା ଭିନ୍ନକ୍ଷମର ଶବ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା ) : ଗତ ଚବିଶ ତାରିଖ ଗୁରୁବାର ସନ୍ଧ୍ୟା ପାଞ୍ଚଟା ବେଳେ ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ଯୁନା ପାଣି ଗ୍ରାମର ଭିନ୍ନ କ୍ଷମ ଯୁବକ ମଂଗୁ ମାଝୀ ଇନ୍ଦ୍ରାବତୀ ପାୱାର ଚ୍ୟାନେଲରେ ଭାସିଯାଇ ନିଖୋଜ ହୋଇଯାଇଥିଲା । ଅଗ୍ନିଶମ ବିଭାଗ ଓ ପୋଲିସର ଉପସ୍ଥିତି
Read More...

ନୂତନ ଏସ୍‌ଡିପିଓଙ୍କ ଯୋଗଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ନୂତନ ଏସ୍‌ଡିପିଓ ଭାବେ ଡୋଳାମଣି ଭୋଇ ଯୋଗ ଦେଇଛନ୍ତି । ଏସ୍‌ଡିପିଓ ଶ୍ରୀ ଭୋଇଙ୍କୁ ଆଜି ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା, ଦୀପକ କୁମାର ସାହୁ, ଚକ୍ରଧର ନାଏକ, ଉମେଶ ଚନ୍ଦ୍ର ଦୁରିଆ ପ୍ରମୁଖ ତାଙ୍କ
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ପର୍ଯ୍ୟାୟରେ ଶିଶୁ ବାଟିକା ବିଭାଗ ଓ ପ୍ରାଥମିକ ବର୍ଗର ବିଜ୍ଞାନ ମେଳାରେ ୨୪୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥିରେ ଦିବା
Read More...

ଶ୍ରୀ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ଶୀତଳ ଷଷ୍ଠୀ କମିଟି ତରଫରୁ ଛତା ଓ ଜୋତା ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶ୍ରୀସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ଶୀତଳ ଷଷ୍ଠୀ କମିଟି ତରଫରୁ ଛାତ୍ରୀମାନଙ୍କୁ ଛତା ଓ ଜୋତା ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ
Read More...

ଗାନ୍ଧୀନଗର ପଡ଼ାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ଗାନ୍ଧୀନଗର ପଡ଼ା (ଗାନ୍ଧୀ କ୍ଲବ୍) ଠାରେ ଅନୁଷ୍ଠିତ ହେଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ
Read More...

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ : ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି

ବଳଙ୍ଗା : ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ । ପୁଲିସ ଟିମ୍‌ ହାତରେ ଲାଗିଲା ବଡ଼ ସୁରାକ୍‌ । ମାରାଥନ୍‌ ଜେରାରେ ମୁହଁ ଖୋଲିଲେ କ୍ରୀଷ୍ଣା ଜୁଏଲାରୀ ଦୋକାନୀ କୁନୁ ସାହୁ । ଅଢ଼େଇ ମାସ ତଳେ ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି । ସାଙ୍ଗରେ ଆସିଥିଲେ ଅନ୍ୟ ଜଣେ
Read More...

କ୍ୱାକ୍‌ଙ୍କ ଭୁଲ ଇଞ୍ଜେକ୍‌ସନ୍ ନେଲା ଜୀବନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କ୍ୱାକ୍‌ଙ୍କ ଭୁଲ୍ ଇଂଜେକ୍‌ସନରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ଭଗବାନୀ ପୁଟା (୩୭) । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୮ଟାରେ ମହୁଲପାଟି ଗାଁର ଡିଙ୍ଗର ପୁଟା ତାଙ୍କ ସ୍ତ୍ରୀ ଭଗବାନୀଙ୍କୁ ତୁରେକେଲା
Read More...

ବନ୍ଧା ହେଲେ ଜୟପୁର କୋଟିପତି ଡେପୁଟି ରେଞ୍ଜର : ରେଡ୍ ବେଳେ ମିଳିଥିଲା ବିପୁଳ ଟଙ୍କା ଓ ସଂପତ୍ତି

କୋରାପୁଟ : ବନ୍ଧା ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ । ଅମାପ ସମ୍ପତ୍ତି ଠୁଳ ଅଭିଯୋଗ ଗିରଫ ହୋଇଛନ୍ତି ରେଞ୍ଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଖବର
Read More...

ଅଧା ବାଟରେ ସରିଗଲା ଗାଡ଼ିରୁ ତେଲ : ବାଇକ୍ ଟାଙ୍କି ଖୋଲି ଧରି ଆସିଲେ ପେଟ୍ରୋଲ ପାଇଁ

ସୁନ୍ଦରଗଡ଼ : ରାଜ୍ୟ ସରକାର ଖୋଲାରେ ପେଟ୍ରୋଲ ବିକ୍ରି ତଥା ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ଦେବାକୁ ପେଟ୍ରୋଲ ପମ୍ପମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତିକୁ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଥିବାବେଳେ, ଏବେ କିଛି ଭିନ୍ନ ଦୃଶ୍ୟ ମଧ୍ୟ ଦେଖିବାକୁ
Read More...

ପାଉଁଶ ବୋଝେଇ ଗାଡ଼ି ଧକ୍କାରେ ଜଣେ ଗୁରୁତର

ସମ୍ୱଲପୁର : ପାଉଁଶ ବୋଝେଇ ଗାଡ଼ି ଧକ୍କାରେ ଜଣେ ଗୁରୁତର ହୋଇଥିବା ବେଳେ ଏକ ଗୋରୁର ମୃତ୍ୟୁ ହୋଇଛି । ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତର ଖାନରେ ଭର୍ତ୍ତି କରାଯାଇଛି । ସମ୍ୱଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳର ପୁରୁଣା ପେଟ୍ରୋଲ ପମ୍ପ ନିକଟ ୫୫ନଂ ଜାତୀୟ
Read More...