ଉପରଝରରେ ଉତ୍କଳ କନ୍ଧ ସମାଜ ମାଝୀ ପ୍ରଗଣାର ନୂଆଁଖାଇ ଭେଟଘାଟ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁରେ ରବିବାର ଦିନ ଉତ୍କଳ କନ୍ଧ ସମାଜ ମାଝୀ ପ୍ରଗଣାର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସଭାପତି ସାଧୁରାମ ମାଝୀ ଏବଂ ସମ୍ପାଦକ ରାଜେନ୍ଦ୍ର ମାଝୀଙ୍କ ନେତୃତ୍ୱରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଟିଟିଲାଗଡ କେନ୍ଦ୍ର କମିଟି!-->…
Read More...
Read More...