ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ପାଳନ କରାଯାଇଥିଲା । ମଧୁସୂଦନ ନାୟକ ଅତିଥିମାନଙ୍କୁ ମଂଚାସୀନ ହେବା ପାଇଁ…
Read More...

ଜୟପାଟଣା ତୈଳିକ ବୈଶ୍ୟ ସାହୁ ସମାଜର ରକ୍ତଦାନ ଶିବିର ଓ ସଚେତନ ସମାରୋହ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ବ୍ଲକ ସମ୍ମୁଖ ସ୍ଥିତ ତୃପ୍ତି ଏନକ୍ଲେଭ ତୈଳିକ ବୈଶ୍ୟ ସାହୁ ସମାଜ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଓ ସଚେତନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାମାଜିକ ସହଯୋଗ ଓ ରକ୍ତଦାନ କରି ଅନ୍ୟର ମଙ୍ଗଳ ପାଇଁ ସମସ୍ତେ ସଂକଳ୍ପ ବଦ୍ଦ…
Read More...

କୁଶଙ୍ଗାଇ ପୀଠରେ ପ୍ରସାଦ ବଣ୍ଟନ କଲା ବଲାଙ୍ଗିର ଜିଲ୍ଲା ଅଘରିଆ ସମାଜ ଟ୍ରଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅଧୀନସ୍ଥ କୁଶଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ମା' କୁଶଙ୍ଗାଇଙ୍କ ଷୋହଳ ପୂଜାର ସମାପ୍ତି ଅବସରରେ ବଲାଙ୍ଗିର ଜିଲ୍ଳା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ମା'ଙ୍କ ଠାରେ ଭୋଗ ସମର୍ପଣ କରି ହଜାର ହଜାର ଭକ୍ତ ଓ ଦର୍ଶନାର୍ଥୀଙ୍କ…
Read More...

ବିଜୟଲକ୍ଷ୍ମୀ ଦାସଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବରଗଡ଼ ଜିଲ୍ଲା ସୋହେଲାର ପ୍ରସିଦ୍ଧ ଦୂର୍ଗାପୂଜା ଅବସରରେ ଏକ ସ୍ୱତନ୍ତ୍ର ସମାରୋହରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ପ୍ରସିଦ୍ଧ ଗାୟିକା ବିଜୟଲକ୍ଷ୍ମୀ ଦାଶଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ସମ୍ପାଦକ ପ୍ରମୋଦ ଚନ୍ଦ୍ର…
Read More...

ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁରରେ କାଳୀକୃଷ୍ଣ ସଂଘର ପୂର୍ବତନ ସଭାପତି ପ୍ରହଲ୍ଲାଦ ପଣ୍ଡା (ପୂର୍ଣ୍ଣାନନ୍ଦ)ଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । "ସେ ଥିଲେ ଜଣେ କର୍ମଠ, ନିରଳସ ସାଧକ, ଶ୍ରୀଗୁରୁଙ୍କ କଥାକୁ ସେ ମନ୍ତ୍ର…
Read More...

ଡୁଡୁକାରେ ବାଇକ ଦୁର୍ଘଟଣା : ଜଣେ ମୃତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା ଠାରେ ସାଲେଭଟା- ଆଗଲପୁର ପିଡବ୍ଲୁଡି ରସ୍ତାରେ଼ ଗତକାଲି ଏକ ବାଇକ ଧକ୍କାରେ ଜଣେ ବ୍ୟକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଡୁଡୁକା ସୁଶାନ୍ତି ନଗରର ଚୁଡାମଣି (ମୁକ୍ତି) ରଣା(୫୫) ତାଙ୍କ…
Read More...

ଗୀତାରାଣୀ ବେହେରାଙ୍କ ସ୍ୱରବର୍ଣ୍ଣା ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ସଭାଗୃହରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କାବ୍ୟ ସନ୍ଧ୍ୟା ସହିତ ଗୀତାରାଣୀ ବେହେରାଙ୍କ କବିତା…
Read More...

ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଦୁଇ ରାଉଣ୍ଡ ଗୁଳି ଚଳାଇ ହତ୍ୟା : ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଓ ନିନ୍ଦା

ଗଞ୍ଜାମ ଏସ୍‌ପି, ବ୍ରହ୍ମପୁର ଏସ୍‌ପିଙ୍କ ମିଳିତ କ୍ରମେ ଆଇଜି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଜାରୀ ରଖିଛନ୍ତି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ଗଞ୍ଜାମ ବାର ଆସୋସିଏସନ (ବ୍ରହ୍ମପୁର)ର ସଦସ୍ୟ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗତକାଲି ରାତ୍ରି…
Read More...

ଗଞ୍ଜାମ ଜିଲ୍ଲାରୁ ଓପିଏସ୍‌ ପରୀକ୍ଷାରେ କୃତ୍ତିତ୍ଵ ଲାଭ କରିଥିବା ୧୯ ଜଣ ବିଦ୍ୟାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ପ୍ରଶାସନିକ ସେବା ୨୦୨୩-୨୪ ବର୍ଷରେ କୃତିତ୍ୱ ହାସଲ କରିଥିବା ଗଞ୍ଜାମ ଜିଲ୍ଲାର କୃତି ପରୀକ୍ଷାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧନ ଦିଆଯାଇଛି । ଓଡିଶା ପ୍ରଶାସନିକ ସେବା ୨୦୨୩-୨୪ ବର୍ଷର ପରୀକ୍ଷାରେ…
Read More...

ବେଦବ୍ୟାସ ବିକାଶ ମଞ୍ଚର ଦାବି

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ଡାକ୍ତରଖାନାର ଆଧୁନିକୀକରଣ ଏବଂ ଡାକ୍ତରଖାନାର ପଛ ପାଖରେ ଥିବା ପ୍ରାୟ ୨୭ ଏକର ସରକାରୀ ଜମିରେ ବିଭିନ୍ନ ଔଷଧୀୟ ଉଦ୍ଭିଦରେ ଶୋଭିତ ଏକ ବୋଟନିକାଲ ଗାର୍ଡେନ, ଆୟୁର୍ବେଦ ଚିକିତ୍ସାଳୟ ସହିତ ଯୋଗାଶିକ୍ଷା କେନ୍ଦ୍ର ସ୍ଥାପନ କରି ଏହାକୁ ଭାରତରତ୍ନ ତଥା…
Read More...