ବିଶ୍ୱ ରେକର୍ଡ କଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେଚର୍ଚ୍ଚା-୨୦୨୫ କାର୍ଯ୍ୟକ୍ରମ

ଗୋଟିଏ ମାସରେ ସର୍ବାଧିକ ପଞ୍ଜିକରଣ ପାଇଁ ପାଇଲା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ପଦକ୍ଷେପ ପରୀକ୍ଷା ପେ ଚର୍ଚ୍ଚା (ପିପିସି)-୨୦୨୫ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ହାସଲ କରିଛି । ୨୦୧୮ ମସିହାରୁ ମାଇଁ
Read More...

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କର୍ତ୍ତବ୍ୟ ଭବନ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗକୁ ଏକାଠି କରି ଦକ୍ଷତା, ନବସୃଜନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବନୂତନ ଭବନ ଆଧୁନିକ ପ୍ରଶାସନ ଭିତ୍ତିଭୂମିର ପ୍ରତୀକ ହେବଏହା ଶୂନ୍ୟ-ନିଷ୍କାସନ ବର୍ଜ୍ୟ ପରିଚାଳନା, ଆଭ୍ୟନ୍ତରୀଣ କଠିନ ବର୍ଜ୍ୟ ପ୍ରକ୍ରିୟାକରଣ ଏବଂ ରିସାଇକଲ୍ଡ ନିର୍ମାଣ
Read More...

ଲଙ୍ଗଲକଟାରେ ବେହେରାମାଲ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ଲଙ୍ଗଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଦାମ ଖମାରୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ଆଞ୍ଚଳିକ
Read More...

ଓଡ଼ିଆ ପତ୍ରକାରିତା ଦିବସରେ ପ୍ରଥମ କ୍ୟାମ୍ପସ୍ ନ୍ୟୁଜ୍ ବୁଲେଟିନ୍ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷ୍ୟାଳୟଠାରେ ଆୟୋଜିତ “ଓଡ଼ିଆ ପତ୍ରକାରିତା ଦିବସ – ୨୦୨୫” ଅବସରରେ ଏକ ଐତିହାସିକ ପଦକ୍ଷେପ ହିସାବରେ ମହାବିଦ୍ୟାଳୟର ପ୍ରଥମ କ୍ୟାମ୍ପସ୍ ନ୍ୟୁଜ୍ ବୁଲେଟିନ୍ “ଡବ୍ଲୁବିସି ନିୟୁଜ” ର ଉଦ୍‌ଘାଟନ
Read More...

କାଠ ଭର୍ତ୍ତି ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ି ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୋଡ଼େନ ଥାନା ଅନ୍ତର୍ଗତ ଦହିତା କଲେଜଠାରେ କେନ୍ଦୁ ଗଣ୍ଡି ଚୋରି କରି ନେଉଥିବା (ଓଆର ୦୫ ଏଇ ୮୩୨୫) ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ିକୁ ବନ ବିଭାଗ ଜବତ କରିଛି । ତେବେ ଜବତ କାଠ ୨୫୦୦ କେଜି ହୋଇଥିବା ବେଳେ ଏହାର
Read More...

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଗୁଡିକ ଅଗଷ୍ଟ ମାସ ୨ ଓ ୩ ତାରିଖରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା ।
Read More...

ଛତ୍ରପୁର ସହରରେ ସବିତା ଆୟୁର୍ବେଦ ଆରୋଗ୍ୟ କୁଟୀର ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍.ଏ.ସି. ଅନ୍ତର୍ଗତ ୮ ନମ୍ୱରୱାଡ଼ କୋର୍ଟ ଷ୍ଟେସନ ସାହି କୋଠଘର ଭେଙ୍କଟ-ମହାଲକ୍ଷ୍ମୀ ନିଳୟମରେ ସବିତା ଆୟୁର୍ବେଦ ଆରୋଗ୍ୟ କୁଟୀର ରବିବାର ସନ୍ଧ୍ୟାରେ ଉଦଘାଟିତ ହେଇଯାଇଛି । ଯୁବ-ଜ୍ୟୋତିଷୀ ଦୀପକ କୁମାର ଦାଶ ଓ ବ୍ରହ୍ମପୁର ସହରର ସଫଳ
Read More...

ମୁରିବାହାଲ ବ୍ଲକସ୍ତରୀୟ ୭୯ତମ ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ବ୍ଲକ ସଭାଗୃହରେ ବିଡ଼ିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେରଙ୍କ ସଂଯୋଜନାରେ
Read More...

କଳା, ସଂସ୍କୃତି ଓ ଐତିହ୍ୟକୁ ସାହିତ୍ୟ ଆସର ରୁଦ୍ଧିମନ୍ତ କରିଥାଏ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ଗଙ୍ଗାଧର ମେହେର ସାହିତ୍ୟରେ ଜାତୀୟତା ବୋଧ ଶୀର୍ଷକ ଆଲୋଚନାଚକ୍ରର ପ୍ରଥମାର୍ଦ୍ଧ ରେ
Read More...

ଅନ୍ତିମ ସୋମବାରରେ ସମସ୍ତ ଶୈବ ପୀଠ ଚଳଚଞ୍ଚଳ

ଜୟପାଟଣା, (ଶେଷଦେବ ବେହେରା) : ଶ୍ରାବଣ ମାସର ଅନ୍ତିମ ସୋମବାରରେ ଅଞ୍ଚଳର ପ୍ରତ୍ୟେକ ଶୈବପୀଠ କାଉଡ଼ିଆ ଓ ଶ୍ରଦ୍ଧାଳୁମାନଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି । ଜୟପାଟଣା ବ୍ଲକର ପାହାଡ଼ ଶିଖରରେ ରହିଥିବା ଘୁମରେଶ୍ୱର୍, ମଙ୍ଗଳପୁର ସ୍ଥିତ କାଳେଶ୍ୱର, କସନାଡଙ୍ଗର ଉପରେ ଅବସ୍ଥିତ ଅଷ୍ଟଶମ୍ଭୁ
Read More...