ସ୍ୱଚ୍ଛତା ଓ ବିଚାରାଧୀନ ମାମଲା ତ୍ୱରାନ୍ୱିତ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅଭିଯାନ ୬.୦ ଆରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨ ଅକ୍ଟୋବର ୨୦୨୬ ଠାରୁ ‘ସ୍ୱତନ୍ତ୍ର ଅଭିଯାନ ୬.୦’ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ଦେଶବ୍ୟାପୀ ମନ୍ତ୍ରଣାଳୟର ୬୧୦ଟି କାର୍ଯ୍ୟାଳୟ ଅଂଶଗ୍ରହଣ କରୁଛନ୍ତି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ…
Read More...

୪୮ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଦକ୍ଷତା ତାଲିମ ପ୍ରତିଷ୍ଠାନଗୁଡ଼ିକର ଗୁରୁତ୍ବ ଆଇଆଇଟି ଓ ଆଇଆଇଏମଠାରୁ କିଛି କମ୍ ନୁହେଁ: ପ୍ରଧାନମନ୍ତ୍ରୀପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ସହ ଯୁବପିଢ଼ି ନିରନ୍ତର ନୂଆ ଦକ୍ଷତା ହାସଲ କରିବା ସହ ନିଜର ପୂର୍ବ ଦକ୍ଷତାକୁ ଆହୁରି ଉନ୍ନତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଭାରତକୁ ଦକ୍ଷ ମାନବ…
Read More...

ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ କ୍ଲଷ୍ଟର ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୁଞ୍ଚିତରା ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ…
Read More...

ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବାନ୍ଦୁପଲା ଆଞ୍ଚଲିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁ ମୋହନ ପଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ…
Read More...

ଗଞ୍ଜାମ ଜିଲ୍ଲାରେ ପୋକ ଲାଗି ଧାନ ଫସଲ ବ୍ୟାପକ କ୍ଷତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାମୁଦ୍ରିକ ଝଡ଼, ବାତ୍ୟା ଓ ବନ୍ୟା ପରେ ଅଜଣା ରୋଗ ସହ ପୋକ ଲାଗି ଗଞ୍ଜାମ ଜିଲ୍ଲାରେ ଧାନ ଫସଲ ବ୍ୟାପକ କ୍ଷତି ହୋଇଥିବା ଖବର ମିଳିଛି । ପ୍ରକାଶ ଥାଉକି, କୃଷି ଡାକ୍ତରୀ ବିଶେଷଜ୍ଞ ଟିମ୍ ବୁଲି ସର୍ଭେ କରି ଦେଖି ଏକ ନିର୍ଣ୍ଣୟ ଦେଇଛନ୍ତି ଯେ,…
Read More...

ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା ଦାୟିତ୍ୱରେ ଶ୍ରୀମତୀ ସାଡ଼ି ଶାରଦା ରେଡ୍ଡୀଙ୍କ କାର୍ଯ୍ୟଭାର ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା ଦାୟିତ୍ୱରେ ଶ୍ରୀମତୀ ସାଡ଼ି ଶାରଦା ରେଡ୍ଡୀ ଅନୁଷ୍ଠାନିକ ଭାବେ ଶୁକ୍ରବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଛତ୍ରପୁର ସହରାଞ୍ଚଳକୁ ପରିବର୍ଦ୍ଧିତ କରି ମ୍ୟୁନିସିପାଲିଟି ଗଠନ ହେବା ପରେ ଛତ୍ରପୁର…
Read More...

ପାଇକମାଲ ବ୍ଲକସ୍ତରୀୟ କବାଡ଼ି ଓ ଭଲିବଲ୍ ଚୟନ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ସାପଲହରସ୍ଥିତ ଗାୟତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ କବାଡ଼ି ଓ ଭଲିବଲ୍ ଚୟନ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ଆନୁକୂଲ୍ୟରେ ଆୟୋଜିତ ଏହି…
Read More...

ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନଭେମ୍ବର ୪ ତାରିଖରେ ଗାୟତ୍ରୀ ଯଜ୍ଞ ପାଳନ କରାଯିବାକୁ ସ୍ଥିର ହୋଇଛି । ପାଇକମାଲ ସ୍ଥିତ ମାଉସୀ ମା' ମନ୍ଦିର ଠାରେ ସଭାପତି ଗିରିଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ…
Read More...

କୁଲାଣ୍ଟି ଗ୍ରାମର ବରିଷ୍ଠ ବ୍ୟକ୍ତି ନୁରାଧନ ଭୋଇଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରା ଗ୍ରାମ ପଞ୍ଚାୟତ କୁଲାଣ୍ଟି ଗ୍ରାମର ବରିଷ୍ଠ ବ୍ୟକ୍ତି ନୁରାଧନ ଭୋଇଙ୍କ ୮୦ ବର୍ଷ ବୟସରେ ଶୁକ୍ରବାର ପରଲୋକ ହୋଇଯାଇଛି । ନୁରାଧନ ଭୋଇ ଜଣେ ମେଳାପୀ, ମିଷ୍ଟଭାଷୀ ଓ ସମାଜସେବୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ସେ…
Read More...

ରାଉରକେଲା କୋଏଲନଗର ସ୍ଥିତ ଅବସର ଭବନ ଠାରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି କୋଏଲନଗର ସ୍ଥିତ ଅବସର ଭବନ ଠାରେ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସଭାପତି ରାଧାମୋହନ ନାୟକଙ୍କ ଅଧ୍ୟକ୍ଷତାରେ ଏବଂ ଅତିଥି ଭାବେ ଚନ୍ଦ୍ରମଣି…
Read More...