ସୁବର୍ଣ୍ଣପୁର ସିନିୟର ଫୁଟବଲ୍ ଲିଗ ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ
୨-୦ ଗୋଲରେ ରିଜର୍ଭ ପୋଲିସ ଦଳ ବିଜୟୀ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସିନିୟର୍ ଫୁଟବଲ ଲିଗ ମୁନିସିପାଲିଟି ଜୋନ୍ ଆଜି ଗାନ୍ଧୀ ଷ୍ଟାଡିୟମ୍ ଠାରେ ଉଦ୍ଘାଟିତ ହୋଇଯାଇଛି । ସୋନପୁର ରିଜର୍ଭ ପୋଲିସ ଦଳ ଓ ସୃଜନ ନାଗ ଫୁଟବଲ୍ ଏକାଡେମୀ ମଧ୍ୟରେ ଆଜି ଉଦଘାଟନୀ ମ୍ୟାଚ!-->!-->!-->…
Read More...
Read More...