ଗଞ୍ଜାମ ଜିଲ୍ଲାର କଳାକାରଙ୍କ ଅଡିସନ୍‌ ଶୁକ୍ରବାର ଠାରୁ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ବର୍ଗରେ କଳାକାରମାନେ ସିଟିଏମ୍‌ଏସ୍‌ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ଏହି ପଞ୍ଜୀକୃତ କଳାକାରମାନଙ୍କ ଅଡିସନ୍‌ ୨୩ ଅକ୍ଟୋବର ୨୦୨୬ ତାରିଖରୁ ଛତ୍ରପୁରସ୍ଥିତ ଜିଲ୍ଲା ସଂସ୍କୃତି ଭବନଠାରେ ଆରମ୍ଭ ହେବ । ସକାଳ ୧୦ଟା ୩୦…
Read More...

ମୁକ୍ତିଲାଭ କଲା ସମ୍ବଲପୁରୀ ଚଳଚ୍ଚିତ୍ର ‘ଭାଏ-୨’

ଭାଇ-ଭଉଣୀଙ୍କ ସ୍ନେହ, ତ୍ୟାଗ ଓ ନିଃସ୍ୱାର୍ଥପର ସେବାର ହୃଦୟସ୍ପର୍ଶୀ କାହାଣୀ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ୩ପି କ୍ରିଏସନ୍ ପକ୍ଷରୁ ନିର୍ମିତ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭାଏ-୨’ ମୁକ୍ତିଲାଭ କରିଛି । ପାରିବାରିକ ସମ୍ପର୍କ, ଭାଇ-ଭଉଣୀଙ୍କ ସ୍ନେହ, ତ୍ୟାଗ ଓ ମାନବିକତାକୁ…
Read More...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ଉତ୍ସାହ ୨୦୨୬” ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ମାନଙ୍କୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ କ୍ରୀଡ଼ା ଉତ୍ସବ ଉତ୍ସାହ -୨୦୨୬ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଉତ୍ସାହ କାର୍ଯ୍ୟକ୍ରମରେ…
Read More...

ଲାଖବିନ୍ଧା, ରାବଣ ପୋଡି ଓ ଭସାଣୀ ଉତ୍ସବ ସହ ମୁରିବାହାଲ ବ୍ଲକରେ ଶାରଦୀୟ ଦଶହରା ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଲାଖବିନ୍ଧା, ରାବଣ ପୋଡ଼ି ଓ ଭସାଣି ଉତ୍ସବ ସହ ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗାପୂଜା ଉଦଯାପିତ ହୋଇଯାଇଛି । ମୁରିବାହାଲ ବ୍ଲକର ସଦର ମହକୁମା, ଜମିଦାରପଡ଼ା, ଗୁଡିଘାଟ, ଚାନୁଟମାଲ,…
Read More...

୨୩ ଅକ୍ଟୋବରରେ ଚିନ୍ମୟ ଅମୃତ ମହୋତ୍ସବ ବିଶ୍ୱସ୍ତରୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମ ଚିନ୍ମୟ ମିଶନର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ବର୍ଷବ୍ୟାପୀ ଚାଲିଥିବା ଉତ୍ସବ ସମାପନର ପ୍ରତୀକ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଅକ୍ଟୋବର ୨୩ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମଠାରେ ଚିନ୍ମୟ ଅମୃତ…
Read More...

ଭାରତ – ପୋଲାଣ୍ଡ ମିଳିତ ବିବୃତ୍ତି

ନୂଆଦିଲ୍ଲୀ, (ପିଆଇବି) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ପୋଲାଣ୍ଡ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଡୋନାଲ୍ଡ ଟସ୍କ ୨୧ରୁ ୨୩ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଭାରତକୁ ଏକ ସରକାରୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ଶ୍ରୀ ଟସ୍କଙ୍କ ସହ ପ୍ରାୟ ୧୦୦ ଜଣ…
Read More...

କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଦ୍ୱାରା ମୁମ୍ବାଇରେ ୧୪ତମ ‘ଇଣ୍ଡିଆ କେମ୍ ୨୦୨୬’ ଉଦ୍ଘାଟିତ

ପ୍ରଧାନମନ୍ତ୍ରୀଙ୍କ ମତରେ, ‘ଇଣ୍ଡିଆ କେମ୍ ୨୦୨୬’ ରାସାୟନିକ କ୍ଷେତ୍ରର ଦୀର୍ଘକାଳୀନ ବିକାଶ ପାଇଁ ଭାଗୀଦାରିକୁ ସୁଦୃଢ଼ କରିବ ରାସାୟନିକ କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ଯୋଗାଉଛନ୍ତି ସରକାର, ‘ଭବ୍ୟ ରସାୟନ ଯୋଜନା’ ଆଣିବ ଯୁଗାନ୍ତକାରୀ ପରିବର୍ତ୍ତନ ନୂଆଦିଲ୍ଲୀ, (ପିଆଇବି) :…
Read More...

ଯମୁନା ପୁନରୁଦ୍ଧାର ପାଇଁ ₹୮,୯୪୧ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ଅମିତ ଶାହ

ଯମୁନାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଯୋଜନାର ୪୦% କାର୍ଯ୍ୟ ସମ୍ପୂର୍ଣ୍ଣ ବିଗତ ୩୦ ବର୍ଷ ଧରି ଦିଲ୍ଲୀର ନର୍ଦ୍ଦମା ଜଳ ଓ ପ୍ରତିଦିନ ୨,୦୦୦ ଟନ୍ ଗୋବର ଯମୁନାରେ ମିଶୁଥିଲା ୨୦୨୯ ସୁଦ୍ଧା ଯମୁନାକୁ ସ୍ୱଚ୍ଛ କରିବା ପାଇଁ ମିଳିତ…
Read More...

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ଉନବିଂଶତମ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ ସମ୍ମିଳନୀ ଓ ପ୍ରଦର୍ଶନୀ

● ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ● ୨୪ ଓ ୨୫ରେ ଭୁବନେଶ୍ୱରରେ ଆୟୋଜନ ହେବ ଦ୍ୱିତୀୟ ‘ଜାତୀୟ ସହରାଞ୍ଚଳ ସମ୍ମିଳନୀ● ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ, କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ…
Read More...

ନଭେମ୍ବର ୨୮ରୁ ଡିସେମ୍ବର ୧୨ ଯାଏଁ ଆୟୋଜିତ ହେବ କାଶୀ ତାମିଲ ସଙ୍ଗମମ୍ ୫.୦

ଏଥରର ବିଷୟ: ‘ତିରୁକ୍କୁରଳ ପାୟିଲଭୋମ୍-ତିରୁକ୍କୁରଳ ଅଭ୍ୟାସ କର’ କାଶୀ ତାମିଲ ସଙ୍ଗମମ୍ ୫.୦ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି କାଶୀ ତାମିଲ ସଙ୍ଗମମ୍ର ପଞ୍ଚମ ସଂସ୍କରଣ…
Read More...