ପ୍ରସିଦ୍ଧ ଚୈତ୍ର ପର୍ବ ଓ ପଲ୍ଲୀ ଶ୍ରୀ ମେଳା ଉଦଘାଟିତ

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ପ୍ରସିଦ୍ଧ ଚୈତ୍ର ପର୍ବ ଆଜି ସନ୍ଧ୍ୟାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବ ଅବ୍ୟବହିତ ପୂର୍ବରୁ ଆଜି ଅପରାହ୍ନ ୪ଘଟିକା ୩୦ ମିନିଟ ସମୟରେ ବାରିପଦାର ମାଆ ଅମ୍ବିକା ମନ୍ଦିର ନିକଟରୁ ବିଭିନ୍ନ ପାରମ୍ପରିକ ଆଦିବାସୀ ନୃତ୍ୟ…
Read More...

ଘୋରଡ଼ିଆ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିରରେ ଆୟୁଷ୍ମାନ କାର୍ଡ଼ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରଙ୍କ ପକ୍ଷରୁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାର ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ଏନେଇ ଡେଲାଙ୍ଗ ବ୍ଲକରେ ଥିବା ୫ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟକ୍ରମ…
Read More...

ବିଜିପୁର କାଳୀ ମନ୍ଦିର ନିକଟରେ ଯୁବକକୁ ଆକ୍ରମଣ ଘଟଣା : ୬ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ ହତ୍ୟା ଉଦ୍ୟମ ମାମଲାରେ ଦୀର୍ଘ ୨ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବାରେ ଟାଉନ ଥାନା ପୁଲିସକୁ ମିଳିଛି ସଫଳତା । ଗତ ଜାନୁୟାରୀ ୨୭ ତାରିଖରେ ରାତିରେ ବିଜିପୁର କାଳୀ ମନ୍ଦିର ନିକଟରେ ସୁଜନ ପାତ୍ର ଓ ଅବିନାଶ ମହାନ୍ତିଙ୍କୁ ଖଣ୍ଡାରେ…
Read More...

ମୁରିବାହାଲ ବ୍ଲକର ୩ଟି ସ୍ଥାନରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ପତ୍ରାପାଲି(କ), ଗୁଡ଼ିଘାଟ ଓ ଲେବଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସରକାରଙ୍କ ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆଁ ଏକକ…
Read More...

ବ୍ରାହ୍ମଣୀ ଗ୍ରାମର ଦାଦନ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ : ଗାଁକୁ ଫେରିଲା ମୃତଦେହ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ଲିଫ୍ଟ ଭାଙ୍ଗି ଛିଣ୍ଡି ଯିବାରୁ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ବ୍ରାହ୍ମଣୀ ଗ୍ରାମର ବାଳକୃଷ୍ଣ ରଣାଙ୍କ ବଡ଼ପୁଅ ବିମଳ ରଣା(୨୫) ଗତ…
Read More...

ମୁରିବାହାଲ ପଞ୍ଚାୟତ ଡ଼ିଗ୍ରୀ କଲେଜରେ ଯୁବ ଲେଖକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶରେ ଏକ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଜେପି ଦଳ…
Read More...

ଗଁରେଇ ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ସଦର ମହକୁମାଠାରେ ଶୁକ୍ରବାର ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଅଧିବାସ ଦିନ ଖଲିଆ ବନ୍ଧରୁ ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ ।…
Read More...

ମଦନପୁର ଠାରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ

ମଦନପୁର ଠାରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ ମ.ରାମପୁର, (ପି କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ,ଗୋପବନ୍ଧୁ ଜନ ଆରୋଗ୍ୟ ଓ ବୟୋ ବନ୍ଦନା ଯୋଜନା ଶୁଭାରମ୍ଭ ହୋଇଛି । ଏଥିରେ…
Read More...

ଜୈବିକ ସାର ଉତ୍ପାଦନ କମ୍ପାନୀ ‘ବାୟୋତେଜ ଏଗ୍ରିନୋଭେସନ’ର ନୂତନ ପ୍ଲାଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜୈବିକ ସାର ଉତ୍ପାଦନ କମ୍ପାନୀ ବାୟୋତେଜ ଏଗ୍ରିନୋଭେସନର ନୂତନ ପ୍ଲାଣ୍ଟ ଆଜି ଲାଠିକଟା ବ୍ଲକ ଅଧିନସ୍ଥ ସୁଇଡ଼ିହି ଗ୍ରାମରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଏନଆଇଟି ଏଫଟିବିଆଇ ସେଣ୍ଟରର ମୁଖ୍ୟ ମନୋଜ କୁମାର ମିଶ୍ର…
Read More...

ଭବାନୀପାଟଣାରେ ଡିଫାଇନ କଳାହାଣ୍ଡିର ବିଶାଳ ସମାବେଶ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣାରେ ଡିଫାଇନ କଳାହାଣ୍ଡିର ଏକ ବିଶାଳ ଶୋଭାଯାତ୍ରା ଏବଂ ସମାବେଶ ଆୟୋଜିତ ହୋଇଯାଇଛି । କଳାହାଣ୍ଡିରେ ଅନେକ ସମସ୍ୟା ରହିଛି । ଜିଲ୍ଲାରେ ଦାଦନ ସମସ୍ୟା ପ୍ରମୁଖ ଭାବେ ସମସ୍ୟା ଭାବେ ଉଭା ହୋଇଥିବାବେଳେ ବେରୋଜଗାରୀ, ଶିକ୍ଷିତ ବେକାରୀ, ମଦ…
Read More...