ଡେଲାଙ୍ଗ ବ୍ଲକର ୭ଟି ସେଣ୍ଟରରେ ୨୩ଟି ଉଚ୍ଚ ବିଦ୍ୟାଳୟର ୧୦୧୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୦୬ ମାଟ୍ରିକ ପରୀକ୍ଷା ଦେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ୭ଟି ସେଣ୍ଟରରେ ୨୩ଟି ଉଚ୍ଚ ବିଦ୍ୟାଳୟର ୧୦୧୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୦୬ ମାଟ୍ରିକ ବୋର୍ଡ ପରୀକ୍ଷା ଦେଇଥିବା ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମଣ ପ୍ରଧାନ ସୂଚନା ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ କଇନଗରୀ…
Read More...

ସ୍ତ୍ରୀ କଲାନି ଚିକେନ୍ ତରକାରୀ, ମାରୁ ମାରୁ ଜୀବନରୁ ମାରିଦେଲା ସ୍ୱାମୀ

ଢେଙ୍କାନାଳ : ସ୍ତ୍ରୀ ଚିକେନ ତରକାରୀ ରୋଷେଇ ନ କରିବାରୁ । ରାଗିଗଲା ସ୍ୱାମୀ ପତ୍ନୀକୁ ନିସ୍ତୁକ ମାଡ଼ ମାରି ଶେଷରେ ପତ୍ନୀକୁ ପିଟି ପିଟି ଜୀବନରୁ ମାରିଦେଲା ସ୍ୱାମୀ । ରବିବାର ରାତିରେ ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆଁ ନାଳୀ ଗ୍ରାମରେ । ମୃତ…
Read More...

ମହିଳା ସମିତିର ନିଶାମୁକ୍ତ ବରଗଡ଼ ଅଭିଯାନ

ନିଶାମୁକ୍ତି ପାଇଁ ଜେଲ ଅନ୍ତେବାସୀଙ୍କ ଶପଥ ପାଠ ବରଗଡ଼, (ନିରୋଜ କୁମାର ପାଣୀ) : ଜେଲ ସମୟକୁ ଜୀବନର ମୂଲ୍ୟବାନ ସମୟ ଭାବି ଏହାର ସଦୁପଯୋଗ କରିବା ସାଙ୍ଗକୁ ନିଶାମୁକ୍ତ ସମାଜ ଗଠନରେ ନିଜକୁ ସାମିଲ କରିବା ପାଇଁ ବରଗଡ଼ ଜିଲ୍ଲା କାରାଗାରର ଅନ୍ତେବାସୀ ଗଣ ଶପଥ ପାଠ କରିଛନ୍ତି ।…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କାର୍ଯ୍ୟାଳୟରୁ ହଟିଲା ଆମ୍ବେଦକର ଏବଂ ଭଗତ ସିଂହଙ୍କ ଫଟୋ :

ନୂଆଦିଲ୍ଲୀ : ବିଧାନସଭାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କାର୍ଯ୍ୟାଳୟରୁ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକର ଏବଂ ସହିଦ ଭଗତ ସିଂହଙ୍କ ଫଟୋ ହଟାଇ ଦିଆଯାଇଛି। ଦିଲ୍ଲୀର ବିରୋଧୀ ଦଳ ଆମ ଆଦମୀ ପାର୍ଟି । ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଆତିଶୀ କହିଛନ୍ତି…
Read More...

ବଲାଙ୍ଗିର କରାଟେ ସଂଘର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ୩୬ତମ ରାଜ୍ୟ ୨୧ ବର୍ଷ ଓ ବରିଷ୍ଠ ବର୍ଗ ରାଜ୍ୟ କରାଟେ ପ୍ରତିଯୋଗିତା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରୁ ୨ ଜଣ ପୁରୁଷ ଓ ୨ ଜଣ ମହିଳା ମୋଟ ୪ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ…
Read More...

ଗୁଡଭେଲା ବ୍ଲକରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ୧୩ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ପ୍ରଦାନ କରିବା…
Read More...

ରେଳ ବିଭାଗର ଅବହେଳା ଯୋଗୁଁ ଉଜୁଡ଼ିଗଲା ଏକର ଏକର ଚାଷ ଜମି କ୍ଷତି ପୂରଣ ଦାବି କଲେ ଡ. ସୁଶୀଲ ପତି :

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରେଳ ବିଭାଗ ଏବେ ଚାରିଆଡେ ଉନ୍ନୟନ ମୂଳକ କାର୍ଯ୍ୟ କରୁଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ନିକଟସ୍ଥ ସିକେର ଷ୍ଟେସନର ମଧ୍ୟ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ପରିତାପର ବିଷୟ ଏହି କି ଯେ ସିକିର ଷ୍ଟେସନ ନିକଟରେ ହେଉଥିବା ରେଳ ଲାଇନର ଦୋହରୀ କରଣ…
Read More...

ସ୍କାଉଟ ଗାଇଡର ପ୍ରତିଷ୍ଠା ଓ ବିଶ୍ୱ ଚିନ୍ତନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍କାଉଟ ଗାଇଡ୍ ତରଫରୁ ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ଠାରେ ପ୍ରତିଷ୍ଠା ଓ ବିଶ୍ୱ ଚିନ୍ତନ ଦିବସ ପାଳିତ ହୋଇଯାଇଛି । କମିଶନର ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି…
Read More...

ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ଦ୍ୱାରା ନିଃଶୁଳ୍କ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରାହ୍ମଣ ମହାସଭାରଏକ ବୈଠକ ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ୩ଥର ଓଁକାର ଧ୍ୱନି ଉଚ୍ଚାରଣ ପରେ ସଂପାଦକ ଜୟରାମ ମିଶ୍ର ପୂର୍ବ ସଭାର ବିବରଣୀ ପାଠ କରିଥିଲେ । ଏହି ସଭାରେ…
Read More...

ବିବାହର ତିନି ଘଣ୍ଟା ପରେ ବାହା ପୋଷାକରେ ପରୀକ୍ଷା ଦେଲେ ନବବଧୂ

  ଆନ୍ଧ୍ରପ୍ରଦେଶରେ : ବିବାହର ତିନି ଘଣ୍ଟା ପରେ ବାହା ପୋଷାକରେ ପରୀକ୍ଷା ଦେଲେ ନବବଧୂ । ପ୍ରଥମେ ବିବାହ ବେଶଧାରୀ ମମତାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ କଲେଜ କର୍ତ୍ତୃପକ୍ଷ ବାରଣ କରିଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷ ପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।…
Read More...