କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ନେଇ କଣ୍ଟାବାଞ୍ଜି ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବି ଜୋର ଧରୁଛି । ଦୀର୍ଘ ବର୍ଷରୁ କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବି ହୋଇଆସୁଛି । ବିଭିନ୍ନ ସମୟରେ ବିଡ଼ିଓ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି…
Read More...

ପଦ୍ମପୁର ପଦାରେ ପଡ଼ିଲା ବିଜେଡିର ଚାଲବାଜି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଧରା ପଡ଼ିଲା ବିଜେଡିର ଦୀର୍ଘ ଦିନର କେଳେଙ୍କାରୀ । ପ୍ରଚୁର ପରିମାଣରେ କ୍ଷମତାର ଅପବ୍ୟବହାର । ପଦାରେ ପଡ଼ିଲା ବିଧାୟକ ପାଣ୍ଠି ହରିଲୁଟ ସତ । ପଦ୍ମପୁର ସହରରେ ବିଧାୟକ ପାଣ୍ଠିକୁ ମନଇଛା ଅପବ୍ୟବହାର କରିଥିଲା ପୂର୍ବର ନବୀନ ସରକାର । ବିଜେଡି ନେତାମାନେ…
Read More...

ସ୍ମୃତିସାନ୍ତ୍ଵନାର ୧୪ତମ ସ୍ମୃତି ମହୋତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱାସର ୩ଟି ବାହୁ ଆସ୍ଥା, ଆଦର ଓ ଆନୁଗତ୍ୟ । ବନ୍ଧୁତା ହେଉଛି ଦାୟିତ୍ଵ ବୋଲି ଅତିଥି ମାନେ ସ୍ମୃତିସାନ୍ତ୍ଵନାର ୧୪ତମ ସ୍ମୃତି ମହୋତ୍ସବରେ ମତ ପ୍ରକାଶ କରିଥିଲେ । ସ୍ମୃତିସାନ୍ତ୍ଵନା ପତ୍ରିକା ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଆୟୋଜିତ…
Read More...

ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଳ ଓ ବନ୍ୟଜନ୍ତୁ ସୁରକ୍ଷା କର୍ମଶାଳା ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋାଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସାଲେଭଟା…
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆସିଲା ଅର୍ଡର୍ : ଟିଟିଲାଗଡ଼ରେ ମହାଶିବରାତ୍ରି ଦିନ ବନ୍ଦ ରହିବ ଦେଶି ଓ ବିଦେଶୀ ମଦ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତାକାଲି ହେଉଛି ପ୍ରଭୁ ଧବଳେଶ୍ଵରଙ୍କ ମହା ଶିବରାତ୍ରି । ସେଥିପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଥିବା ବେଳେ ଦୁଇ ଦିନ ପୂର୍ବରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଜାଗର ଦିନ ଗୋଟିଏ ଦିନ ପାଇଁ ଦେଶି ଓ ବିଦେଶୀ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ…
Read More...

ତରଭା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ତରଭା ବ୍ଲକ ସମ୍ମିଳନୀ କକ୍ଷ ଠାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୬୨…
Read More...

ପି.ଏମ. କିଷାନ୍ ସମ୍ମାନନିଧି ଯୋଜନାରେ ଗଞ୍ଜାମରୁ ଆଉ ୨୦,୦୦୦
ହିତାଧିକାରୀ ସାମିଲ୍ ହେବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିହାରର ଭାଗଲପୁର ଠାରେ ପିଏମ କିଷାନ୍ ସମ୍ମାନନିଧି ୬ ବର୍ଷ ପୂର୍ତ୍ତି ଅବସରରେ କିଷାନ୍ ସମ୍ମାନ ସମାରୋହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଷାନ ସମ୍ମାନନିଧିର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ସୁଇଚ୍ ମାରି ଅର୍ଥ ପ୍ରେରଣ କରାଯାଇଥିଲା ।…
Read More...

ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଘାତ ମାଡ଼ ମଣିଷ ଭୁଲିିିଗଲାଣି ମାନବିକତା

ଉଦଳା : ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଘାତ ମାଡ଼ମାରିଲେ । ଯେଉଁଥିରେ ଯୁବତୀ ଜଣଙ୍କ ଗୁରୁତର ହୋଇଛନ୍ତି । ଭୁଲିଗଲେ ନିଜର ସୀମା ଓ ମାନବିକତା । ଅଭିଯୋଗ ଅନୁସାରେ ଜଣେ ଛାତ୍ର ଅତି ନିର୍ଦୟ ଭାବେ ଯୁବତୀଙ୍କୁ ମାଡ଼ ମାରିଛନ୍ତି । ମୟୁରଭଞ୍ଜ…
Read More...

ଛତ୍ରପୁରର ବିବେକାନନ୍ଦ ପବ୍ଲିକ୍ ସ୍କୁଲ୍‌ର ବାର୍ଷିକୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସାଇ ବିହାରରେ ଅବସ୍ଥାପିତ ବିବେକାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି ଚିତ୍ତାକର୍ଷକ…
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ କବିସୂର୍ଯ୍ୟନଗର ଏନ.ଏ.ସି. ଅଧ୍ୟକ୍ଷାଙ୍କ ଉପରେ ଆସିଲା ଅନାସ୍ଥା ପ୍ରସ୍ତାବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ. ଲକ୍ଷ୍ମୀ ସେଠୀଙ୍କ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁବ୍ୟବହାର ନେଇ ଆସିଛି ଏକ ସଙ୍ଗୀନ ଅଭିଯୋଗ । ଏନେଇ ତାଙ୍କରି ନାମରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ…
Read More...