କେନ୍ଦୁଟିକିରା ବିଦ୍ୟାଳୟରେ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦୁଟିକିରା ଠାରେ ତାରିଖ ୧୭/୦୪/୨୦୨୫ରେ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଥିଲା । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଶୁଖା ସୁରେଶ କୁମାର…
Read More...

କମିକ୍ସ କ୍ରିଏଟର୍ସ ଚାମ୍ପିୟନସିପର ୧୦ ଫାଇନାଲିଷ୍ଟ ଘୋଷଣା

ତାଲିକାରେ ଓଡ଼ିଶାରେ ପ୍ରସ୍ତୁତ କମିକ୍ସ ‘ଆସେସ୍ ଅଫ ଡିଭିନିଟି’ ନୂଆଦିଲ୍ଲୀ, (ପିଆଇବି) : ଆଜିର ଇମରସିଭ୍ ମିଡିଆ ଓ କ୍ରିଏଟିଭ୍ ଟେକନଲୋଜି ଯୁଗରେ କମିକ୍ସ କେବଳ ରବିବାର ସମ୍ବାଦପତ୍ରର ଏକ କୋଣରେ ପ୍ରକାଶ ପାଉଥିବା ଏକ ସମ୍ଭ ନୁହେଁ ଅଥବା ସୁପରହିରୋମାନଙ୍କ ଏକ କାହାଣୀ ହୋଇ ରହିନାହିଁ ।…
Read More...

ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ଏବଂ ଫାର୍ମାସ୍ୟୁଟିକାଲ କ୍ଲଷ୍ଟର…

● ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅଧୀନରେ ଥିବା ଅନ୍ୟ କେନ୍ଦ୍ରଗୁଡ଼ିକ ମଧ୍ୟରେ ସିଟିଟିସି ଭୁବନେଶ୍ୱର ଏକ ଅଗ୍ରଣୀ ପ୍ରଯୁକ୍ତି କେନ୍ଦ୍ର ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଜିତନ ରାମ ମାଞ୍ଛୀ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅଧୀନ ଏକ ସ୍ୱାୟତ୍ତ…
Read More...

ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : ଗତ ୧୪ ତାରିଖରେ ତିହିଡ଼ି ଥାନା ହାଟୁଆରୀ ଗ୍ରାମରେ ପାଟୁଆ ଶୋଭାଯାତ୍ରା ସମୟରେ ଘଟିଥିଲା ଅଘଟଣ । ଡିଜେ ଗାଡ଼ିରେ ୧୧ କେଭି ତାର ଲାଗି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଜଣ ଯୁବକ ହାଟୁଆରୀ ଗ୍ରାମର ବୋଲି ସୂଚନା ମିଳିଛି…
Read More...

ସୌଦାମିନୀ ମେହେରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ଧର୍ମ ପରାୟଣା ମହିଳା ସୌଦାମିନୀ ମେହେର(୮୪) ଗତ ୧୬ତାରିଖ ଅର୍ଦ୍ଧରାତ୍ରରେ ଇହାଧ୍ୟାମ ତ୍ୟାଗ କରିଛନ୍ତି । ତାଙ୍କର ପରଲୋକ ଖବର ପ୍ରସାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି । ସ୍ୱର୍ଗତ ମେହେର ସାଲେପାଲି ସ୍ଥିତ…
Read More...

ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ସମ୍ପ୍ରତି ପରିବେଶ ପ୍ରଦୂଷଣ ପ୍ରତି ଅନ୍ୟତମ ସମସ୍ୟାଭାବେ ଦେଖାଦେଇଥିବା ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ଜନିତ ସମସ୍ୟା ଓ ଏହାର ବ୍ୟବହାର ହ୍ରାସ ଓ ବର୍ଜନ ସମ୍ପର୍କିତ…
Read More...

ଶତାବ୍ଦୀର କିମ୍ବଦନ୍ତୀ ପୁରୁଷ ବିଜୁବାବୁଙ୍କ ବୀରତ୍ଵ, ସାହସିକତା ଓ ଦକ୍ଷ ପ୍ରଶାସନିକତା ଜନମାନସରେ ଉଦ୍ରେକ ହେବା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାନ ଜନନାୟକ ପ୍ରବାଦପୁରୁଷ ତଥା ଶତାବ୍ଦୀର କିମ୍ବଦନ୍ତୀ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜିଲ୍ଲାସ୍ତରୀୟ ଶ୍ରାଦ୍ଧ ଦିବସ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
Read More...

ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରିବା ସ୍କିମ ୱାର୍କର ଆଶା, ଅଙ୍ଗନୱାଡି କର୍ମୀ, ପାଚିକାଙ୍କୁ ୱାର୍କର ମାନ୍ୟତା ଦାବିରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋୟଲ ଧର୍ମଶାଳା ଠାରେ ବଲାଙ୍ଗିର ଜିଲ୍ଲା ଏଆଇଟିୟୁସିର ଜିଲ୍ଲାପରିଷଦ ବୈଠକ ଜିଲ୍ଲା ସଭାପତି ସାଥୀ ତୀର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।…
Read More...

ରାମଲୀଳା ନାଟକ ଆରଣ୍ୟକାଣ୍ଡ ଆରମ୍ଭ ଭରତ ମିଳନ ଓ ସୁର୍ପନକା ନାଶା କର୍ଣ୍ଣ ଛେଦନ ନାଟକ ମଂଚସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥପଡାରେ ରାମଜୀ ନାଟକ ସଂସଦ ଦ୍ୱାରା ଆୟୋଜିତ ରାମଲୀଳା ନାଟକ ଭରତ ମିଳନ, ବନ ବିହାର ଓ ପଂଚବଟି ପ୍ରବେଶ, କୁଟିରରେ ରୋଦନ, ସୁର୍ପନକା ନାଶା କର୍ଣ୍ଣ ଛେଦନ, ରାବଣଙ୍କୁ ଯାଇ ଭଉଣୀ ସୁର୍ପନକା ରାବଣଙ୍କ ଦରବାରରେ ପ୍ରକାଶିତ କରିଥିଲେ । ରାବଣ ଉତ୍ତେଜିତ…
Read More...

ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ ଅନୁଷ୍ଠିତ

ତୁରେକେଲା, (ପିତାମ୍ବର ଦୀପ) : ଆମ ପରମ୍ପରା କଳା ବିକାଶ କେନ୍ଦ୍ର ସେମଲା, କଣ୍ଟାବାଞ୍ଜି, ବଲାଙ୍ଗିର ଓ ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ୨ୟ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ ବହୁତ ସୁନ୍ଦର ଭାବରେ ସଫଳ ହୋଇଯାଇଛି । ତୁରେକେଲା ବ୍ଲକ ଅଧିନସ୍ଥ ଢୋଲମାନ୍ଦଲ ଗ୍ରାମର…
Read More...