ବନବାସ ମହାପାତ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ପୂର୍ବତନ ସଭାପତି ତଥା ସମାଜସେବୀ ବନବାସ ମହାପାତ୍ର (୮୪)ଙ୍କର ଗତ ଶୁକ୍ରବାର ରାତିରେ ନିଜ କ୍ଲବପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ କିଛିକାଳ ଅସୁସ୍ଥ ଥିଲେ । ଶନିବାର ସକାଳେ ବିଭୂତିପଡା
Read More...

ମାଣ୍ଡୋସିଲ କ୍ରିକେଟ କପ୍ ଲଖନାକୁ ହରାଇ ସେମିରେ ବାଲିପଟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପରେ ୪ଟି ମ୍ୟାଚ ଖେଲାଯାଇଛି । ପ୍ରଥମ ମ୍ୟାଚରେ ବଖରମାଲକୁ ହରାଇ ଡୁଡୁକିଝରିଆ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଡୁଡୁକିଝରିଆକୁ ହରାଇ ଲଖନା ବିଜୟୀ
Read More...

ନୂଆଦିଲ୍ଲୀରେ ମଣିପୁରର ସୁରକ୍ଷା ସ୍ଥିତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ମଣିପୁରରେ ସ୍ଥାୟୀ ଶାନ୍ତି ଫେରାଇ ଆଣିବା ଏବଂ ଏ ଦିଗରେ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧମାର୍ଚ୍ଚ ୮,୨୦୨୫ ରୁ ମଣିପୁରର ସମସ୍ତ ରାସ୍ତାରେ ଲୋକଙ୍କ ପାଇଁ ମୁକ୍ତ ଯାତାୟତ
Read More...

ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା ବିଷୟରେ ସୂଚନା ବହନ କରୁଥିବା ଯାନଗୁଡ଼ିକୁ ପତାକା…

ଆସନ୍ତୁ ଜନଔଷଧୀ ପାଇଁ ଜନ ଆନ୍ଦୋଳନ ସୃଷ୍ଟି କରିବା : ଜଗତ ପ୍ରକାଶ ନଡ୍ଡାପିଏମ୍‌ବିଜେପି ମାଧ୍ୟମରେ ଗତ ୧୦ ବର୍ଷ ମଧ୍ୟରେ ନାଗରିକମାନଙ୍କର ପ୍ରାୟ ୩୦,୦୦୦ କୋଟି ସଞ୍ଚୟ ହୋଇଛି ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରାସାୟନିକ ଓ ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ
Read More...

ବାବା ବୈଦ୍ୟନାଥ ମନ୍ଦିରରେ ରକ୍ତଦାନ ଶିବିର ୩୦ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଦର ବ୍ଲକ ବରଡୋଳ ଗ୍ରାମରେ ରହିଥିବ ଶୈବପୀଠ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥ ମନ୍ଦିରରେ ମହା ଶିବରାତ୍ରି ଅବସରରେ ଗତ ଚାରିଦିନ ଧରି ଚାଲିଥିବା ଶିବରାତ୍ରି ମୋହତ୍ସବର ଆଜି ଉଦ୍‌ଯାପିତ ଦିବସରେ ବରଡୋଳ ଶିବମନ୍ଦିର କମିଟି ଓ ସାମାଜିକ ଅନୁଷ୍ଠାନ ସଂକଳ୍ପ
Read More...

ଆଦର୍ଶ ଶିକ୍ଷକ ବିଶ୍ଵାମିତ୍ର ବାଗଙ୍କୁ ଭାବପୂର୍ଣ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ବାଗ ଫେବୃଆରୀ ୨୮ ତାରିଖରେ ତଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ
Read More...

ମୁରିବାହାଲ ଗାଁରେ ମହାଶିବରାତ୍ରି ଜାଗର ଯାତ୍ରା

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡବାଙ୍କି ପଞ୍ଚାୟତ ମୁରିବାହାଲ ଗାଁରେ ମହାଶିବରାତ୍ରି ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାଶିବରାତ୍ରି ଜାଗର ବେଢ଼ା ମୁରିବାହାଲ ସ୍ଥିତି ଧୁବଲେଶ୍ୱର ମହାଦେବ ମନ୍ଦିର ଠାରେ ଭକ୍ତମାନେ ମହାଦେବଙ୍କୁ ପୂଜା କରିବା ପାଇଁ ଲମ୍ବା ଧାଢି ରେ
Read More...

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁୁରୀ) : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁ,
Read More...

ହରି ହର ଭେଟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ସ୍ଥିତ ଚିପଟାଇପ ମାର୍କେଟ ଆନୁକୂଲ୍ୟରେ ହରି ହର ଭେଟ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ପୁରୁଣା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ କରି ସେକ୍ଟର ୩ସ୍ଥିତ ରାମ ମନ୍ଦିରରୁ ହରି ଏକ ସୁନ୍ଦର ଗରୁଡ ବିମାନ ଯୋଗେ ଭକ୍ତମାନଙ୍କ ମେଳରେ
Read More...

ଜିଲ୍ଲା ପ୍ରଶାସନ ସହାୟତାରେ ଗାଁକୁ ଗଲା ମୃତକଙ୍କ ଶବ

ବରଗଡ, (ନିରୋଜ କୁମାର ପାଣୀ) : ଘେଁସ ବଡ଼ଜୋର ପାଖରେ ଶୁକ୍ରବାର ଘଟିଥିବା ଏକ ଲୋମ ଟାଙ୍କୁରା ସଡ଼କ ଦୁର୍ଘଟଣାରେ ତିନିଜଣ ପ୍ରାଣ ହରାଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ତେବେ ଆଜି ଶନିବାର ମୃତକଙ୍କ ଶବକୁ ଜିଲ୍ଲା ପ୍ରସାଶନ ବରଗଡ଼ ସହାୟତାରେ ମୃତକଙ୍କ ଗାଁ କୁ ଶବ ପହଁଞ୍ଚାଇବାର
Read More...