ମହିଳାଙ୍କୁ ପୂଜା ନୁହେଁ, ସମ୍ମାନ ଜରୁରି
ନୂଆଦିଲ୍ଲୀ : ମହିଳାଙ୍କୁ ପୂଜା ନୁହେଁ, ସମ୍ମାନ କରିବା ଅଧିକ ଜରୁରି । ଯେଉଁଠାରେ ମହିଳାଙ୍କୁ ସମ୍ମାନ ଦିଆଯାଏ, ସେଠାରେ ଈଶ୍ୱର ବିରାଜମାନ କରନ୍ତି । ଆମକୁ ମାନସିକତା ବଦଳାଇବାର ଅଛି । ଦେଶରେ ଲିଙ୍ଗଗତ ସମାନତା ଏବେ ବି ଅଧୁରା ରହିଛି । ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍!-->…
Read More...
Read More...