ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ଦକ୍ଷତା ଭିତ୍ତିକ ଦୁଇଦିନିଆ କର୍ମଶାଳା ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ (ଓ.ୟୁ.ଏ.ଟି.) ଆନୁକୂଲ୍ୟରେ କଲେଜର ଓଡିଟୋରିୟମ୍ ହଲରେ ଏକ ଦକ୍ଷତା ଭିତ୍ତିକ ଦୁଇଦିନିଆ କର୍ମଶାଳା ଶୁକ୍ରବାର ଉଦୟଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସଵରେ ଚେନ୍ନାଇର ପ୍ରମୁଖ
Read More...

ଦିଗପହଣ୍ଡି କୁଶପଡା ଗ୍ରାମ ପଞ୍ଚାୟତର ପତାଣ୍ଡ ଭାଗବତ ଭବ୍ୟମନ୍ଦିର ପ୍ରତିଷ୍ଠାରମ୍ଭ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ଗ୍ରାମ ପଞ୍ଚାୟତର ପତାଣ୍ଡ ଠାରେ ଭାଗବତ ମନ୍ଦିର ପ୍ରତିଷ୍ଠା ଶୁଭାରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଶିକ୍ଷାଗ୍ରହଣ ସହ ଜଳଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ଅଙ୍କୁରାରୋପଣ ଅଧିବାସ ଅନୁଷ୍ଠିତ
Read More...

ପାଇକମାଲ ହାଇସ୍କୁଲରେ ଅପରାଧିକ ଆଇନ ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଡଃ. ଦ୍ୱାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଇକମାଲ ଥାନା
Read More...

ବୁଡାମାଲ ଠାରେ ନାବାର୍ଡ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ଗାୟତ୍ରୀ କଲ୍ୟାଣ ମଣ୍ଡପ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳିତ ହୋଇଯାଇଛି । ନାବାର୍ଡ ବରଗଡ଼ ଜିଲ୍ଲା ପ୍ରବନ୍ଧକ ହଟ କିଶୋର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଭିନ୍ନକ୍ଷମ ବିଦ୍ୟାଳୟରେ ୨ ଦିନିଆ ବ୍ଲକସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ ପରିସର ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ତତ୍ତ୍ୱବଧାନରେ ଦୃଷ୍ଟିହୀନ ବିଦ୍ୟାଳୟ, ମାନସିକ ଅନଗ୍ରସର ଓ ଶ୍ରବଣ ବାଧିତ ବିଦ୍ୟାଳୟର ମିଳିତ ସହଯୋଗରେ ୨ ଦିନିଆ
Read More...

ବିଜୁଳି ବିଲ୍‌ ନଦେଇପାରିଲେବି କଟାଯିବନି ବିଦ୍ୟୁତ୍ ସଂଯୋଗ

ଭୁବନେଶ୍ୱର : ଖରାଦିନେ ବିଜୁଳି ବିଲ୍‌ ନଦେଇପାରିଲେବି କଟାଯିବନି ବିଦ୍ୟୁତ୍ ସଂଯୋଗ । ଅଘୋଷିତ ବିଦ୍ୟୁତ କାଟ ମଧ୍ୟ ହେବ ନାହିଁ । ଶୁକ୍ରବାର ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜସ୍ୱ ବିଭାଗର ପ୍ରସ୍ତୁତି ବୈଠକରେ ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ
Read More...

ଡେଲାଙ୍ଗରେ ସୁଭଦ୍ରା ରାଲି ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ସୁଭଦ୍ରା ଯୋଜନା ସମ୍ପର୍କରେ ଏକ ସଚେତନତା ପଦଯାତ୍ରା ରାଲି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୨୧ଟି ଗ୍ରାମପଞ୍ଚାୟତ ସାଉରିଆ, ଘନିପୁର, କଲ୍ୟାଣପୁର, ମୁନିନ୍ଦା, ଡେଲାଙ୍ଗ -କୋଠବାଡ଼, ଅରୀଶଲ, ଖେଳାଉରି, ରେଞ୍ଚ, ଜେନାପୁର,
Read More...

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଅଖିଳ ଭାରତୀୟ ସ୍ତରରେ ଏକ ବିକଶିତ ଭାରତ ସମ୍ପର୍କୀତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ଆଜି ମ୍ୟୁନିସିପାଲ ମହାବିଦ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା
Read More...

ନିରାଶ୍ରୟାଙ୍କୁ ମିଳିଲା ଆଶ୍ରୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରାଞ୍ଚଳ ସ୍ଥିତ ରାଧାରାଣୀ ପଡାର ଲକ୍ଷ୍ମୀ ବଗର୍ତ୍ତି ଓରଫ୍‌ ଲକ୍ଷ୍ମୀ ଭୁଏ ଦିର୍ଘ ୩ ବର୍ଷ ହେଲା ସ୍ୱାମୀ ପରିତକ୍ତା ହୋଇ ବହୁତ ଦୁଃଖରେ ସୁଦପଡା ଠାରେ ଜିବନ କାଟୁଥିଲେ । ଶେଷରେ ସମାଜସେବୀ ତଥା ଓ.ବି.ଏମ୍‌ ସଭାପତି ଇଣ୍ଟରନେସନାଲ ହ୍ୟୁମେନ୍‌
Read More...

ଛାତ୍ରଙ୍କୁ ଛୁରାଘାତ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରଙ୍କୁ ପେଟ ଓ ଦେହରେ ଛୁରାଘାତ କରିଥିବା ଅଭିଯୁକ୍ତଙ୍କ ମାମଲାର ବିଚାର କରି ବଲାଙ୍ଗିର ସହକାରୀ ଫୌଜଦାରୀ ଓ ବରିଷ୍ଠ ଦୈୱାନି ଜଜ୍‌ (ଏଲ୍‌ଆର୍‌ଏଣ୍ଡଏଲ୍‌ଟିଭି) ବିଚାରପତି କୁନମୁନ ଆଚାରି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବଲାଙ୍ଗିର ଟାଉନଥାନା ଅନ୍ତର୍ଗତ
Read More...