ଟିଟିଲାଗଡ଼ ଏସ୍‌ବିଆଇ ଲାଇଫ ଇନ୍‌ସୁରେନ୍ସ ଅଫିସରେ ମହିଳା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖ ଦିନ ମହିଳା ଦିବସ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ରାଜଲକ୍ଷ୍ମୀ ଟିଭିଏସ୍‌ ସୋ'ରୁମ ଉପର ମହଲାରେ ଏସବିଆଇ ଲାଇଫ ଇନ୍‌ସୁରେନ୍ସ ଅଫିସରେ ଆନ୍ତର୍ଜାତୀୟ ମହିଳା ଦିବସ ବ୍ରାଞ୍ଚ ମ୍ୟାନେଜର ଲୋକେଶ
Read More...

ଗୁଞ୍ଚିତରା ଗ୍ରାମର ଦୁର୍ଘଟଣାରେ ମୃତ ଛାତ୍ରଙ୍କ ଚକ୍ଷୁଦାନ କଲେ ବାପା ମା

ପୁଅର ସ୍ମୃତି ଉଦ୍ଦେଶ୍ୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ତିଥି ଭୋଜନ ଦେଲେସ୍ୱର୍ଗତ ଛାତ୍ର ଚକ୍ଷୁ ଦାନ କରିଥିବାରୁ ଏହି ମହତ କାର୍ଯ୍ୟ ପାଇଁ ବାପା ଓ ମାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନ ଶିକ୍ଷୟିତ୍ରୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ
Read More...

ଟ୍ରେନ୍‌ ସାମ୍ନାକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଭଦ୍ରକ : ଟ୍ରେନ୍‌ ସାମ୍ନାକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ଯାତ୍ରା କରୁଥିବା ଟ୍ରେନ୍‌ ଓହ୍ଲାଇ ଏକ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ । ମୃତ ବ୍ୟକ୍ତି ହେଲେ କୋଲକାତାର ବିଟୁ ପ୍ରସାଦ ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନ୍‌ ଓ ବାଉଦପୁର ଷ୍ଟେସନ୍‌
Read More...

ଗୁଣ୍ଡୁରୁପୁର ଛକରେ ପାଲଟିଲା ରଣକ୍ଷେତ୍ର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୁଣ୍ଡୁରୁପୁର ଛକରେ ପାଲଟିଲା ରଣକ୍ଷେତ୍ର । ବରଯାତ୍ରୀରେ ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ । ଯେଉଁଥିରେ ଦୁଇଟି ବାଇକ୍‌ ପୋଡ଼ି ଦେଇଥିବା ବେଳେ ଟେକା ପଥର ମାଡ଼ରେ ଉଭୟ ପକ୍ଷରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ
Read More...

ବିଲୁଆ ଆକ୍ରମଣରେ ୪ ଆହତ

ଆଠଗଡ଼ : ଶୌଚ ପାଇଁ ଯାଇଥିବା ବେଳେ ବିଲୁଆ ଆକ୍ରମଣ । ଯେଉଁଥିରେ ୪ ଜଶ ଆହତ ହୋଇଛନ୍ତି । କଟକ ଜିଲ୍ଲା ତିଗିରିଆ ବ୍ଲକ ହରିଶରଣପୁର ଗ୍ରାମରେ ଏଭଳି ଘଟଣା ଘଟିଛି । ସମସ୍ତ ଆହତଙ୍କୁ ବିନ୍ଧାଣୀମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ ହରିଶରଣପୁର ଗାଁର କିଛି
Read More...

୭ବର୍ଷ ପରେ ପୂରଣ ହେଲା ୭ଦିନର ପ୍ରତିଶୃତି

ଦେଓଗାଁରେ ରହିବ ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସପରୀକ୍ଷାମୂଳକ ଭାବେ ରହଣୀ, ଟିକଟ ବୁକିଙ୍ଗ ଉପରେ ଧ୍ୟାନ ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ବର୍ଷର ଦାବୀ, ଆନ୍ଦୋଳନ ଓ ଅପେକ୍ଷା ପରେ ଦେଓଗାଁ ରେଳଷ୍ଟେସନରେ କିଛିଦିନ ମଧ୍ୟରେ ଏକ ଏକ୍ସପ୍ରେସ ଟ୍ରେନ ରହିବା ବୋଲି ଜଣାପଡ଼ିଛି ।
Read More...

ଦେଶକୁ ପୋଷଣ ଏବଂ ନିରାମୟ ଲକ୍ଷ୍ୟପଥରେ ଅଗ୍ରସର କରାଉଛି ପୋଷଣ ଅଭିଯାନ

ନୂଆଦିଲ୍ଲୀ, (ପିଆଇବି) : କିଶୋରୀ ବାଳିକା, ଗର୍ଭବତୀ ମହିଳା, ସ୍ତନ୍ୟପାନକରାଉଥିବା ମାଆ ଏବଂ ୦-୬ ବର୍ଷ ବୟସର ପିଲାମାନଙ୍କ ପୁଷ୍ଟି ଓ ନିରାମୟକୁ ଗୁରୁତ୍ୱାରୋପ କରି ୨୦୧୮ ମସିହାର ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆରମ୍ଭ କରାଯାଇଥିଲା ପୋଷଣ ଅଭିଯାନ । ଆଜି ଏହି ଅଭିଯାନକୁ ୭ ବର୍ଷ
Read More...

୨୦୨୫ ମାର୍ଚ୍ଚ ୧ ରୁ ୭, ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ସହିତ…

ଏହାର ବିଷୟବସ୍ତୁ ରହିଛି : ‘‘ଜନ ଔଷଧୀ : ଦାମ କମ, ଔଷଧ ଉତ୍ତମ’’କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏମ୍ସ ବିଳାସପୁରସ୍ଥିତ ଜନ ଔଷଧୀ କେନ୍ଦ୍ର ପରିଦର୍ଶନ କରି ୭ମ ଜନଔଷଧୀ ଦିବସ ଅବସରରେ ହିତାଧିକାରୀଙ୍କ ସହ ଆଲୋଚନା
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାଭେଲି ଏବଂ ଦମନ ଓ ଦିଉର ସିଲଭାସାରେ ୨୫୮୦…

ଦାଦ୍ରା ଓ ନଗର ହାଭେଲି ଏବଂ ଦମନ ଓ ଦିଉ ଆମର ଗୌରବ ଓ ଐତିହ୍ୟ : ପ୍ରଧାନମନ୍ତ୍ରୀଦାଦରା ଓ ନଗର ହାଭେଲି ଏବଂ ଦମନ ଓ ଦିଉ ଅନେକ ଯୋଜନାରେ ସଂପୂର୍ଣ୍ଣତା ହାସଲ କରିଛନ୍ତି : ପ୍ରଧାନମନ୍ତ୍ରୀଜନ ଔଷଧିର ଅର୍ଥ ହେଉଛି ସୁଲଭ ଚିକିତ୍ସାର ଗ୍ୟାରେଣ୍ଟି ! ଜନ ଔଷଧୀର ମନ୍ତ୍ର ହେଉଛି- ଶସ୍ତା,
Read More...

ଭୁବନେଶ୍ୱର ସହିଦନଗରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର ସହିଦ ନଗରରେ ଭୟାବହ ଅଗ୍ନିକାଣ୍ଡ । ସେଠାରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା । ହୁତୁହୁତୁ ହୋଇ ଜଳିଥିଲା କାରଖାନା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା
Read More...