ନଅଗାଁ(ଖ)ରେ ମାଗଣା ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ(ଖ) ଠାରେ ପଲ୍ଲୀ ଆଲୋକ ପାଠାଗାର ଓ ସଂଜୀବନୀ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଲୋଇସିଂହା ହସ୍ପିଟାଲର ଆୟୁଷ ଡାକ୍ତର ଡ. ସଞ୍ଜୀବ କୁମାର ବିଶ୍ଵାଳଙ୍କ
Read More...

ସକମା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ଲକ ସକମା ପ୍ରାଥମିକ ବିଦ୍ୟାଳୟ ଠାରେ ସ୍କୁଲର ପ୍ରଧାନ ଶିକ୍ଷକ ରାଜ କୁମାର ବରାଡଙ୍କ ସଭାପତିତ୍ୱରେରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଆଚାର୍ଯ୍ୟ କୃଷ୍ଣଦେବ ଶାସ୍ତ୍ରୀ, ମୁଖ୍ୟ ବକ୍ତା ଭାବରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର
Read More...

ଭୀମ ଭୋଇ ମେଡିକାଲ କଲେଜ ପରିସରରେ “ସୁଭଦ୍ରା ଯୋଜନା” ର ଦ୍ଵିତୀୟ କିସ୍ତିର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଡିଟରିୟମ ହଲ, ଭୀମ ଭୋଇ ମେଡିକାଲ କଲେଜ ପରିସରରେ “ସୁଭଦ୍ରା ଯୋଜନା” ର ଦ୍ଵିତୀୟ କିସ୍ତି ହିତାଧିକାରୀ ମାନଙ୍କୁ ପ୍ରଦାନ କରିବା ନେଇ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଗୌରବ
Read More...

ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ, କ୍ରାନ୍ତି ପାଳନ କଲା ଆନ୍ତର୍ଜାତୀୟ ମହିଳା ଦିବସ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନର ଦିବସ । ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ପୁରା ବିଶ୍ୱରେ ମହିଳା ମାନଙ୍କର ଜୀବନରେ ସୁଧାର ଆଣିବା ପାଇଁ ଓ
Read More...

ସୁବର୍ଣ୍ଣପୁର ଜିଲ୍ଲା ଶ୍ରେଷ୍ଠ ଜୁନିୟର ରେଡକ୍ରସ ଜିଲ୍ଲା ଭାବରେ, ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ଶତ ପ୍ରତିଶତ ସ୍କୁଲରେ ଜୁନିୟର ରେଡକ୍ରସ ୟୁନିଟ ଦ୍ୱାରା ପ୍ରାଥମିକ ଚିକିତ୍ସା ସେବା, ପ୍ରାକୃତିକ ବିପର୍ଯ୍ୟୟ, ସଡ଼କ ସୁରକ୍ଷା, ରକ୍ଷକ, ସ୍ଵେଚ୍ଛାକୃତ ରକ୍ତଦାନ, ଶିଶୁ ସୁରକ୍ଷା, ଟବାକୋ ବ୍ୟବହାର ରୋକିବା, ଏଚ୍ଆଇଭି ଏଡସ ସଚେତନତା,
Read More...

ବିଧାନସଭାରେ ଅନନ୍ତ ଦାସଙ୍କ ମର ଶରୀର

ଭୁବନେଶ୍ୱର : ବିଧାନସଭାରେ ପୂର୍ବତନ ମନ୍ତ୍ରୀ ତଥା ୪ ଥରର ବିଧାୟକ ଅନନ୍ତ ଦାସଙ୍କ ମରଶରୀର । ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ସବୁ ଦଳର ରାଜନେତାମାନେ,ଏହା ପୂର୍ବରୁ ଭୁବନେଶ୍ୱର ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଭିଡ ଲାଗିଥିଲା । ଭୋଗରାଇର ଏହି ପୂର୍ବତନ
Read More...

ଋଣ ଦେବା ନାଁରେ ଠକେଇ, ଯୁବକଙ୍କୁ ମାଡ଼ ମାରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଆଠଗଡ଼ : ଋଣ କରେଇ ଦେବା ନାଁରେ ଠକେଇ ଅଭିଯୋଗ । ଜଣେ ଯୁବକଙ୍କୁ ଧରି ମାଡ଼ ମାରି ପୋଲିସ ଜିମା ଦେଲେ ଗ୍ରାମବାସୀ । କଟକ ତିଗିରିଆ ହାଟମାଳ ପଞ୍ଚାୟତରେ ଘଟିଛି ଏହି ଘଟଣା । ଅଟକ ଯୁବକ ଜଣକ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ତିଗିରିଆ ଅଞ୍ଚଳରେ ଘରୋଇ ସଂସ୍ଥା ପକ୍ଷରୁ ଋଣ କରେଇ ଦେବା
Read More...

ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳା ମାନେ ନିଜେ ନିଜକୁ ପରିବର୍ତ୍ତନର ଆହ୍ୱାନ

ବରଗଡ଼, (ନିରୋଜ କୁମାର ପାଣୀ) : ଯେତେ ଦିନ ପର୍ଯ୍ୟନ୍ତ ନାରୀ ସ୍ଵୟଂ ନିଜକୁ ନିଜେ ନ ଚିହ୍ନିଛି ଏବଂ ଜଣେ ନାରୀ ଅନ୍ୟ ନାରୀ ପ୍ରତି ସମ୍ମାନବୋଧ ନରଖିଛି ସେତେ ଦିନ ପର୍ଯ୍ୟନ୍ତ ନାରୀ ସଶକ୍ତ ହୋଇ ପାରିବ ନାହିଁ । ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ପାଳିତ ଆନ୍ତର୍ଜାତିୟ ମହିଳା ଦିବସ
Read More...

ଆନ୍ତର୍ଜାତୀୟ ମହିଳା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡ୍ ରିବନ୍ କ୍ଲବ ଓ ରେଡ୍‌କ୍ରସ୍ ୟୁନିଟ ଆନୁକୂଲ୍ୟରେ ଓଡିଶା ଏଡ୍‌ସ୍‌ ନିୟନ୍ତ୍ରଣ ସମାଜ ପକ୍ଷରୁ ମହାବିଦ୍ୟାଳୟ ଐତିହ୍ୟ କକ୍ଷରେ ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର
Read More...

ହ୍ୟୁମାନିଟି ଫାଉଣ୍ଡେସନର ଅନ୍ତଃର୍ଜାତୀକ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ମହିଳା ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ସେକ୍ଟର ୪ସ୍ଥିତ ହୋଟେଲ ଲୀଲା ଠାରେ ଅନ୍ତଃର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳନ କରିଛି । ଅନୁଷ୍ଠାନର ସଭାପତି ଦୀପ୍ତି ସୁନ୍ଦରାୟଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦିକା ଲୀନା
Read More...