ଲଖମରାରେ ବଜ୍ରପାତ ପରିବାରର ୨ ମୃତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲଖମରାରେ ବଜ୍ରାଘାତରେ ଗୋଟିଏ ପରିବାରର ୨ଜଣ ମୃତ । ମୃତ ଦୁଇଜଣ ହେଲେ ଲଖମରା ଗ୍ରାମର ଆଶିଷ ମେହେର ଓ ତାଙ୍କର ବଡ଼ମା ମମତା ମେହେର । ଆଜି ସକାଳୁ ସାମାନ୍ୟ ବର୍ଷା ପାଗ ଲାଗି ରହିଥିବା ବେଳେ ଉଭୟ ମାଁ ପୁଅ ନିଜର ଚାଷ ଜମିକୁ ଯାଇଥିଲେ!-->…
Read More...
Read More...