ବାଳିକା ପ୍ରତି ଭେଦଭାବର ଚିତ୍ର ଦେଖାଇଲା ନାଟକ ‘ ମୁଁ କାହିଁକି ଅଲଗା ‘ ମଞ୍ଚସ୍ଥ
ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଶିକ୍ଷା ଅଧୀନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିରିପାଲିରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିଆରସିସି ସଞ୍ଜୟ କୁମାର ପଟେଲ ମୁଖ୍ୟ ଅତିଥି, ବୁଲୁ ମାଝୀ, ନୂଆଦେଇ କୁମ୍ଭାର ଓ ପ୍ରଧାନ ଶିକ୍ଷକ ଚୈତନ୍ୟ!-->…
Read More...
Read More...