ଅଷ୍ଟ୍ରେଲିଆର ସିଏସ୍ଆଇଆର୍‌ଓ ଏବଂ ଭୁବନେଶ୍ୱର ଆଇଏମ୍ଏସ୍‌ଟି ମଧ୍ୟରେ ବୁଝାମଣା

ଭାରତରେ ଟାଇଟାନିୟମ ସମ୍ଭାବନାକୁ ବିକଶିତ କରିବା ପାଇଁ ଆଇଏମ୍ଏମ୍‌ଟିରେ ଖୋାଲିବ ଗବେଷଣା ପ୍ରକଳ୍ପ ଭୁବନେଶ୍ୱର, (ପିଆଇବି) : ସିଏସ୍ଆଇଆର୍ ନିଜର ପରୀକ୍ଷାଗାର ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ- ଆଇଏମ୍ଏମ୍‌ଟି ମାଧ୍ୟମରେ ଅଷ୍ଟ୍ରେଲିଆର ଜାତୀୟ ବିଜ୍ଞାନ ସଂସ୍ଥା- ସିଏସ୍ଆଇଆର୍‌ଓ
Read More...

ନୂଆଦିଲ୍ଲୀରେ ଯୋଗ ମହୋତ୍ସବ-୨୦୨୫କୁ ଉଦଘାଟନ କରିଛନ୍ତି ପ୍ରତାପ ରାଓ ଯାଦବ

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ର ୧୦୦ ଦିନ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛିଯୋଗ କେବଳ ଜୀବନଶୈଳୀ ନୁହେଁ ବରଂ ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରଖିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ : ପ୍ରତାପ ରାଓ ଯାଦବ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ), ଆୟୁଷ
Read More...

ଅହମ୍ମଦାବାଦରେ ୧୪୬ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ବର୍ତ୍ତମାନ ଦ୍ୱିତୀୟ ସର୍ବବୃହତ ସଡ଼କ ନେଟୱାର୍କ, ତୃତୀୟ ସର୍ବବୃହତ ମେଟ୍ରୋ ରେଳ ନେଟୱାର୍କ ଏବଂ ବିଶ୍ୱର ଚତୁର୍ଥ ସର୍ବବୃହତ ରେଳ ନେଟୱାର୍କ ପାଇଁ ଗର୍ବିତପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦ ବର୍ଷର କାର୍ଯ୍ୟକାଳରେ ସ୍ୱାଧୀନତା ପରଠାରୁ
Read More...

ଆନିମେସନ୍ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତା : ୱେଭସ୍ ୨୦୨୫ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମନୋନିତ ହେଲେ ୭୮ ନିର୍ମାତା

● ଲଣ୍ଡନରୁ ବାଲି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ପ୍ରତିଯୋଗୀଙ୍କୁ ସୁଯୋଗ ଦେଲା ୱେଭ୍ସ ନୂଆଦିଲ୍ଲୀ, (ପିଆଇବି) : ଅସାଧାରଣ ଆନିମେସନ ପ୍ରତିଭାଙ୍କୁ ସୁଯୋଗ ଦେବ ୱେଭ୍ସ ୨୦୨୫ । ୱେଭ୍ସ ସମ୍ମିଳନୀ ଅଧୀନରେ ଆନିମେସନ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡ ପାଇଁ ୭୮ ଜଣ
Read More...

ସଇଁତଲାରେ ସାଂସଦ ପ୍ରତିନିଧିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସଇଁତଲା, (ଖୁସି ରାନି ସାହୁ) : ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ସଇଁତଲା ବ୍ଲକ ପ୍ରତିନିଧି ଭାବେ ଗଦାଧର ବଗର୍ତ୍ତିଙ୍କୁ ଦାୟିତ୍ୱ ତୁଲାଇବା ପାଇଁ ମନୋନୀତ କରାଯାଇ ଥିବାବେଳେ ଆଜି ବ୍ଲକ କାର୍ଯ୍ୟାଳୟରେ ଶ୍ରୀ ବଗର୍ତ୍ତିଙ୍କୁ ବିଜେପିର କର୍ମକର୍ତ୍ତାମାନେ ଉପଢୌକନ ଓ ଫୁଲତୋଡ଼ା
Read More...

ଜରାସିଂହାରେ ହୋଲିକା ଦହନ ପର୍ବ ସମାପନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାରେ ଗୁରୁବାର ଦିନ ହୋଲିକା ଦହନ ପର୍ବ ସମାପନ ହୋଇଯାଇଛି । ଏହି ହୋଳିକା ଦହନ ପର୍ବରେ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ବୋଲି ଲୋକଙ୍କ ମନରେ ଧାରଣା ରହିଆସିଛି । ଲୋକେ ନକରାତ୍ମକ ଶକ୍ତିରୁ ଦୂରେଇ ରହିବା, ମନ୍ଦ ଆଖିରୁ ରକ୍ଷା କରିବା
Read More...

ସାଲେପାଲି ଭାଗବତ ମନ୍ଦିର ପ୍ରତିଷ୍ଠା ବାର୍ଷିକୋତ୍ସବ ଉପଲକ୍ଷେ ପାରାୟଣ ପଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ରାଧାକୃଷ୍ଣ ଭାଗବତ ମନ୍ଦିର ପରିସରରେ ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଦ ପାରାୟଣ ଆୟୋଜିତ ହେଉଛି । ଦିବଂଗତ ଗୌତମ ପ୍ରସାଦ ମେହେର ଏବଂ ଗାର୍ଗବ ପ୍ରସାଦ ମେହେରଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଭାଗବତ ମନ୍ଦିରରେ ପ୍ରତିବର୍ଷ ମନ୍ଦିର
Read More...

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ ) : ଭଗବାନ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉତ୍ସବ-୨୦୨୫ ଉପଲକ୍ଷେ ମେଳଣ ପରିଚାଳନା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଓଁ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପ୍ରାଙ୍ଗଣରେ
Read More...

ପାଇକମାଲ ହାଇସ୍କୁଲରେ ପ୍ରସ୍ତୁତି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚବିଦ୍ୟାଳୟରେ ପଞ୍ଚ ଦିବସୀୟ ପ୍ରସ୍ତୁତି ଶିବିର ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଡିଓ ପ୍ରଫୁଲ୍ଲ
Read More...

ଏକାଦଶାହ କାର୍ଯ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ଏକାଦଶାହ କାର୍ଯ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବିଦ୍ୟୁତ ବିଭାଗ ଏସଡିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ମାୟାଧର ପ୍ରଧାନ (୪୮)ଙ୍କ ଗତ ତିନି ତାରିଖ ଅକାଳ
Read More...