ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ

ପ୍ରକୃତ ଦୋଷୀକୁ ଧରାଯାଇ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ - ଭରସା ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ ।
Read More...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିରର ଜିଲ୍ଲା ସମିକ୍ଷା ଓ ଯୋଜନା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିରର ଜିଲ୍ଲା ସମିକ୍ଷା ଓ ଯୋଜନା ବୈଠକ ବଲାଙ୍ଗିର ସ୍ଥିତ ଆର୍ଯ୍ୟ ସମାଜଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଶୈକ୍ଷିକ ସମସ୍ୟା ସହ ଏବିଭିପି ବଲାଙ୍ଗିରର ଆଗାମୀ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ
Read More...

ଭୋଟର କାର୍ଡ ସହ ଲିଙ୍କ ହେବ ଆଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ୍ କରା‌ଯିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ନିର୍ବାଚନ କମିଶନ ଓ ୟୁଆଇଡିଏଆଇ (ଭାରତର ଏକକ ପରିଚୟପତ୍ର ପ୍ରାଧିକରଣ) ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏଥିପାଇଁ ସହମତି
Read More...

ଭରସୂଜା ସରପଂଚ ହେଲେ ନିଲମ୍ବିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ସରପଂଚ ଶ୍ରୀମତୀ ପ୍ରମିଳା ସାହୁ ସରପଂଚ ପଦବୀରୁ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପୂର୍ବତନ କାର୍ଯ୍ୟନୀର୍ବାହି ଅଧିକାରୀ ରାଜକିଶୋର ପୋଢଙ୍କ ସହ ମିଶି ବିଭିନ୍ନ ଉନ୍ନୟନ ମୂଳକ
Read More...

ବିଶିଷ୍ଟ ନାଟ୍ୟକାର ବ୍ରଜମୋହନ ମିଶ୍ର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ତଥା ଜାତୀୟ ସ୍ତରରେ ନାଟ୍ୟଜଗତରେ ସୁନାମ ଅର୍ଜନ କରିଥିବା ନାଟ୍ୟକାର ବ୍ରଜମୋହନ ମିଶ୍ର (୮୯)ଙ୍କ ଆଜି ସକାଳୁ ଦେହାନ୍ତ ହୋଇଯାଇଥିବା ସୁଚନା ମିଳିଛି । ମିଳିଥିବା ଖବର ଅନୁସାରେ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍‌ପିଟାଲରେ
Read More...

ଖପ୍ରାଖୋଲ ଅବକାରୀ ବିଭାଗକୁ ବଡ ଧରଣର ସଫଳତା : ୧୦୨ କ୍ୱିଣ୍ଟାଲ ମହୁଲ ଫୁଲ ଜବତ, ଜଣେ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅବକାରୀ ବିଭାଗକୁ ଆଜି ଏକ ବଡ଼ ସଫଳତା ମିଳିଛି । ଜିଲ୍ଲା ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବଲାଙ୍ଗିର ଡ଼ିଏସ୍‌ଇ ହରିହର ଧୋଳଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ବଲାଙ୍ଗିର ଜିଲ୍ଲା ଅବକାରୀ
Read More...

ସମୀର ମହାନ୍ତି ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍‌ର ନୂଆ ସଭାପତି

କଟକ : ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍‌ର ନୂତନ ସଭାପତିଙ୍କ ନାଁ ଏକ ପ୍ରକାର ନିଶ୍ଚିତ ହୋଇଛି । ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପରବର୍ତ୍ତୀ ସଭାପତି ହେବେ । ଏହି ପଦ ପାଇଁ ସମୀରଙ୍କ ବ୍ୟତୀତ ଅନ୍ୟ କେହି ଆବେଦନ କରିନାହାନ୍ତି । ତେଣୁ ସେ
Read More...

ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଠାରେ ବୁଧବାର ବାର୍ଷିକ ଉତ୍ସବ - ୨୦୨୫ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗରୁଡଧ୍ଵଜ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ
Read More...

ବିଜେଡି ଛାଡି ବିଜେପି ସାମିଲ ହେଲେ ମୁକେଶ

ସଇଁତଲା, (କେପିଏନ୍‌ଏସ୍‌) : ମୁକେଶ ଜୈନଙ୍କ ଘରବାହୁଡ଼ା । ବିଜେଡି ଛାଡି ବିଜେପିରେ ସାମିଲ ହେଲେ ମୁକେଶ । ଚଳିତ ବର୍ଷ ନିର୍ବାଚନରେ ବିଜେପିରୁ ଟିକଟ ନ ମିଳିବାରୁ ବିଜେପି ଛାଡି ବିଜେଡ଼ିରେ ସାମିଲ ହୋଇଥିଲେ । ହେଲେ ବିଜେଡ଼ିର କାର୍ୟ୍ୟକଲାପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଜେଡ଼ି ଛାଡି
Read More...

ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଥିଲେ କେଦାର, ଦୀର୍ଘ ୧୮ବର୍ଷ ପରେ ଫେରିଲେ ଗାଁକୁ

ଖଲ୍ଲିକୋଟ : ଦାଦନ ଖଟିବାକୁ ଯାଇ ଗାଁକୁ ଫେରୁଥିଲେ, ହେଲେ ବାଟରେ ନିଖୋଜ ହୋଇଗଲେ । ୧୮ ବର୍ଷ ପରେ ଫେରିଲେ ଗାଁକୁ । ଏହା କୌଣସି ସିନେମାର କାହାଣୀ ନୁହେଁ । ଏ ହେଉଛି ଜଣେ ଦାଦନ ଶ୍ରମିକଙ୍କ ବାସ୍ତବ କଥା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ବାରସର ଗାଁରେ ।
Read More...