ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ସଭାଗୃହ ଠାରେ ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର ନୂତନ କର୍ମକର୍ତ୍ତା ଆସନ୍ତା ୫ ବର୍ଷ ପାଇଁ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଛନ୍ତି । ନୂତନ ସଭାପତି ଅକ୍ଷୟ କୁମାର ରଣା, ସମ୍ପାଦକ ଅନିଲ ରଣା, ସହ-ସଂପାଦକ ଅନାଦି ରଣା, କୋଷାଧ୍ୟକ୍ଷ
Read More...

ଦାଦନ ଅରକ୍ଷିତ ପାଇଁ ଦଇବ ସାଜିବ କିଏ

ଜୟପାଟଣା, (ଶେଷ ଦେବ ବେହେରା) : ଚାଳିଶ ଡିଗ୍ରୀ ତାତିରେ ମଣିଷ ଠାରୁ ଆରମ୍ଭ କରି କୀଟ ପତଙ୍ଗ ପର୍ଯ୍ୟନ୍ତ ଅସ୍ତ ବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ଏମିତି ବି ମଣିଷ ଅଛନ୍ତି ଯେଉଁ ମାନଙ୍କୁ ପରିସ୍ଥିତି ବାଧ୍ୟ କରିଛି ଖୋଲା ଛାତ ଉପରେ ପାଳ ଖଣ୍ଡିଏ ଢାଙ୍କି ଦିନ କଟିବାକୁ । ସେମାନଙ୍କ ପାଇଁ ସମସ୍ତ
Read More...

ଆମେ ଓଡିଆ’ର ‘ଆମ ସଂସ୍କୃତି ଓ ଆମ ପରମ୍ପରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମେ ଓଡିଆ ରାଉରକେଲା ଶାଖା ତରଫରୁ ବିଭିନ୍ନ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ୪ଟି ପର୍ଯ୍ୟାୟରେ ଆମ ସଂସ୍କୃତି ଓ ଆମ ପରମ୍ପରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ପଖାଳ ଦିବସ ପାଳନ ପରିପ୍ରେକ୍ଷୀରେ ଆମର ମହାନ ସଂସ୍କୃତି ଓ ପରମ୍ପରାକୁ
Read More...

ରାଉରକେଲା କଲେଜ ଦ୍ୱାରା ବିଶ୍ୱ ପଖାଳ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଖାଦ୍ୟ ପରମ୍ପରାର ଏକ ବୈଶ୍ୱିକ ରୂପ 'ବିଶ୍ୱ ପଖାଳ ଦିବସ' । ଆହା ଜୀବନ ଧନ ମୋ ପଖାଳ କଂସା' ଶୀର୍ଷକ ସହ ମହାସମାରୋହରେ ଏହି ଦିବସଟି ପାଳନ କରାଯାଇଛି । ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଭୃଷଙ୍ଗାପତ୍ର, ଦହି,
Read More...

ସୂଚନା ଅଧିକାର ଆଇନ-୨୦୦୫ ସମ୍ପର୍କୀତ ଜିଲ୍ଲା ସ୍ତରୀୟ କର୍ମଶାଳା-ତଥା ପ୍ରଶିକ୍ଷଣ ଶିବିର

ବାରିପଦା, (ଦେବସ୍ମିତ ଚୌଧୁରୀ) : ସୂଚନା ଅଧିକାର ଆଇନର ୨୦୦୫ର ଅଧିନିୟମର ପୂର୍ଣ୍ଣାଙ୍ଗ କାର୍ଯ୍ୟନ୍ଵୟନ ଉଦ୍ଦେଶ୍ୟରେ ଆଜି ବାରିପଦା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା
Read More...

ମୁଖ୍ୟ କେନାଲରେ ବୁଡି ନାବାଳିକା ମୃତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡାରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ସକାଳେ ଗାଧେଇବାକୁ ଯାଇ ଜଣେ ନାବାଳିକା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ବୁଡି ମୃତ୍ୟୁ ବରଣ କରିଛି । ସୂଚନାଯୋଗ୍ୟ ଯେ, କେନ୍ଦୁଗୁଡାର ମହେନ୍ଦ୍ର
Read More...

ମୋଦୀଜୀଙ୍କ ପୂର୍ବ ଜନ୍ମ ଛତ୍ରପତି ଶିବାଜୀ : ପାର୍ଲାମେଣ୍ଟ ଓ ଦେଶରେ ଚର୍ଚ୍ଚା ଓ ବିବାଦ ପରେ, ସାମନାକୁ ଆସିଲେ ସନ୍ଥ…

ବରଗଡ, (ନିରୋଜ କୁମାର ପାଣୀ) : ଗତ ୨ ଦିନ ତଳେ ଲୋକସଭାରେ ରେଲୱେ ଖର୍ଚ୍ଚ ଦାବୀ ଉପରେ ହେଉଥିବା ଆଲୋଚନାରେ ଭାଗନେଇ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପାହାଡ ଅଞ୍ଚଳର ଜଣେ ସାଧୁ ଗିରିଜା ଶଙ୍କର ଦାସଙ୍କ ତତ୍ୱକୁ କହିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଜନ୍ମରେ
Read More...

ତାରାତାରିଣୀ ଯାତ୍ରାରେ ସାମିଲ ହେଲେ ଛତ୍ରପୁର ସେବା ଦଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ମା' ତାରାତାରିଣୀଙ୍କର ଚୈତ୍ର ମେଳା ଯାତ୍ରା । ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ଯାତ୍ରାରେ ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଛତ୍ରପୁରର ୪୦ଜଣିଆ
Read More...

ବିଧାନସଭାରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ହୁଇସିଲ ବଜାଇ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର : କଂଗ୍ରେସ ବିଧାୟକ ହୁଇସିଲ୍ ବଜେଇଲେ । ବାଚସ୍ପତି ବିଧାନସଭାକୁ ମୁଲତବି ଘୋଷଣା କଲେ । ଗୁରୁବାର ବିଧାନସଭାରେ ଦେଖିବାକୁ ମିଳିଥିବା ରୋଚକ ଦୃଶ୍ୟ । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୋକ ପ୍ରସ୍ତାବ ଆଗତ କରିବା ପରେ, ଗୃହରେ ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ । ତେବେ
Read More...

ଶୋଷଣ କରି ପକେଟ ଗରମ କରୁଛନ୍ତି ବେପାରୀ

ନୀଳଗିରି : ଆସିଯାଇଛି ଖରା ମହକୁଛି ମହୁଲ ଫୁଲ । ହେଲେ ପୁରୁନି ପେଟ । ହିତାଧିକାରୀଙ୍କ ମିଳୁନି ମହୁଲ ଫୁଲର ଉଚିତ ମୂଲ୍ୟ । ହିତାଧିକାରୀଙ୍କୁ ଶୋଷଣ କରି ପକେଟ ଗରମ କରୁଛନ୍ତି ବେପାରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଆଦିବାସୀ ବ୍ଲକରୁ ଆସିଛି ଏମିତି ସଂଗୀନ ଅଭିଯୋଗ । ନୀଳଗିରିରେ ଅନେକ ଚୋରା
Read More...