ଚଲକିରେ କୃଷକ ଉତ୍ପାଦକ କମ୍ପାନୀର ବ୍ଲକସ୍ତରୀୟ ସମନ୍ୱୟ ଓ ସଚେତନତା ବୈଠକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ଚଲକି ଛକସ୍ଥିତ ଗିରି ଗୋବର୍ଦ୍ଧନ ମନ୍ଦିର ପ୍ରାଙ୍ଗଣରେ ମୁରିବାହାଲର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ, ମହାଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଭାରତ ସରକାରଙ୍କ ନାବାର୍ଡ ସହାୟତାରେ ବ୍ଲକସ୍ତରୀୟ
Read More...

ଏମ୍‌.ଶ୍ରୀଗିଡା ୟୁପି ସ୍କୁଲରେ ବିଦାୟ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଏମ୍‌.ଶ୍ରୀଗିଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୈଳାସ ରାଜହଂସଙ୍କ ଅଧ୍ୟକ୍ଷତାରେ ସିଆର୍‌ସିସି ସୀତାରାମ ଦୀପ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ନବସାକ୍ଷର ମାନଙ୍କ ପରୀକ୍ଷା

ଜୟପାଟଣା, (ଶେଷଦେବ ବେହେରା) : ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଜୟପାଟଣା ଅନ୍ତର୍ଗତ ସମସ୍ତ ୧୨ଟି ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ୧୪୫ଟି ପରୀକ୍ଷା କେନ୍ଦ୍ରରେ ୧୪୪୮ ଜଣ ନବସାକ୍ଷର ପରୀକ୍ଷାର୍ଥୀଙ୍କ ପରୀକ୍ଷା ସଫଳତାର ସହିତ ଅନୁଷ୍ଠିତ
Read More...

ପ୍ରଶାନ୍ତ ଦାଶ ହେଲେ ପଶ୍ଚିମ ଓଡ଼ିଶା ଶ୍ରୀ – ୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆମେଚର୍‌ ବଡ଼ି ବିଲ୍‌ଡର୍ସ ଆସୋସିଏସନ୍‌ ତରଫରୁ ଆୟୋଜିତ ପଶ୍ଚିମ ଓଡ଼ିଶା ଶ୍ରୀ -୨୦୨୫ରେ ପ୍ରଶାନ୍ତ ଦାସ ଚାମ୍ପିୟନ ଅଫ୍‌ ଚାମ୍ପିଆୟନ୍ସ ଆକ୍ଷା ଲାଭ କରିଛନ୍ତି । ବିକ୍ରମ ଛକ୍‌ ପାର୍କିଂ ସ୍ଥାନରେ ଆୟୋଜିତ ହୋଇ ଯାଇଥିବା ୱେଷ୍ଟର୍ଣ୍ଣ
Read More...

ଘାଟି ତଳକୁ ଖସିଲା ଟ୍ରାକ୍ଟର : ୧ ମୃତ, ୪ ଗୁରୁତର

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ରାସ୍ତାରେ ହେଲା ଅଘଟଣ । ଘାଟି ତଳକୁ ଖସିଲା ଟ୍ରାକ୍ଟର । ଏପରି ଏକ ଲୋମ ଟାଙ୍କୁରା ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ବୁଡୁବାଲି ପଞ୍ଚାୟତ ପେନାକାଡୁ ଆଦିବାସୀ ଗ୍ରାମରେ । ସୂଚନାଯୋଗ୍ୟ ଯେ, ସକାଳ ପ୍ରାୟ ୧୦ଟାରେ ପେନାକାଡୁ ଗ୍ରାମକୁ
Read More...

ତିନିଦିନଆ ବସନ୍ତ ମହୋତ୍ସବ ‘ହେ ବସନ୍ତ’ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସଂସ୍କୃତି ବିକାଶ ପରିଷଦ ଏବଂ ଛତ୍ରପୁର ରୋଟାରୀ କ୍ଲବ ଆନୁକୂଲ୍ୟରେ ସାହିତ୍ୟ, ସଂସ୍କୃତି, ସମନ୍ୱୟର ଅପୂର୍ବ ସମାରୋହ ତିନିଦିନଆ ବସନ୍ତ ମହୋତ୍ସବ "ହେ ବସନ୍ତ" ଉଦ୍‌ଘାଟିତ ହୋଇଯାଇଛି । ମହୋତ୍ସବର ପ୍ରଥମ ଦିବସରେ ଆୟୋଜିତ କବିସୂର୍ଯ୍ୟ ବଳଦେବ ରଥ
Read More...

ପାରିବାରିକ କଳହରୁ କାକା ଓ ଦୁଇ ପୁତୁରା ମଧ୍ୟରେ କଟୁରୀରେ ହଣାହଣି : ୩ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ଗ୍ରାମରେ ପୂର୍ବ ଶତ୍ରୁତା ଓ ପାରିବାରିକ କଳହକୁ ନେଇ ଜଣେ ସମ୍ପର୍କୀୟ କାକା ଓ ତାଙ୍କ ଦୁଇ ପୁତୁରା ମଧ୍ୟରେ ଧାରୁଆ କଟୁରୀରେ ହଣାହଣି ହେବାରୁ ତିନିଜଣ ଗୁରୁତରଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା
Read More...

ତୀର୍ଥ ପୁଷ୍କରିଣୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ପୁରୀ : ପୁଷ୍କରିଣୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ମୃତ ଯୁବକ ଜଣକ ହେଲେ ବାଲେଶ୍ୱର ବସ୍ତା ଅଞ୍ଚଳର ଗୋବିନ୍ଦ ବିନ୍ଧାଣି । ମୃତ୍ୟୁର କାରଣ ଅସ୍ପଷ୍ଟ । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ପୁରୀର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା,
Read More...

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରାରେ ଆଦାନୀ ଫାଉଣ୍ଡେସନର ସହଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ରପର୍ବ ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲାବେଳେ ଏଥିରେ ସହଯୋଗର ହାତ ବଢାଇଛି ଆଦାନୀ ଫାଉଣ୍ଡେସନ ।
Read More...

ବାଇକ୍‌ରେ ଆସି ସୁନା ଅଳଙ୍କାର ଝାମ୍ପିନେଲେ ୩ ଦୁର୍ବୃତ୍ତ

ଭୁବନେଶ୍ୱର : ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଲୁଟ୍‌ । ୨ ଜଣ ମହିଳାଙ୍କ ବେକରେ ଛୁରୀ ଲଗାଇ ଚେନ୍ ଓ ମଙ୍ଗଳସୁତ୍ର ଲୁଟି ନେଲେ ୩ ମୁଖା ପିନ୍ଧା ଦୁର୍ବୃତ୍ତ । ଲୁଟର ଶୀକାର ହୋଇଥିବା ମହିଳାମାନେ ହେଲେ ରାବଣା ଆମ୍ମା ଓ ହେମ କୁମାରୀ । କୋରାପୁଟ ଜିଲ୍ଲା ଜୟପୁରର ପୁରୁଣାଗଡ ଅଞ୍ଚଳରେ ଏଭଳି
Read More...