ଅଧରାତିରେ ଘରେ ଲାଗିଲା ନିଆଁ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍‌) : ଅଧରାତିରେ ଘରେ ଲାଗିଲା ନିଆଁ । ଜଳିପୋଡି ପାଉଁଶ ହେଲା ଘର । ଏମିତି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମ ପଞ୍ଚାୟତ ର ଲକ୍ଷ୍ମୀପୁର , ପାଣ୍ତ୍ରାମୁଣ୍ତା ଗ୍ରାମରେ । ସୂଚନା ଯୋଗ୍ୟ ଯେ, ପାଣ୍ତ୍ରାମୁଣ୍ତା
Read More...

ସୁର ତରଙ୍ଗର ମାସିକ ଓଡ଼ିଆ ସ୍ପେସିଆଲ ସଂଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଅଗ୍ରଣୀ କ୍ରୀଡା, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସେୟାର’ର ସଙ୍ଗୀତ ଶାଖା ‘ସୁର ତରଙ୍ଗ’ ଆନୁକୂଲ୍ୟରେ ରାଉରକେଲା କ୍ଲବ ଠାରେ ମାର୍ଚ୍ଚ ୨୩ ତାରିଖରେ ଅନୁଷ୍ଠିତ ମାସିକ ସଙ୍ଗୀତ କାର୍ଯ୍ୟକ୍ରମରେ ଓଡ଼ିଆ ସ୍ପେସିଆଲ ସଂଗୀତ ପରିବେଷଣ
Read More...

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବାଙ୍ଗରିପୋଷୀ ଓ ବିଶୋଇ ବ୍ଲକର କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ

ପ୍ରଭାବିତ ଲୋକଙ୍କୁ ଅତିଶୀଘ୍ର ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯିବ ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଗତ ୨୦-୦୩-୨୦୨୫ ରିଖ ପ୍ରବଳ କୁଆପଥର ଝଡ଼ରେ କ୍ଷତିଗ୍ରସ୍ତ ହୋଇଥିବା
Read More...

ରାୟପୁର ଠାରେ ଛତିଶଗଡ଼ ବିଧାନସଭାର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି

● ନୟାଗଡ଼ କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ କରିବେ ଅଂଶଗ୍ରହଣ ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଛତିଶଗଡ଼ ଏବଂ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ରାୟପୁରଠାରେ ଛତିଶଗଡ଼ ବିଧାନସଭାର ରୌପ୍ୟ ଜୟନ୍ତୀ ସମାରୋହରେ
Read More...

ଓଡ଼ିଶା ଗସ୍ତ ସମୟରେ ସହରାଞ୍ଚଳ ବିକାଶ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ସହରାଞ୍ଚଳ ବିକାଶ ସହ ଜଡିତ ପ୍ରମୁଖ ପଦକ୍ଷେପ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ପ୍ରଗତି ସମୀକ୍ଷା କରିଛନ୍ତି । ଓଡ଼ିଶାର ସହରାଞ୍ଚଳ କେନ୍ଦ୍ରଗୁଡ଼ିକର ସମ୍ଭାବନା
Read More...

ସ୍ଥଳଭିତ୍ତିକ ବାୟୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ପ୍ରଣାଳୀ ନିୟୋଜନ ଶୀର୍ଷକ ବୈଷୟିକ ଆଲୋଚନା ଚକ୍ର

ନୂଆଦିଲ୍ଲୀ, (ପିଆଇବି) : ଆର୍ମି ଏୟାର ଡିଫେନ୍ସ କଲେଜ ଗୋପାଳପୁର ପକ୍ଷରୁ ୨୧ - ୨୨ ମାର୍ଚ୍ଚ ୨୦୨୫ରେ ’ସ୍ଥଳଭିତ୍ତିକ ବାୟୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ପ୍ରଣାଳୀର ନିୟୋଜନରେ ବୈଷୟିକ ଏବଂ ରଣନୀତିକ ଉନ୍ନତି ଏବଂ ସାମ୍ପ୍ରତିକ ସଂଘର୍ଷରୁ ଶିକ୍ଷା' ଶୀର୍ଷକ ଦୁଇ ଦିନିଆ ବୈଷୟିକ ଆଲୋଚନା ଚକ୍ର
Read More...

ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼ ୪ ଶିକାରୀ ଗିରଫ, ୪ ବନ୍ଧୁକ ଜବତ

ଭୁବନେଶ୍ୱର : ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ ଅଞ୍ଚଳରେ ଚଢ଼ାଉ ବେଳେ ଅଘଟଣ । ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରକୁ ପୋଡାଡିହା ରେଞ୍ଜ ଏବଂ ଏସଟିପିଏଫ ଟିମ୍‌ ଯାଇଥିବା ବେଳେ ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ଶିକାରୀ । ବନ କର୍ମଚାରୀଙ୍କ ପାଲଟା ଆକ୍ରମଣରେ ଗିରଫ ହେଲେ ୪ ଶିକାରୀ ।
Read More...

ଆୟୁସ ଡାକ୍ତରଙ୍କ କଳାବ୍ୟାଜ ପରିଧାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଏହା ଅଧିନରେ ଥିବା ବନ୍ଧପଡା ଓ ରାମଚନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କୋଲୋକେଟେଡ ଆୟୁଷ ଡାକ୍ତର ଡ଼ା ମମତା ଦାଶ, ଡ଼ା ସୁମିତ୍ରା ଦାଶ ଏବଂ ଡ଼ା ଲଳିତ ସାହୁ ମାର୍ଚ୍ଚ ୨୦ତାରିଖ ଠାରୁ
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ନୂତନ ପ୍ରବେଶ କରିଥିବା ଶିଶୁମାନଙ୍କର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ସୋପାନ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ
Read More...

କ୍ରିକେଟ୍ ଟି-ଟ୍ୱେଣ୍ଟି ମହାସମର : ଏପ୍ରିଲ ୬ରୁ ବଲାଙ୍ଗିର ଚାମ୍ପିଅନ ଟ୍ରଫି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍ ପରିସରରେ ଆଜି ବଲାଙ୍ଗିର ଚାମ୍ପିଅନ ଟ୍ରଫି କ୍ରିକେଟ ଲିଗ୍ ମ୍ୟାଚ୍‌କୁ ନେଇ ପ୍ଲେୟାର ଅକ୍ସନ ପ୍ରକିୟା ଆରମ୍ଭ ହୋଇଯାଇଛି । ତେବେ ଆସନ୍ତା ଏପ୍ରିଲ ୬ରୁ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ବଲାଙ୍ଗିର ଚାମ୍ପିଅନ ଲିଗ୍ ୨୦୨୫ ପାଇଁ
Read More...