ହୋମଗାର୍ଡ ପଦବୀରେ ଆବେଦନ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି

କଟକ : ହୋମଗାର୍ଡ ପଦବୀ ପାଇଁ ବିଜ୍ଞାପନ ପରେ ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ ଆଶାୟୀଙ୍କ ଭିଡ଼ । ଚାକିରି ପାଇଁ ନାଁ ପଞ୍ଜୀକରଣ ପାଇଁ ଲାଗିଛି ଯୁବକ, ଯୁବତୀଙ୍କ ଲମ୍ବା ଧାଡ଼ି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସ୍ଥିତ ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ । ସୂଚନା
Read More...

ଘରୋଇ ହସ୍ପିଟାଲରେ ଅଧିକ ଅସ୍ତ୍ରୋପଚାର ଡେଲିଭରି : ବିଧାନସଭାରେ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ଘରୋଇ ହସ୍‌ପିଟାଲରେ ଅଧିକ ହେଉଛି ଅସ୍ତ୍ରୋପଚାର ଡେଲିଭରି । ସରକାରୀ ହସ୍‌ପିଟାଲ ତୁଳନାରେ ଘରୋଇ ହସ୍‌ପିଟାଲରେ ଅଧିକ ହେଉଛି ସିଜରିଆନ । ବିଧାନସଭାରେ ଆଜି ଏପରି ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗତ ୨ ବର୍ଷ ମଧ୍ୟରେ କେତେଜଣ ଶିଶୁ
Read More...

ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼

ଭୁବନେଶ୍ଵର : ଖୋର୍ଦ୍ଧା-ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼ । ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ଜାଗମରା ସ୍ଥିତ ଫ୍ଲାଟରୁ ନଗଦ୧୭ ଲକ୍ଷ ଠାବ । ଟଙ୍କା ଗଣିବାରେ ଲାଗିଛନ୍ତି ୨ ଅଧିକାରୀ । ମେସିନରେ ଚାଲିଛି ଟଙ୍କା ଗଣା କୁବେର
Read More...

ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିଶୁ ସଂଗ୍ରହ ଅଭିଯାନ ଆରମ୍ଭ

ତୁଷୁରା, (କେପିଏନ୍‌ଏସ୍‌) : ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ରେ ନୂତନ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉ ଥିବାରୁ ରାଜ୍ୟ ସରକାରଙ୍କର ଯୋଜନାଅନୁଯାୟୀ ବ୍ଲକର ସମସ୍ତ ବିଦ୍ୟାଳୟରେ ଶିଶୁ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ତୁଷୁରା ଏନ୍‌ଏ‌ସି ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ
Read More...

ଇଥାନଲ ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ମିଳୁ ନିଯୁକ୍ତି : ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଇଥାନଲ ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ଆଜି ସଂସଦରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହି ଦାବି କରିଛନ୍ତି । ବରଗଡ଼ ଜିଲ୍ଲାରେ ଅନେକ ବେକାର ଯୁବକ ଯୁବତୀ ଅଛନ୍ତି । ଏହି ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିଲେ ଅନେକ ଯୁବକ ଯୁବତୀ
Read More...

ଜଙ୍ଗଲରେ ଯୁବକଙ୍କୁ ନିର୍ମମ ହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନର ବଡ଼ ଖବର । ଜଙ୍ଗଲରେ ଯୁବକଙ୍କୁ ନିର୍ମମ ହତ୍ୟା । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ସଦର ଥାନା ଡ଼ୁମେରଝରନ ଗାଁ ନିକଟ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ଦେହରେ କ୍ଷତ ଚିହ୍ନ ଥିବା ବେଳେ ପୋଲିସର ପ୍ରାଥମିକ ତଦନ୍ତରୁ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ : ୩ ଗୁରୁତର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ହିର୍ଲି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘର ଭିତରକୁ ପଶି ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି । ଘଟଣାରେ ୩ଜଣ ଗୁରୁତର ହୋଇଥିବବେଳେ
Read More...

ପଦ୍ମ ଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ପ୍ରଗତି ଉତ୍କଳ ସଂଘରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଏକ ଶୋକସଭା ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାର ପ୍ରାରମ୍ଭରେ ଡ.
Read More...

ଉତ୍କଳ କଳାକାର ଏକାଡେମୀର ବଦାନ୍ୟତା :୧୦ ବର୍ଷର ପୁଅର ଭବିଷ୍ୟତ ପାଇଁ ସହାୟତା ରାଶି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସବୁ କଳାକାର ଏକ ପରିବାର । କଳାକାର ବୁଝେ କଳାକାରର ଦୁଃଖ । ଯାଜପୁରର ଯାତ୍ରା ଅଭିନେତ୍ରୀ ପାୟଲ ପଣ୍ଡାଙ୍କ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁରେ ଉତ୍କଳ ଏକାଡେମୀର କଳାକାରମାନେ ମର୍ମାହତ । ଖବର ଅନୁସାରେ ପ୍ରତିଷ୍ଠାତା ସମ୍ପାଦକ କୈଳାସ ନାୟକ ଏବଂ ଉତ୍କଳ
Read More...

୩ ଦିନିଆ ବସନ୍ତ ମହୋତ୍ସବ “ହେ ବସନ୍ତ” ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଂସ୍କୃତି ବିକାଶ ପରିଷଦ ଏଵଂ ଛତ୍ରପୁର ରୋଟାରୀ କ୍ଳବ ଆନୁକୂଲ୍ୟରେ ସାହିତ୍ୟ, ସଂସ୍କୃତି, ସମନ୍ୱୟର ଅପୂର୍ବ ସମାରୋହ ତିନିଦିନଆ ବସନ୍ତ ମହୋତ୍ସବ "ହେ ବସନ୍ତ" ଉଦଯାପିତ ହୋଇଯାଇଛି । କାଳ ବୈଶାଖୀର ଝଡ଼ ବର୍ଷା ସତ୍ତ୍ୱେ ବସନ୍ତ ମହୋତ୍ସବ ସୁରୁଖୁରେ
Read More...