ଦୁଇ ସପ୍ତାହ ପରେ ଗୁଡ୍ ନ୍ୟୁଜ୍ ଦେବ ଆରବିଆଇ : କମିବ ହୋମ୍ ଲୋନ୍

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଆର୍ଥିକ ବର୍ଷ ୨୦୨୫-୨୬ ଲାଗି ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ସମ୍ପର୍କରେ ଘୋଷଣା କରିଛି । ଆର୍ଥିକ ବର୍ଷର ପ୍ରଥମ ଏମ୍‌ପିସି ବୈଠକ ଏପ୍ରିଲ ୭ ରୁ ୯ ଯାଏ ଅନୁଷ୍ଠିତ ହେବ । ଏହି ବୈଠକରେ ପୁଣି ଥରେ ରେପୋ ରେଟ୍‌ ହ୍ରାସ ହେବ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ଗୁରୁତର

ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜାତୀୟ ରାଜପଥ ୨୬ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜାତୀୟ ରାଜପଥ ୨୬ ନିକଟସ୍ଥ ଥାନା ସାମ୍ନା ବଲାଙ୍ଗିର ପଟୁ ଦୃତଗତିରେ ଆସୁଥିବା ଏକ ଟ୍ରକ ଟିଟିଲାଗଡ଼ ପଟୁ ଆସୁଥିବା ଏକ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା ।
Read More...

ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ବସ୍

ରାୟଗଡ଼ା : ଘାଟିରେ ଓଲଟିଲା ବସ୍‌ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଛି ଏକ ଯାତ୍ରୀ ବସ୍‌ । ଯେଉଁଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମା
Read More...

ବିରୋଧୀଙ୍କୁ ବିଜେପିର ଟାର୍ଗେଟ : ଗୃହର ମର୍ଯ୍ୟାଦା ରହିବା ଜରୁରୀ

ଭୁବନେଶ୍ୱର : ରାଜନୀତି ହାଇଡ୍ରାମା । ପ୍ରଥମେ ବିଧାନସଭା, ପରେ ରାଜରାସ୍ତା, ଆଉ ଏବେ ପ୍ରେସ୍‌ମିଟ୍‌ ଜରିଆରେ ଚାଲିଛି ଆରୋପ -ପ୍ରତ୍ୟାରୋପ । ବୁଧବାର କଂଗ୍ରେସ ପ୍ରେସମିଟ୍‌ କରି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଗୁରୁବାର ଦିନ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା
Read More...

ଗଙ୍ଗାଜଳ ଛିଞ୍ଚି ଛିଞ୍ଚି ବିଧାନସଭାରେ ପ୍ରବେଶ କଲେ ବିଜେଡି ସଦସ୍ୟ

ଭୁବନେଶ୍ୱର : ବିଧାନସଭାରେ କେବେ ପୋଲିସ ପସିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା । ଯାହାଦ୍ୱାରା ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ବିଜେଡ଼ି ସଦସ୍ୟ
Read More...

ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ପହଂଚାଇଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ଆଣି ଚିକିତ୍ସା କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ବିଧାୟକ ଲକ୍ଷ୍ମଣ ବାଗ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରେ କୌଣସି କାମରେ ଯାଇଥିବା ବେଳେ ମୁରିବାହାଲ ବ୍ଲକର ପତ୍ରାପାଲି ଗାଁ
Read More...

ସରକାରୀ ଯୋଜନାରୁ ବଂଚିତ ୮ ବର୍ଷର ଦିବ୍ୟାଙ୍ଗ ପ୍ରଭାତ ପୁଞ୍ଜି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାରୀ ଯୋଜନା ଅନେକ ରହିଛି , କିନ୍ତୁ ୮ ବର୍ଷର ମାନସିକ ରୋଗୀ ପାଇଁ ଯୋଜନା ଅପହଞ୍ଚ ହୋଇପଡିଛି । ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ନୂଆପଡା ଗାଁ ଭୀଷ୍ମ ପୁଞ୍ଜିଙ୍କ ପୁଅ ପ୍ରଭାତ ପୁଞ୍ଜି ଜନ୍ମରୁ
Read More...

ହୋମଗାର୍ଡ ପରୀକ୍ଷାର୍ଥୀଙ୍କ ମୃତ୍ୟୁ

ଭୁବନେଶ୍ୱର : ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାଇଥାନ୍ତେ ହୋମଗାର୍ଡ ଚାକିରି । ହେଲେ ଅଧୁରା ରହିଗଲା ସ୍ୱପ୍ନ । ଫିଜିକାଲ୍‌ ଟେଷ୍ଟରେ ଦୌଡିବା ସମୟରେ ଅସୁସ୍ଥ ହୋଇ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ । ମୃତକ ହେଲେ ବୁଡିଦୋ ଗ୍ରାମର ପ୍ରଦୀପ କୁମାର ଦେହୁରୀଙ୍କ ପୁଅ ସାହେବ ଦେହୁରୀ (୧୯) ।
Read More...

ରାସ୍ତା କାର୍ଯ୍ୟରେ ମହାଦୁର୍ନୀତି : ଯନ୍ତ୍ରୀଙ୍କ ସହ ମିଶି ଲୁଟୁଛନ୍ତି ଠିକା ସଂସ୍ଥା

ମଙ୍ଗଳପୁର : ଲୋକଙ୍କ ଯାତାୟତ ସୁଗମ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ଅର୍ଥକୁ କେତେକ ଠିକା ସଂସ୍ଥା ଯନ୍ତ୍ରୀଙ୍କ ସହିତ ମିଶି ଲୁଟିବାରେ ଲାଗିପଡ଼ିଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ଦଶରଥପୁର ବ୍ଲକରେ । ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଖୋସାଲପୁର,
Read More...

ଖୋଲା ଡ୍ରେନରେ ପଡିଗଲା ଗାଈ, ଅଗ୍ନିଶମ କର୍ମଚାରୀମାନେ କଲେ ଉଦ୍ଧାର

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ବୁଧବାର ସକାଳେ କଣ୍ଟାବାଞ୍ଜିର ୱାର୍ଡ ନମ୍ବର ୧୪ର ବିବେକାନନ୍ଦ ନଗରରେ ଏକ ଖୋଲା ଡ୍ରେନ୍‌ରେ ପଡ଼ିଯାଇଥିବା ଏକ ଗାଈକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । କିଛି ଗୋରୁ ଚରାଲି ଗାଈକୁ ନେଇ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ସେହି ସମୟରେ
Read More...