ବୁଲିଲା ବୁଲଡୋଜର, ମାଟିରେ ମିଶିଲା କୋଠା

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତାରୁ ଜବରଦଖଲ ଉଚ୍ଛେଦ ଆରମ୍ଭ । ବୁଲିଲା ବୁଲଡୋଜର, ମାଟିରେ ମିଶିଲା ବଡ଼ ବଡ଼ କୋଠା । ଜଦଖଲରେ ଥିବା ଦୋକାନ ଏବଂ ଘର ଗୁଡିକୁ ଭଙ୍ଗା ଯାଉଛି । ଉଚ୍ଛେଦ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ
Read More...

ପିପିଲି ମକୁନ୍ଦପୁର ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକ୍‌କୁ ପିଟିଲା କାର୍‌

ପିପିଲି : ବାଇକ୍‌କୁ ପିଟିଲା କାର୍‌ । ପୁରୀ ଜିଲ୍ଲା ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ମକୁନ୍ଦପୁର ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାହାଫଳରେ ଘଟଣାସ୍ଥଳରେ ହିଁ ଚାଲିଯାଇଛି ୨ଜଣ ଜୀବନ । ମୃତକ ୨ ଜଣ ହେଲେ ବାଲିପଡ଼ା ନନ୍ଦନକାନନ ଅଞ୍ଚଳର ସୁଧାକର ପାତ୍ର ଓ ରଶ୍ମିରଞ୍ଜନ
Read More...

ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ ନାଟଯାତ୍‌ରା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପରେ ଗତ ବୁଧବାରରୁ ଚାଲିଥିବା ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜିର ଉଦଯାପନ ଉତ୍ସବରେ ସାମାଜିକ କର୍ମୀ ସୁଲୋଚନା ମିଶ୍ର
Read More...

ପିଏମ୍ ଶ୍ରୀ ପୃଥୀରାଜ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ “ସକାରାତ୍ମକ ଭାବନା ସଫଳତା ଆଣେ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ପିଏମ୍ ଶ୍ରୀ ପୃଥୀରାଜ ଉଚ୍ଚ ବିଦ୍ୟାଳୟରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାର ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ,
Read More...

ପଦ୍ମପୁର ନବଦୁର୍ଗା ମନ୍ଦିରରେ ଚୈତ୍ର ବାସନ୍ତିକ ନବରାତ୍ର ପୂଜା : କଳସ ଆବାହନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ପ୍ରସିଦ୍ଧ ନବଦୁର୍ଗା ମନ୍ଦିରରେ ଚୈତ୍ର ବାସନ୍ତିକ ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଆବାହନ କରାଯାଇଛି । ପାରମ୍ପାରିକ ପୂଜାର୍ଚ୍ଚନା ପରେ ଘଣ୍ଟ ଶଙ୍ଖବାଦ୍ୟ ସହଏକ ଶୋଭାଯାତ୍ରାରେ ବାହାରି ବଡବନ୍ଧରୁ ପୂର୍ଣ୍ଣ କଳସ ଆବାହନ ପୂର୍ବକ ପୂଜା
Read More...

ପତ୍ନୀଙ୍କ ଗଳା ଚିପି ହତ୍ୟା : ସ୍ୱାମୀ ଗିରଫ

ପୁରୀ : ପାରିବାରିକ କଳହର କରୁଣ ଅନ୍ତ ଘଟିଛି । ପତ୍ନୀଙ୍କ ପ୍ରାଣ ନେଇଛି ସ୍ୱାମୀ । ଶୁକ୍ରବାର ରାତିରେ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବା ଯୁବକକୁ ଧରିଛି ତାଳବଣିଆ ଥାନା ପୁଲିସ । ଅଭିଯୁକ୍ତ ଜଣକ ହେଲା ଏହି ଥାନା ଅଧୀନ ସିଦ୍ଧମହାବୀର ଚମାର ସାହିର ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ ବାଦଲ (୨୭)
Read More...

ମହିଳା ସୁରକ୍ଷା ଦିଗରେ ଭାରତର ପ୍ରତିବଦ୍ଧତା : ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିବା ପ୍ରୟାସ

ନୂଆଦିଲ୍ଲୀ, (ପିଆଇବି) : ସାରା ଦେଶରେ ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଗତ ଏକ ଦଶନ୍ଧି ମଧ୍ୟରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ମହିଳାଙ୍କ ସୁରକ୍ଷା ଦିଗରେ ନିଜର ପ୍ରତିବଦ୍ଧତାକୁ ବ୍ୟକ୍ତ କରି ଦେଶରେ ଅନେକଗୁଡ଼ିଏ ପରବର୍ତ୍ତନ ଆଇନଗତ ସଂସ୍କାର
Read More...

ମାର୍ଚ୍ଚ ୨୦୨୪ ସୁଦ୍ଧା ଭାରତୀୟ ରେଳବାଇ ପାଖରେ ପାଖାପାଖି ୪.୯୦ ଲକ୍ଷ ହେକ୍ଟର ଜମି ରହିଛି : ମାଲିକାନା ବଜାୟ ରଖି…

ନୂଆଦିଲ୍ଲୀ, (ପିଆଇବି) : ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଭାରତୀୟ ରେଳବାଇର ମୋଟ ଜମି ପାଖାପାଖି ୪.୯୦ ଲକ୍ଷ ହେକ୍ଟର, ଯେଉଁଥିରୁ ୮୮୧୨ ହେକ୍ଟର ଜମି ବିଭିନ୍ନ ଉଦ୍ଦେଶ୍ୟରେ ଲିଜରେ ଦିଆଯାଇଛି । ଏଥିରେ ଯାତ୍ରୀ ସୁବିଧା, କାର୍ଗୋ ସମ୍ବନ୍ଧୀୟ ସୁବିଧା, ବାଣିଜ୍ୟିକ ବିକାଶ ଇତ୍ୟାଦି ପାଇଁ
Read More...

ନୂଆଦିଲ୍ଲୀରେ ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ସମ୍ପନ୍ନ

• ଆଗାମୀ ସପ୍ତାହରେ ବିଟିଏ ଅଧୀନରେ ଭର୍ଚୁଆଲ ମାଧ୍ୟମରେ କ୍ଷେତ୍ରୀୟ ବିଶେଷଜ୍ଞ ସ୍ତରୀୟ କାର୍ଯ୍ୟକ୍ରମ ହେବ ଆରମ୍ଭ ନୂଆଦିଲ୍ଲୀ, (ପିଆଇବି) : ଭାରତର ବାଣିଜ୍ୟ ବିଭାଗ ଏବଂ ଆମେରିକୀୟ ବାଣିଜ୍ୟ କାର୍ଯ୍ୟାଳୟର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ସମ୍ପନ୍ନ
Read More...

ଜିଲ୍ଲା ବାର ଏସୋସିଏସନ୍‌ ନିର୍ବାଚନ ୨୦୨୫ – ୨୬

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ନିର୍ବାଚନ ବଲାଙ୍ଗିର ବାର ଠାରେ ଅନୁଷ୍ଠିତ ହୋଇଯାଇଛି । ବାର ହଲରେ ନିର୍ବାଚନ ଅଧିକାରୀ ବରିଷ୍ଠ ଓକିଲ ତଥା ନିର୍ବାଚନ ଅଫିସର ଗୋପାଳ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାରେ ସଂପାଦିତ ହୋଇଯାଇଛି ୨୦୨୫ - ୨୬ ବର୍ଷ ପାଇଁ
Read More...