ତାତିରୁ ମିଳିବ ଆଶ୍ୱସ୍ତି ରାଜ୍ୟରେ ବିଭିନ୍ନ ସ୍ଥାନରେ ହେବ ବର୍ଷା
କଟକ : ଏପ୍ରିଲ୍ ପହିଲାରୁ ତାପମାତ୍ରା ହ୍ରାସ ପାଇବା ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ଆସନ୍ତା ୨, ୩ ଓ ୪ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠୁ ରାଜ୍ୟରେ କମିବ ତାତି । ତାପମାତ୍ରା ୨ ରୁ!-->…
Read More...
Read More...